ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆଜିଠୁ

ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ…

ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିକୋଣରୁ ଗୋପାଳକୁ ଝାରସୁଗୁଡ଼ା ସବଜେଲରେ ସ୍ୱତନ୍ତ୍ର ହାଇ ସିକ୍ୟୁରିଟି ସେଲରେ ରଖାଯାଇଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ସେଲ୍ରେ ଗୋପାଳ ଏକା ରହୁଥିବା ବେଳେ ତା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।…

ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି

ଭାରତୀୟ ବ୍ୟାଟର୍‌ ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ମୁମ୍ବାଇରେ ହୋଇଥିବା ଏହି ନିଲାମରେ ମନ୍ଧାନାଙ୍କୁ କିଣିବା ପାଇଁ ଆର୍‌ସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ…

ଶୁବମନ ଗିଲ୍ ଜାନୁଆରିର ଶ୍ରେଷ୍ଠ ଖେଳାଳି

ଆଇସିସି ପକ୍ଷରୁ ଗତ ଜାନୁଆରି ମାସର ଶ୍ରେଷ୍ଠ କ୍ରିକେଟ ଖେଳାଳି ଘୋଷଣା କରାଯାଇଛି । ଉତ୍ତମ ପ୍ରଦର୍ଶନ ପାଇଁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ଜାନୁଆରି ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି । ସେହିପରି ଇଂଲଣ୍ଡ ୧୯ ବର୍ଷରୁ କମ ମହିଳା ଦଳର ଅଧିନାୟକ ଗ୍ରେସ ସ୍ରିଭେନ୍ସଙ୍କୁ…

ଡାକ୍ତରମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବାଚାରରେ ସବୁଠାରୁ ଆଗରେ ରହିବା ଓ ଚିକିତ୍ସା ଜଗତର ନୂଆ ପରିବର୍ତ୍ତନକୁ ଆପଣାଇବା ପାଇଁ ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି । ଏମ୍ସ ଭୁବନେଶ୍ୱର ଜଣେ ଦିବ୍ୟାଙ୍ଗ ରୋଗୀଙ୍କ ଠାରେ କ୍ୱାଡ୍ରୁପଲ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ସଫଳତାର ସହ କରିଛନ୍ତି ।…

ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରୋତା, ଆରଜେ ଓ ପ୍ରସାରଣ ଇକୋ-ସିଷ୍ଟମ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହି ଅବସରରେ ଫେବୃୟାରୀ ୨୬, ୨୦୨୩ର ମନ କି ବାତ କାର୍ଯ୍ୟକ୍ରମ ପାଇଁ ମତାମତ ମଧ୍ୟ ଆହ୍ୱାନ କରିଛନ୍ତି । ଏକ…

ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରରେ ଆୟୋଜିତ ହେବ ସ୍ୱାସ୍ଥ୍ୟ ମେଳା

ସୁସ୍ଥ ଜୀବନକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଆରମ୍ଭ ହୋଇଥିବା "ସୁସ୍ଥ ମନ, ସୁସ୍ଥ ଘର’ ଅଭିଯାନର ଏକ ଅଂଶ ଭାବରେ ସାରା ଦେଶରେ ସ୍ୱାସ୍ଥ୍ୟ ମେଳା ଆସନ୍ତା କାଲି ୧୪ ତାରିଖ ଦିନ ୧.୫୬ ଲକ୍ଷ ଆୟୁଷ୍ମାନ ଭାରତ - ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି -ଏଚ୍‌ଡବ୍ଲୁସି)…

ଆଦାନୀ-ହିଣ୍ଡେନବର୍ଗ ମାମଲା

ଆଦାନୀ-ହିଣ୍ଡେନବର୍ଗ ମାମଲାକୁ ନେଇ ଚାଲିଛି ଚର୍ଚା ।  ଶୁକ୍ରବାର ନିବେଶକଙ୍କ କ୍ଷତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସର୍ବୋଚ୍ଚ କୋର୍ଟ । ତେବେ  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଣି କରି ଏହି…

ଏରୋ ଇଣ୍ଡିଆ ୨୦୨୩

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟେଲାହାନକାର ବାୟୁସେନା ଷ୍ଟେସନରେ ଏରୋ ଇଣ୍ଡିଆ ୨୦୨୩ ର ୧୪ ତମ ସଂସ୍କରଣର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶ ତଥା ବିଦେଶର ପ୍ରଦର୍ଶକମାନେ ଏଥିରେ ଭାଗ ନେଉଛନ୍ତି। ଏହା ଏପର୍ଯ୍ୟନ୍ତ ସମସ୍ତ ରେକର୍ଡକୁ…

ବାଣୀବିହାରରେ ଦେଖିବାକୁ ମିଳିଛି ଜେଏନୟୁ ତାତି, ପୋଲିସ ର ଛାତ୍ରଙ୍କୁ ଅମାନୁଷିକ ମାଡ଼

ବାଣୀବିହାରରେ ଦେଖିବାକୁ ମିଳିଛି ଜେଏନୟୁ ତାତି। ପିଜି କାଉନସିଲ୍ ହଲରେ ସେମିନାର ବେଳେ ଜେଏନୟୁ ପ୍ରଫେସର ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଛାତ୍ର ମାନଙ୍କ ଗଣ୍ଡଗୋଳ ଘଟଣା ତୀବ୍ର ରୂପ ଧାରଣ କରିଛି। ସହିଦ୍ ନଗର ଥାନାରେ ଉଭୟ ଛାତ୍ର ଓ ସିଟିଜେନସ ଫୋରମ୍ ପକ୍ଷରୁ ଏତଲା ହୋଇଛି। ସେପଟେ…