ଦିଲ୍ଲୀରେ ଡିସି-କେକେଆର ମୁହାଁମୁହିଁ
ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେବେ। ମ୍ୟାଚରେ ରହିବା ପାଇଁ ଡିସି ପାଇଁ କର ବା ମର ସ୍ଥିତି ରହିଛି। କ୍ରମାଗତ ପାଞ୍ଚଟି ପରାଜୟ ପରେ, ଡିସି ପାଇଁ ଯେ କୌଣସି ମୂଲ୍ୟରେ ଏହି ମ୍ୟାଚ ଜିତିବା ଆବଶ୍ୟକ । ଦିଲ୍ଲୀ ପାଇଁ ଆଜି ଗୁରୁତ୍ୱପୂର୍ଣ୍ ।…