ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ  । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଦେଉଛନ୍ତି ତାଙ୍କ ଶୁଭଚିନ୍ତକ । ଆଜି ୭୮ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା କରିବାର ୨୬ ବର୍ଷ ଅତିକ୍ରମ କରିଥିବା…

ଗାଜା ଉପରେ ଇସ୍ରାଏଲ କରିବ ଜୋରଦାର ଆକ୍ରମଣ

ଗାଜା ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ ଆଜିଠୁ କରିବ। ଚାଲିଛି ଯୁଦ୍ଧକାଳୀନ ଏଭାକୁଏସନ । ନିରାପଦ ପଳାୟନ ଲାଗି ରୁଟ୍ ବି ପ୍ରସ୍ତୁତ ହୋଇଛି । ନାଗରିକଙ୍କୁ ଗାଜା ଷ୍ଟ୍ରିପ୍‌ ଛାଡ଼ିବାପାଇଁ ୨୪ ଘଣ୍ଟାର ସମୟ ଦେଇଥିବା ଇସ୍ରାଏଲ ସେନା  ଗାଜାରେ ଅନେକ ହମାସ୍‌ ପୋଷ୍ଟ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ…

ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ଦିନିକିଆ ବିଶ୍ବକପ କ୍ରିକେଟରେ ବଡ଼ ବିପର୍ଯ୍ୟୟ । ଡିଫେଣ୍ଡିଂ ଚାମ୍ପିଅନକୁ ହରାଇଲା ଆଫଗାନିସ୍ତାନ ।  ଇଂଲଣ୍ଡ ବିପକ୍ଷ ମୁକାବିଲାକୁ ୬୯ ରନରେ ଜିତି ଚଳିତ ବିଶ୍ବକପରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୮୪ରନର ବଡ଼ ସ୍କୋର କରି ଅଲଆଉଟ…

ଖୁଚୁରା ବ୍ୟବସାୟୀ ମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା, ଦିଆଯିବ ୧୪ ଘଣ୍ଟାର ପ୍ରଶିକ୍ଷଣ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ(ଏନଏସଡିସି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।ଏହି…

ଚୀନା ଲୋନ ଆପ୍ ଲୁଟିନେଲେ ୧୫୦ କୋଟି

ନୂଆଦିଲ୍ଲୀ: ଚୀନା ଲୋନ ଆପ୍ ଲୁଟିନେଲେ ୧୫୦ କୋଟି ଟଙ୍କା । ଆପ ମାଧ୍ୟମରେ ଲୋକଙ୍କୁ ଭଣ୍ଡାଇ ଚୀନ ଆପ ଠକି ଚାଲିଥିଲା । ଏବେ ଇଡି ଏହି ଆପକୁ ବ୍ୟାନ କରିଛି । ସହଜରେ ଅଧିକ ରିଟର୍ଣ୍ଣ ମିଳିବା ଏବଂ ସହଜରେ ଲୋନ ମିଳିବା ଲୋଭ ଦେଖାଇ ଆପ ମାଧ୍ୟମରେ ଟଙ୍କା ଠକିନେଉଥିଲା ଚୀନ କଂପାନି ।  ଅଧିକ…

ବିଜେଡି କି କଂଗ୍ରେସରୁ ଲଢ଼ିବେ ସମରେନ୍ଦ୍ର! ନିର୍ବାଚନ ଲଢ଼ିବେ ନାହିଁ ନରସିଂହ ମିଶ୍ର

ଭୁବନେଶ୍ବର: ଯାହା ଚର୍ଚା ହେଉଥିଲା ତାହା ସତ୍ୟ ହୋଇଛି । ଆଗାମୀ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରେ ତାଙ୍କ ପୁଅ ସମରେନ୍ଦ୍ର ବିଜେଡି କି କଂଗ୍ରେସରୁ ନିର୍ବାଚନ ଲଢ଼ିବେ ତାକୁ ନେଇ ଚର୍ଚା ଜୋର ଧରିଛି ।  । ୨୦୨୪ ସାଧାରଣ…

ଛିନ୍ଦଓ୍ବାଡାରୁ ଲଢ଼ିବେ କମଲନାଥ

ନୂଆଦିଲ୍ଲୀ:   ୩ଟି ରାଜ୍ୟ ପାଇଁ ପ୍ରାର୍ଥୀ  ଘୋଷଣା କଲା କଂଗ୍ରେସ । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ  ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଛିନ୍ଦଓ୍ବାଡ଼ାରୁ ମୈଦାନକୁ ଓହ୍ଲାଇବେ ବୋଲି…

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ  । ସୋମବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଥିବା ବେଳେ ଏଥର ମଧ୍ୟ  ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡିଛି  । ଗତ ମାସରେ ନବୀନଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବାରୁ ସେ ଜନ୍ମଦିନ ପାଳନ…