ଆସନ୍ତାକାଲିଠୁ ଚାଲିବ ପୁରୀ-ହାଓଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ୍
ଭୁବନେଶ୍ବର: ଆସନ୍ତାକାଲିଠୁ ବହୁ ପ୍ରତିକ୍ଷିତ ହାୱଡ଼ା-ପୁରୀ-ହାଓଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଭିଡିଓ କନଫରେନସରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ପୁରୀରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ‘୨୨୮୯୫/୨୨୮୯୬’…