ଚନ୍ଦ୍ରରେ ଆସୁଛି ରାତି ବିକ୍ରମ ଏବଂ ପ୍ରଜ୍ଞାନ ରହିବେ ସ୍ଲିପ୍ ମୋଡରେ

ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ୧୦୦ ମିଟର ଦୂରତା ନିର୍ଦ୍ଧାରିତ କରିଛି ।  ଚନ୍ଦ୍ରରେ ସୂର୍ଯ୍ୟର ଆଲୋକ କମ ହେବା କାରଣରୁ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଉଭୟଙ୍କୁ ସ୍ଲିପ ମୋଡରେ ରଖିବା ନେଇ ପ୍ରସ୍ତୁତି କରୁଛି ।  ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏହାର ଘୋଷଣା କରିଛନ୍ତି…

ଜାଭଲିନ ହିରୋ କିଶୋର ଜେନାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  କିଶୋର ଜେନାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଥଲେଟଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଥଲେଟ କିଶୋର ଜେନାଙ୍କୁ ତାଙ୍କ ସଫଳତା ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ…

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ।  ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ବିଭିନ୍ନ ସମୟରେ ଭିନ୍ନ…

ବିରୋଧୀ ଏକାଠି ହେଲେ ବିଜେପି ପାଇଁ ଜିତିବା ଅସମ୍ଭବ ହେବ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ବିରୋଧୀ ଏକଜୁଟ ହେଲେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଜିତିବା ଅସମ୍ଭବ ହୋଇପଡ଼ିବ। ଆଗାମୀ ସାଧାରଣ ନିର୍ବାଚନରେ ଆଇଏନଡିଆଇଏ ବ୍ଲକ୍‌ ବିଜେପିକୁ ପରାସ୍ତ କରିବ ବୋଲି ସେ ନିଶ୍ଚିତ । ଶ୍ରୀ ଗାନ୍ଧି ମେଣ୍ଟର ନେତାମାନଙ୍କୁ ଧନ୍ୟବାଦ…

ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କୁ ସରକାର ଦେବେ ଜମିପଟ୍ଟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭିକେ ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ…

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା,ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ତିନି ଘଣ୍ଟା ପାଇଁ ଆଲର୍ଟ

ଟ୍ୱିନ୍ ସିଟିରେ ଭୟଙ୍କର ବର୍ଷା ଓ ବଜ୍ରପାତ । ୨୧ ମିନିଟରେ ୬ ହଜାର ୯୦୬ ଥର ମାରିଲା ବିଜୁଳି ଘଡ଼ଘଡ଼ି ।  ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି । ଯାତାୟତ ଠପ୍ । ଆସନ୍ତା ତିନି ଘଣ୍ଟା ପାଇଁ ଆଲର୍ଟ କଲା ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ…

କମର୍ସିଆଲ ଏଲ୍‌ପିଜି ୧୫୮ ଟଙ୍କା ଶସ୍ତା

ପୁଣି ଶସ୍ତା ହୋଇଛି ଏଲ୍‌ପିଜି  ।  କେନ୍ଦ୍ର ସରକାର ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରି ଦାମ କମାଇଛନ୍ତି ।  ସାଧାରଣ ଲୋକମାନେ ରୋଷେଇ ପାଇଁ ବ୍ୟବହାର କରୁଥିବା ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ୨୦୦ ଟଙ୍କା ହ୍ରାସ କରିବା ପରେ ଆଜି କମର୍ସିଆଲ୍ ଏଲ୍‌ପିଜି ଦାମ୍‌ ୧୫୮ ଟଙ୍କା…

ଭାରତ-ପାକିସ୍ତାନ ମୁକାବିଲା,ମ୍ୟାଚ ଅମିମାଂସିତ ଭାବେ ଶେଷ

ଶ୍ରୀଲଙ୍କାର ପାଲେକେଲେଠାରେ ଖେଳାଯାଉଥିବା ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଫଳରେ ଏହି ମହାମୁକାବିଲା ଦେଖିବାକୁ ଅନେକ ଦିନ ପୂର୍ବରୁ ଅପେକ୍ଷା କରିରହିଥିବା କ୍ରିକେଟପ୍ରେମୀ…

ସୂର୍ଯ୍ୟ ଅଭିଯାନରେ ‘ଆଦିତ୍ୟ ଏଲ୍‌ ୧’

ବେଙ୍ଗାଲୁରୁ: ସୂର୍ଯ୍ୟ ଅଭିଯାନରେ  ‘ଆଦିତ୍ୟ ଏଲ୍‌ ୧’ । ଆଗେଇ ଚାଲିଚି ‘ଆଦିତ୍ୟ ଏଲ୍‌ ୧’ । ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ଲଞ୍ଚ୍‌ ପ୍ୟାଡ୍‌ରୁ ‘ପିଏସ୍‌ଏଲ୍‌ଭି–ସି୫୭’ ରକେଟ୍‌ ଯୋଗେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍‌୧’…

ଶେଷହେଲା 5T ସଚିବଙ୍କ ବିକାଶ ସମୀକ୍ଷା

5T ସଚିବ କହିଛନ୍ତି, ବୁଲି ବୁଲି ଲୋକଙ୍କଠୁ ଅଭିଯୋଗ ଗ୍ରହଣ କରିବାକୁ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରୀରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ କୋରେଇ ମାଟିରେ ଶେଷ ହୋଇଛି । ଆସନ୍ତା ସପ୍ତାହେ ଭିତରେ ମୁଖ୍ୟମନ୍ତ୍ରୀ କୋରେଇ ମାଟିର ବିକାଶ ପାଇଁ ଖୁସି ଖବର ଦେବେ ।…