ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚତୁର୍ଥ ବିଜୟ
ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟ ହାସଲ କରିଛି। ୧୫୪ କରିଥିବା ଲକ୍ଷ୍ନୌ ନବୀନ ଉଲ୍ ହକ୍ଙ୍କ କଞ୍ଜୁସ ବୋଲିଂ ସାଙ୍ଗକୁ ଆୱେସ ଖାନ୍ଙ୍କ ୩ ଓ ମାର୍କସ ଷ୍ଟୋଇନିସ୍ଙ୍କ ୨ ୱିକେଟ୍ ଦଖଲ ବଳରେ ରାଜସ୍ଥାନ ରୟାଲ୍ସ ପାଳିକୁ ୧୪୪/୬ରେ ଅଟକାଇ…