ଆଜିଠୁ ଆଇପିଏଲ୍
ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ । ୧୬ତମ ସଂସ୍କରଣ ଫଟାଫଟ୍ କ୍ରିକେଟ୍ର ପ୍ରଥମ ଦିବସରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ସହିତ ଖେଳିବ ୪ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ୧୦ ଦଳକୁ ନେଇ ଦେଶର ୧୨ଟି ସହରରେ ଲିଗ୍ ପର୍ଯ୍ୟାୟର ୭୦ ମ୍ୟାଚ୍ ଖେଳାଯିବ। ଅହମଦାବାଦର ନରେନ୍ଦ୍ର ମୋଦୀ…