୪ ସ୍ବର୍ଣ୍ଣ ସହ ବିଶ୍ବ ମୁଷ୍ଟିଯୁଦ୍ଧରେ ଭାରତ ଶ୍ରେଷ୍ଠ

ନୂଆଦିଲ୍ଲୀ :  ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତର ଦବଦବା ବୃଦ୍ଧି ପାଇଛି । ଭାରତୀୟ ମହିଳାମାନେ ୪ ସ୍ବର୍ଣ୍ଣ ସହ ଦଳଗତ ଶ୍ରେଷ୍ଠ ପୁରସ୍କାର ହାସଲ କରିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଖେଳପ୍ରେମୀମାନେ ଅଭିନନ୍ଦନ ଜଣାଇଛନ୍ତି ।…

ସାବର୍‌କର୍‌ ଆମ ଆଦର୍ଶ: ଠାକରେ

କଂଗ୍ରେସକୁ ସମର୍ଥନ କରୁଥିବା ଉଦ୍ଧବ ଠାକରେ କିନ୍ତୁ ରାହୁଲ ଗାନ୍ଧୀ ଲଗାତାର ହିନ୍ଦୁ ନୀତିବାଦୀ ସ୍ବାଧୀନତା ସଂଗ୍ରାମୀ ସାବର୍‌କର୍‌ଙ୍କୁ ଅପମାନ କରିଥିବାରୁ ନିନ୍ଦା କରିଛନ୍ତି । ସାବରକରଙ୍କୁ ଅପମାନ ଦେବାରୁ ନିବୃତ୍ତ ରୁହନ୍ତୁ ବୋଲି  ଉଦ୍ଧବ ଗୋଷ୍ଠୀ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ  …

ବଳିଦାନ ହେଉଛି ଗାନ୍ଧୀ ପରିବାରର ସାମର୍ଥ୍ୟ

ନୂଆଦିଲ୍ଲୀ: ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏପରିକି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଲଗାତାର ସୋସିଆଲ ମିଡିଆରେ ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।…

ବିଶ୍ବ ବକ୍ସିଂ ଚାମ୍ପିଅନ ହେଲେ ନିଖତ ଜରିନ୍

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖତ ଜରିନ୍  ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ୫୦ କେଜି ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ ମ୍ୟାଚରେ ନିଖତ୍ ଜରିନ୍ ଭିଏତନାମର ବକ୍ସର ନୁଏନ୍…

ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେବ ଉଦ୍ୟମ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି କବିସୂର୍ଯ୍ୟନଗରରେ ପହଞ୍ଚି ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେବ ଉଦ୍ୟମ ବୋଲି ତାଙ୍କର ଭାଷଣରେ କହିଛନ୍ତି। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି…

ରାଜ୍ୟ ସରକାର ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଗର୍ଜିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ଦଳୀୟ କର୍ମୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ବିଧାୟକ ଭେଟି ପାରୁନାହାଁନ୍ତି । ଏଠାରେ କିପରି…

ଭୁବନେଶ୍ବରରେ ଆତଙ୍କରାଜ

ଭୁବନେଶ୍ବର:   ରାଜଧାନୀରେ ଅପରାଧିଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଲୁଟେରାମାନେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠୁ ଚେନ ଝାମ୍ପି ନେଉଛନ୍ତି ତ ଅପରାଧିମାନେ ଦୋକାନୀମାନଙ୍କ ଉପରେ ଉତ୍ପାତ ବଢ଼ାଇଚାଲିଛନ୍ତି। ଅପରାଧୀଙ୍କ ପାଇଁ ରାଜଧାନୀରେ ଏଠି ସମସ୍ତେ ଆତଙ୍କିତ ।  ସକାଳ ହେଉ କି ସଂଧ୍ୟା…

୩୬ଟି ୱାନ୍‌ୱେବ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ଇତିହାସ ରଚିଛି ଇସ୍ରୋ

ଚେନ୍ନାଇ: ଇତିହାସ ରଚିଛି ଇସ୍ରୋ । ଏକାଥରକେ ମହାକାଶକୁ  ୩୬ଟି ୱାନ୍‌ୱେବ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ସଫଳତା ହାସଲ କରିଛି ଇସ୍ରୋ ।  ‘ଭାରତୀୟ ମହାକାଶ ଗ‌େବେଷଣା ସଂସ୍ଥାନ’ ବା ‘ଇସ୍ରୋ’ ଚେନ୍ନାଇ ନିକଟସ୍ଥ ଶ୍ରୀହରିକୋଟା ‘ସ୍ପେସ୍‌ପୋର୍ଟ’ରୁ ଗୋଟିଏ ରକେଟ୍‌ ଯୋଗେ ୩୬ଟି…

ଆଜିଠାରୁ ଝଡ଼ବର୍ଷା ସମ୍ଭାବନା: ସତର୍କ ରହିବା ଜରୁରୀ

ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଯିବ ପଶ୍ଚିମ ଝଡ଼ର ପ୍ରଭାବ। ଏଥିପାଇଁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବିଶେଷ କରି ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ଯାଏ ରହିବ। ବିଜୁଳି, ଘଡ଼ଘଡ଼ି ସହ…

‘‌ବନ୍ଦେ ଉତ୍କଳ ଜନନୀ’କୁ ଏଣିକି କେହି ମନଇଚ୍ଛା ଗାଇପାରିବେ ନାହିଁ

ଭୁବନେଶ୍ବର : ହାଇକୋର୍ଟଙ୍କ ନିର୍ଦ୍ଦେଶ ପ‌ରେ ଶେଷରେ ସରକାରଙ୍କ ଚେତା ପଶିଛି। ରାଜ୍ୟ ସଂଗୀତ ‘‌ବନ୍ଦେ ଉତ୍କଳ ଜନନୀ’କୁ ଏଣିକି କେହି ମନଇଚ୍ଛା ଗାଇପାରିବେ ନାହିଁ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଗାୟନର ଅନୁମୋଦିତ ସ୍ବର, ଶୈଳୀ ଓ ଅବଧିକୁ ସମସ୍ତ…