ବିଧାନସଭାର ବଜେଟ୍ ଅଧିବେଶନ ବେଶ୍ ସରଗରମ ହେବ, ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ କି ନାହିଁ ସନ୍ଦେହ

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଏହି ଅଧିବେଶନ ବେଶ୍ ସରଗରମ ହେବ । ବିଜେଡିକୁ ଘେରିବାକୁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିବେ । କଂଗ୍ରେସ, ବିଜେପି ସରକାରଙ୍କୁ ବିଧାନସଭାରେ ଘେରିବା ପାଇଁ ଘୋଷଣା କରିଥିବାବେଳେ ଶାସକ ବିଜେଡି ଗୃହରେ କେନ୍ଦ୍ରୀୟ…

ଶିଶୁଙ୍କ ପାଇଁ “ଯାଦୁଇ ପିଟାରା”ର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢିବା ପାଇଁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଖିବା ଓ ଶିଖାଇବାର ଉପକରଣ “ଦୁଇ ପିଟାରା”ର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ…

ଭାରତ-ଆୟର୍ଲାଣ୍ଡକୁ ହରାଇ ସେମିଫାଇନାଲରେ ପହଁଚିଲା

କେପଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ  ଭାରତ ଓ ଆୟର୍ଲାଣ୍ଡକୁ 5 ରନରେ ହରାଇଦେଇଛି ।   ପ୍ରଥମ ଦୁଇ ମ୍ୟାଚ ଜିତିବା ପରେ ତୃତୀୟ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା ଭାରତ । ଆଜି ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଜିତି ସେମିଫାଇନାଲରେ ପହଁଚିଛି । ଭାରତ ପ୍ରଥମେ ବ୍ୟାଟିଂ କରି 6 ଉଇକେଟ…

ଫେବ୍ରୁଆରି ୨୬ରେ ହାଜର ପାଇଁ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଲା ସିବିଆଇ

ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ  ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଛି । ପଚରା ଉଚୁରା ପାଇଁ ଫେବ୍ରୁଆରି ୨୬ରେ ହାଜର ହେବାକୁ କୁହାଯାଇଛି । ତଦନ୍ତକାରୀ ସଂସ୍ଥା ମନୀଷ ସିସୋଦିଆଙ୍କୁ ଫେବ୍ରୁଆରି ୧୯ରେ…

ନବ ଦାସଙ୍କ ମୃତ୍ୟୁ ଆକ୍ସିଡେଣ୍ଟାଲ ଡେଥ୍ ନୁହେଁ :ନରସିଂହ

 ଭୁବନେଶ୍ୱର:  ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ଏହି ହତ୍ୟା ହଠାତ୍ ହୋଇନି କି ଏହା ଆକ୍ସିଡେଣ୍ଟାଲ ଡେଥ ନୁହେଁ ବୋଲି ସେ ସିଧା ସିଧା କହିଛନ୍ତି । ଏହା ପଛରେ ବହୁ ଦିନର ଷଡ଼ଯନ୍ତ୍ର ରହିଥିବା କହିଛନ୍ତି କଂଗ୍ରେସ…

ସ୍ତ୍ରୀଙ୍କ ବାପଘରକୁ ଯାଇ ସ୍ବାମୀ ମାଡ କଲେ ଏସିଡ୍, ମେଡିକାଲରେ ଚାଲିଛି ଚିକିତ୍ସା

ବାଲେଶ୍ବର: ଶ୍ବଶୂର ଘରେ ପଶି ପତ୍ନୀଙ୍କୁ ଏସିଡ୍‌ ମାଡ଼ କଲା ସ୍ୱାମୀ । ଏସିଡ ମାଡ଼ରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସହଦେବଖୁଣ୍ଟା ଥାନା ଭୀମପୁର ଗାଁର କାର୍ତ୍ତିକ ସିଂଙ୍କର ଦୁଇ ଝିଅ ଅଛନ୍ତି। କାର୍ତ୍ତିକଙ୍କ ସାନ ଝିଅ ବନିତା ସିଂ ଦେଢ଼ ମାସ ତଳେ ନୀଳଗିରି ନୟାପାଟଣାର ଚନ୍ଦନ କୁମାର…

ରେଳ ବିହାର ଯୁବ ପରିଷଦ ତରଫରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରେଳ ବିହାର ଯୁବ ପରିଷଦ ତରଫରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ  । ରେଳବିହାର ଯୁବପରିଷଦ କାର୍ଯ୍ୟାଳୟରେ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହରେ ଅତିଥିମାନେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।  ମୁଖ୍ୟବକ୍ତା ଭାବରେ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗ ଦେଇଥିବାବେଳେ…

ଦ୍ୱିତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ

 ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଆଉ ଗୋଟିଏ ମ୍ୟାଚ ଜିତିଲେ ଭାରତ ଟେଷ୍ଟ ଚାମ୍ପିୟନସିପିର ଫାଇନାଲ ମ୍ୟାଚ ଖେଳିବ । ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି ।…

ଆସନ୍ତାକାଲିଠୁ ବିଧାନସଭା: ଭର୍ଚୁଆଲ ସର୍ବଦଳୀୟ ବୈଠକକୁ ବିଜେପିର ବିରୋଧ

 ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏଥର ଅଧିବେଶନକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବା ପାଇଁ ଧାର୍ଯ୍ୟ ହୋଇଥିଲା । ତେବେ ଭର୍ଚୁଆଲ ସର୍ବଦଳୀୟ ବୈଠକକୁ ବିରାେଧ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।  ଏଥରର…

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନରେ ନୂଆ ଅତିଥି । ଦ୍ବିତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା । 4ଟି ଶାବକଙ୍କୁ ଜନ୍ମ ଦେଇଛି ନାଲି ମହାବଳ ବାଘୁଣୀ ଅଙ୍କିତା । ନାଲି ମହାବଳ ବାଘ ବାହୁବଳି ସହିତ ଅଙ୍କିତାର ମିଳନରେ 4 ଶାବକ ଜନ୍ମ ନେଇଛନ୍ତି ।ଉଭୟ ମା’ ଓ ଶାବକ ସୁସ୍ଥ ଥିବାବେଳେ ସେମାନଙ୍କୁ…