ଆଜିର ରାଶିଫଳ

ମେଷ: ଆପଣଙ୍କୁ ଉନ୍ନତିର କୌଣସି ନୂଆ ସାଧନ ମିଳିବ। ଆତ୍ମବିଶ୍ବାସ ବଢ଼ିବ। ବୈବାହିକ ଜୀବନ ସୁଖଦ ହେବ। ବ୍ୟବସାୟ ସୁରୁଖୁରୁରେ ଚାଲିବ। ପରୀକ୍ଷାରେ ଭଲ କରିବେ। ବୃଷ: ସ୍କୁଲ ଜୀବନର ସାଙ୍ଗ ଠାରୁ ଫୋନ ଆସିବ। ମନ ଚାହୁଁଥିବା କାମରେ ସଫଳତା ପାଇବେ। ପୁତ୍ର ପକ୍ଷରୁ ଖୁସି ଖବର ପାଇବେ।…

ରାଜନଗରରେ ପୁଣି ଜଣଙ୍କୁ ଟାଣିନେଲା କୁମ୍ଭୀର

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବ୍ରାହ୍ମଣୀ ନଦୀକୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଅଭୟ ରାଉତଙ୍କୁ କୁମ୍ଭୀର ଟାଣି ନେଇଛି । ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ । ୨ ମାସ ମଧ୍ୟରେ ୪ ଜଣଙ୍କୁ କୁମ୍ଭୀର ଟାଣି ନେଇଛି । ଅଞ୍ଚଳରେ କୁମ୍ଭୀର ଆତଙ୍କ…

ଓଡ଼ିଶା ସ୍ବାର୍ଥକୁ ଅଣଦେଖା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ସସ୍ମିତ ପାତ୍ର

ଭୁବନେଶ୍ବର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରୀୟ ସଂସ୍ଥାରେ ଓଡ଼ିଆ ପିଲାଙ୍କୁ ଚାକିରି ନାହିଁ । ଏମସିଏଲ, ଆଇଓସିଏଲ, ନାଲକୋରେ ମିଳୁନି ଓଡ଼ିଆ ପିଲାଙ୍କୁ ନିଯୁକ୍ତି । ଓଡ଼ିଆ ପିଲାଙ୍କ ବଦଳରେ ବିହାର ଓ…

ଆନନ୍ଦୀ ଚରିତ୍ରରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାକୁ ନେଇ ବଡ଼ ବୟାନ ଦେଲେ କୋର୍ଟ

ଟିଭି ଶୋ 'ବାଳିକା ବଧୂ'ରେ ଆନନ୍ଦୀ ଚରିତ୍ରରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାକୁ ନେଇ ବଡ଼ ବୟାନ ଦେଲେ କୋର୍ଟ। ମାମଲାରେ ଜଡିତ ବୟଫ୍ରେଣ୍ଡ ରାହୁଲ ସିଂହଙ୍କ ଏକ ଆବେଦନକୁ ଖାରଜ୍ କରି ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ସେ ଦାୟୀ ବୋଲି ଦର୍ଶାଇଛନ୍ତି। ବାସ୍ତବରେ ରାହୁଲ…

ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ  ଏକ ପୋଷ୍ଟରେ କହିଛନ୍ତି ଯେ ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୫ଟି ବୈଠକ ଅନୁଷ୍ଠିତ ହେବ। ନୂଆ ସଂସଦରେ ଏହି…

୨୨ ରୁ ବିଧାନସଭା,୨୧ ତାରିଖରେ ବାଚସ୍ପତି ନିର୍ବାଚନ

ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୩ ରେ ଗୃହରେ ଅତିରିକ୍ତ ବଜେଟ ଆଗତ ହେବ । ବିଧାନସଭା…

ଇଣ୍ଡିଆ ମେଣ୍ଟର ବୈଠକ ଆଜି

୨୮ଟି ରାଜନୈତିକ ଦଳର ମୋଟ୍‌ ୬୩ ପ୍ରତିନିଧି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବାକୁ ମୁମ୍ବାଇରେ ପହଁଚିଛନ୍ତି । ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି। ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ଏନେଇ ପ୍ରସ୍ତୁତି ପାଇଁ …

ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି।  ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କଂଗ୍ରେସ କହୁଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଆସିଲା ଡିମାଣ୍ଡ। ଏହି ଦାବି ଆମ୍ ଆଦମୀ…

ପୁଲିସ ସହ ଯୋଡିହେବ ଘରୋଇ ସିସିଟିଭି

ଭୁବନେଶ୍ବର: ସିସିଟିଭି ଜଗିବ ସହର । ପୋଲିସ ଚୋରଙ୍କୁ ଧରିବା ପାଇଁ ସିସିଟିଭି ଉପରେ ନଜର ଦେଉଛି । ଘରୋଇ ସିସିଟିଭି ସହ ଥାନା ର ଲିଙ୍କ ଯୋଡି ହେବ । ଚୋରି ହେଉ କି ହତ୍ୟା‌, ଛିନ୍‌ତାଇ ହେଉ କି ଗଣ୍ଡଗୋଳ; କୌଣସି ପ୍ରକାର ଅପରାଧ ଘଟାଇ ଅପରାଧୀ ଆଉ ସହଜରେ ଖସିପାରିବେ ନାହିଁ। ସହର…

ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ

ଏସିଆ କପର ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି ପାକିସ୍ତାନ । ପାକିସ୍ତାନ ଦ୍ବାରା ରଖାଯାଇଥିଲା ୩୪୩ ରନର ଟାର୍ଗେଟର ପିଛା କରିବାକୁ ଯାଇ ନେପାଳ  ଦଳ ୨୩.୪ ଓଭରରେ ୧୦୪ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ସୋମପାଲ କାମି ସର୍ବାଧିକ ୨୮ରନ…