ତିହାର ଜେଲ୍‌ରେ ମନୀଷ ସିସୋଦିଆଙ୍କୁ ପ୍ରଶ୍ନ କରିବ ଇଡି

 ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଶ୍ନ କରିବ। ଏହାପୂର୍ବରୁ ତିହାର ଜେଲ୍‌ରେ ସିସୋଦିଆଙ୍କ ବିବୃତ୍ତି ରେକର୍ଡ କରିବାକୁ  କୋର୍ଟରେ ଅନୁମତି ମାଗିବାକୁ ଆବେଦନ କରିପାରେ। ଅର୍ଥ ହେରଫେର ରୋକିବାକୁ ଥିବା ଆକ୍ଟ ଅଧୀନରେ ସିସୋଦିଆଙ୍କ ବିବୃତ୍ତି…

କନରାଡ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ

ଦ୍ୱିତୀୟ ଥର ପାଇଁ କନରାଡ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ।  ଲଗାତାର ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବରେ କୋନରାଡ ସାଙ୍ଗ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନାଡା ମଧ୍ୟ…

ଯାତ୍ରା ମଞ୍ଚରେ ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର

ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ ।ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ…

ଆଜି ଶପଥ ନେବେ ମେଘାଳୟ ଓ ନାଗାଲାଣ୍ଡ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ମେଘାଳୟ ଓ ନାଗାଲାଣ୍ଡରେ ଆରମ୍ଭ ହେବ ନୂଆ ସରକାର। ଶପଥ ନେବେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦିନ ୧୧ଟାରେ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନ୍ୟାସନାଲ ପିପୁଲ୍ସ ପାର୍ଟିର ମୁଖ୍ୟ କେ. ସାଙ୍ଗମା । ନିର୍ବାଚନରେ ୨୬ଟି ଆସନ ଜିତି ନ୍ୟାସନାଲ ପିପୁଲ୍ସ ପାର୍ଟି ଏକକ…

ପଶ୍ଚିମବଙ୍ଗରେ ବଢ଼ୁଛି ଆଡେନୋ ଭାଇରସ ଆତଙ୍କ

କୋଲକାତା: ପଶ୍ଚିମବଙ୍ଗରେ ବଢ଼ୁଛି ଆଡେନୋ ଭାଇରସ ଆତଙ୍କ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୯ ଦିନ ମଧ୍ୟରେ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୨ ସପ୍ତାହରେ ସର୍ବାଧିକ ଶିଶୁ ଏଥିରେ ଆକ୍ରାନ୍ତ…

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲମତାପୁଟ ଏସିଏଫ୍ ସୁରଜିତ ସାହୁ

କୋରାପୁଟ: ଭିଜିଲାନ୍ସ ଜାଲରେ ଏସିଏଫ୍ । ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ଲମତାପୁଟ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କୋରାପୁଟ ଭିଜିଲାନସ୍ ଡିଭିଜନ ଟିମ୍ ଗତକାଲି ବିପୁଳ ପରିମାଣର ଟଙ୍କା ସହ ଧରିଛି । ସୁରଜିତ ଗତକାଲି ବନାଞ୍ଚଳ…

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା

ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଉତ୍ସବମୁଖର ହୋଇଛି ଗାଁଠୁ ସହର । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ପରେ ମଙ୍ଗଳ ଆଳତି, ସୂର୍ଯ୍ୟପୂଜା ଓ…

ଖୋର୍ଦ୍ଧା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଛି।…

ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ପ୍ରଣବ

ଗତ କିଛି ଦିନ ଧରି ବିଜେପି ଓ ବିଜେଡି ମଧ୍ୟରେ ଟକ୍କର ଚାଲିଛି । ନବ ଦାସଙ୍କ ହତ୍ୟା ପରେ ବିଜେଡିକୁ କଂଗ୍ରେସ ଓ ବିଜେପି ଟାର୍ଗେଟ କରୁଛନ୍ତି । ତେବେ ବିଜେପିର ଆନ୍ଦୋଳନରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି ।  ସେ…

ବାଣ ବିସ୍ଫୋରଣ: 5 ମୃତ,

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟି 5ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, 3 ଗୁରୁତର ଥିବା ଜଣାଯାଇଛି।  ଗୁରୁତରମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲିକ ହଟ ବେହେରାଙ୍କ ପାଇଁ  ମୃତାହତମାନେ ବାଣ ପ୍ରସ୍ତୁତ…