ଗୋଠପାଟଣା-ଦାସପୁରରେ ପ୍ରତିଷ୍ଠା ହେବ ନୂଆ ସହର

ଭୁବନେଶ୍ୱର ଗୋଠପାଟଣା- ଦାସପୁରରେ ସୃଷ୍ଟି ହେବ ନିୟୁ ସିଟି । କେନ୍ଦ୍ର ସରକାର ଙ୍କ ଅନୁମୋଦନ ପରେ ଏଠାରେ କାର୍ଯ୍ୟ ଆରମ୍ଭ କରାଯିବ। ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ସର୍ବଭାରତୀୟ ସ୍ତରରେ ନୂଆ ସହର ଗଢି ତୋଳିବା ରେସରେ ବିଡିଏ ଆଗରେ ଅଛି । ୮୨୧ ଏକର ଜାଗାରେ ନିର୍ମାଣ…

ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍

ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍ । ସେହିଭଳି ଢେଙ୍କାନାଳ ମଗଜି, ଶିମିଳିପାଳ କାଈ ଚଟଣୀକୁ GI ଟ୍ୟାଗ ପ୍ରଦାନ କରାଯିବ । ଖଜୁରୀ ଗୁଡ଼, କୋରାପୁଟର କଳାଜିରା ଚାଉଳ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ଚାଦର-କପଡ଼ାଗଣ୍ଡାକୁ ମଧ୍ୟ GI ଟ୍ୟାଗ ମିଳିବ । ତେବେ ନୟାଗଡ କଣ୍ଟିଲୋ…

ଚଳିତ ମାସରୁ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଓଡ଼ିଶାରେ ଗଡ଼ିବାକୁ ଯାଉଛି ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଆସନ୍ତା ୩୦ ତାରିଖ ସୁଦ୍ଧା ପୁରୀ- ରାଉରକେଲା ମଧ୍ୟରେ ଏହି ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍‌ ଚାଲିବ। ସେପ୍‌ଟେମ୍ବର ଦ୍ବିତୀୟ ସପ୍ତାହରେ ପୁରୀ- ରାଉରକେଲା ମଧ୍ୟରେ ପରୀକ୍ଷାମୂଳକ ରନିଂ କରାଯିବ ବୋଲି ଜଣାପଡ଼ିଛି। ଆଜି…

ଆଜିର ରାଶିଫଳ

ମେଷ: ନୂଆ କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ସମସ୍ୟାର ସମାଧାନ ମିଳିବ। ବୃଷ: ଠିକ୍ ବିଚାର ବଳରେ କ୍ୟାରିୟରରେ ପରିବର୍ତ୍ତନ ଆଣିବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ବ୍ୟବସାୟରେ ସଫଳତା ଓ…

 ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି

ନୂଆ ଦିଲ୍ଲୀ:  ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି  । ତିନୋଟି ରିଜୋଲୁସନ ପାସ ହୋଇଛି । ୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠିତ ହୋଇଛି । ଇଣ୍ଡିଆ ମହାମେଣ୍ଟର ସମନ୍ବୟ ସମିତି ସେପ୍ଟେମ୍ବର ୩୦ ସୁଦ୍ଧା ସିଟ୍‌ ବଣ୍ଟନ ନେଇ ନିର୍ଣ୍ଣୟ ନେବେ  । ଏହି ପ୍ୟାନେଲରେ…

ନୌସେନାରେ ସାମିଲ ହେଲା ଯୁଦ୍ଧଜାହଜ ମହେନ୍ଦ୍ରଗିରି

ଆଜି ନୌସେନାରେ ସାମିଲ ହୋଇଛି ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ସର୍ବଶେଷ ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ ହେବା ପରେ ଭାରତର ଶକ୍ତି ବୃଦ୍ଧି ପାଇଛି । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକଡ଼ଙ୍କ ସହ ପତ୍ନୀ ସୁଦେଶ ଧନଖଡ଼ ଏହାକୁ…

ଓ୍ବାନ ନେସନ ଓ୍ବାନ ଇଲେକସନ ନୀତିକୁ ନେଇ କମିଟି ଗଠନ ପରେ ବିରୋଧୀଙ୍କ ଟାର୍ଗେଟ

ଦିଲ୍ଲୀ : ଓ୍ବାନ ନେସନ ଓ୍ବାନ ଇଲେକସନ ନୀତି ଲାଗୁ ହେବା ନେଇ ସାରା ଦେଶରେ ଏବେ ଚର୍ଚା ଜୋର ଧରିଛି । ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯିବା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ଲାଗି ଆଜି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ  ‘ଏକ…

ଯାଜପୁରରେ 5T ସଚିବଙ୍କ ପ୍ରତିଶ୍ରୁତି

ଯାଜପୁର ଗସ୍ତରେ ଯାଇ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ପହଞ୍ଚି ଲୋକଙ୍କ ଠାରୁ ନେଇଛନ୍ତି ଅଭିଯୋଗପତ୍ର । ସବୁ କଲେଜକୁ 5Tରେ ରୂପାନ୍ତର କରୁଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ…

ବିଶେଷ ଅଧିବେଶନରେ ଆସିବ ଏକ ନିର୍ବାଚନ ବିଲ୍

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଡକାଯାଉଛି । ତେବେ କଣ ପାଇଁ ଏହି ବିଶେଷ ଅଧିବେଶନ ଡକାଯାଉଛି ତାହା ଉପରେ ବିତର୍କ ଆରମ୍ଭ ହୋଇଯାଇଛି ।  ଆଗକୁ ନିର୍ବାଚନ ଆସୁଥିବାବେଳେ ମୋଦି ସରକାର ନୂଆ ଯୋଜନା ସହ କିଛି ଗୁରୁତ୍ବପୂର୍ଣ୍ଣ…

ଆଉ ମାତ୍ର ତିନି ଦିନ ପରେ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ

ଚନ୍ଦ୍ରପୃଷ୍ଠରେ ରାତି ହେବାକୁ ଆଉ ତିନି ଦିନ ବାକି ଅଛି । ସରି ସରି ଆସୁଛି ରୋଭର ପ୍ରଜ୍ଞାନର ଆୟୁସ  । ଆଉ ମାତ୍ର ତିନି ଦିନ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ ।  ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ଚାଲିଗଲେ ଅଚଳ ହୋଇଯିବ ପ୍ରଜ୍ଞାନ  ।  ଭିନ୍ନ ଟେକନିକ ଜରିଆରେ…