ଆଜି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା
ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ଓ ତାତିରୁ ଆଶ୍ବସ୍ତି ମିଳିବ। ଲଗାତାର ୪୩ ଓ ୪୪ ଡିଗ୍ରି ଉପରେ ରେକର୍ଡ ହେଉଥିବା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଖସିଥିଲା। ପ୍ରଚଣ୍ଡ ଗ୍ରୀଷ୍ମ…