ଅଭିଯୁକ୍ତ ଗୋପାଳ ଦାସର ଆଜି ସରୁଛି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଆଜି ସରୁଛି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଆଜି ତାକୁ ଝାରସୁଗୁଡ଼ା ଜେଏମ୍ଏଫ୍ସିରେ ହାଜର କରିବ କ୍ରାଇମବ୍ରାଞ୍ଚ। ତା’ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳକୁ ଗୁଜରାଟର ଗାନ୍ଧୀନଗରରୁ ଆଣି ଝାରସୁଗୁଡାରେ ପହଞ୍ଚିଛି ଟିମ୍।…