ଆଜିଠୁ ଶକ୍ତିପୀଠରେ ନବରାତ୍ର ପୂଜା

ଆଜିଠୁ ଶକ୍ତିପୀଠରେ ଆରମ୍ଭ ହେଉଛି ନବରାତ୍ର ପୂଜା । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ ବିଭିନ୍ନ ଶକ୍ତିପୀଠ । ଶାରଦୀୟ ଦୁର୍ଗାପୂଜା ଅବସରରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା । ଆଜିଠାରୁ ମା  ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି  । ନବରାତ୍ର ପୂଜା ଦୃଷ୍ଚିରୁ ମାଆଙ୍କ ପୀଠରେ ଅଧିକ ଭକ୍ତଙ୍କ…

ଚତୁର୍ଥ ପର୍ଯ୍ୟାୟରେ ଭାରତ ଫେରିଲେ ୨୭୪

ନୂୂଆଦିଲ୍ଲୀ: ଯୁଦ୍ଧ ବିଭୀଷିକାରେ ଇସ୍ରାଏଲରେ ଫସି ରହିଛନ୍ତି ୧୮ ହଜାର ଭାରତୀୟ । ଭାରତୀୟଙ୍କୁ ସୁରକ୍ଷିତ ଯୁଦ୍ଧଭୁମିରୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବାକୁ ଚାଲିଛି ଅପରେସନ ଅଜୟ । ଏହି କ୍ରମରେ ଚତୁର୍ଥ ପର୍ଯ୍ୟାୟରେ ଫେରିଛନ୍ତି ୨୭୪ ଭାରତୀୟ । ଭାରତୀୟ ବାୟୁସେନା ଯୁଦ୍ଧକାଳୀନ ଭିତ୍ତିରେ…

ଆଜିର ରାଶିଫଳ

ମେଷ: ଛୋଟ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ। ‌ ବୃଷ: ଦିନଟି ଅପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବହୁରାଷ୍ଟ୍ରୀୟ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିବ। ନିଜର ବଜେଟ…

୬୦ ଟଙ୍କାରେ ଭାରତ ବୁଟ ଡାଲି

ଭୁବନେଶ୍ବର:୬୦ ଟଙ୍କାରେ ଭାରତ ବୁଟ ଡାଲି ମିଳିବ ।  ୧୪୦ ଟଙ୍କାରେ ପହଞ୍ଚିଛି ବୁଟ ଡାଲିର ଦର। ଏଥିପାଇଁ ରାଜ୍ୟର ୭ଟି ସହରରେ ନାଫେଡ୍‌ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ି ଜରିଆରେ ୬୦ ଟଙ୍କାରେ ଭାରତ ବୁଟ ଡାଲି ବିକ୍ରି କରାଯାଉଛି। ଆଗାମୀ ଦିନରେ ଅଧିକରୁ ଅଧିକ ଗ୍ରାହକ ଏହାର ଲାଭ ନେବା ପାଇଁ…

ହମାସ୍‌ ପୋଷ୍ଟ୍‌ ଉପରେ ଇସ୍ରାଏଲ ସ୍ଥଳସେନାର ପ୍ରଚଣ୍ଡ ଆକ୍ରମଣ

ତେଲ୍‌ ଅଭିଭ୍‌: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆତଙ୍କବାଦୀ ସଂଗଠନ  ହମାସ୍‌କୁ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି। ଗାଜାରେ ଇସ୍ରାଏଲ ସ୍ଥଳସେନା ପ୍ରବେଶ କରିଥିବା ବେଳେ ନେତାନ୍ୟାହୁ କହିଛନ୍ତି, ଆମର ଶତ୍ରୁମାନେ ଏବେ ମୂଲ୍ୟ ଦେବେ।  ଆମେ କେବେ ବି କ୍ଷମା କରିବୁନି।…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ବିଜେଡିର ସମାଲୋଚନା

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠଗଡ଼ରେ ରଖିଥିବା ଏକ ବୟାନକୁ କାଉଣ୍ଟର କରିବା ସହିତ ତାଙ୍କ ଅଭିଭାଷଣକୁ ମିଛ କହିଛି ବିଜେଡି। ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା ବୋଲି ଧର୍ମେନ୍ଦ୍ର କହିଥିଲେ । ଯାହାକି…

ପାକିସ୍ତାନକୁ ୭ ଉଇକେଟରେ ହରାଇ ଜିତିଲା ଭାରତ

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି ।  ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂରେ ଭାରତ ବିଜୟୀ ହୋଇଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ…

ଭାରତ ଆଗରେ ପାକିସ୍ତାନ ରଖିଲା ୧୯୨ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ: ପ୍ରଥମରୁ ଭଲ ଖେଳିଥିବା ପାକିସ୍ତାନ ଶେଷରେ ବଡ଼ ସ୍କୋର କରିପାରିନାହିଁ ।  ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ୧୯୧ ରନରେ ଅଲଆଉଟ ହେଲା ପାକିସ୍ତାନ ଟିମ୍ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଏବଂ…