ନେପାଳରେ ଭୂକମ୍ପ: ୧୫୭ ମୃତ

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ଭୂକମ୍ପରେ ୧୫୭ ଜଣଙ୍କ ମୃତ୍ୟୁ ହୋଇଛି ।  ଆହୁରି ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଭୂକମ୍ପର କେନ୍ଦ୍ରସ୍ଥଳଠାରୁ ୫୫୦ କିମି ଦୂର ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ବିହାର ସମେତ ସମଗ୍ର ଉତ୍ତର ଭାରତରେ ଶକ୍ତ ଝଟ୍‌କା ଅନୁଭୂତ…

ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର

ସରକାର  ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି । ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ପିଆଜର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ଆଉ ଅନ୍ୟ ପଦକ୍ଷେପ ଆରମ୍ଭ ହୋଇଛି, ଯେମିତିକି ୨୯ ଅକ୍ଟୋବର,…

୨୧ ତାରିଖରୁ ବିଧାନସଭାର ଶୀତକାଳିନ ଅଧିବେଶନ

ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ । ଦିନ ୧୧ଟାରେ ଆରମ୍ଭ ହେବ ଶୀତକାଳିନ ଅଧିବେଶନ । ଶୀତକାଳିନ ଅଧିବେଶନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ବିଧାନସଭା ସଚିବ । ତେବେ ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୩୦…

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ୩୩ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ଅହମଦାବାଦ:  ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୩୩ ରନ୍‌ରେ ପରାସ୍ତ କରିଛି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୨୮୭ ରନ୍‌ର ବ୍ୟାଟିଂ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୮.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୫୩ ରନ୍‌ରେ ଅଟକି ଯାଇଛି। ଏହି ମୁକାବିଲାରେ ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ…

ଆଜିର ରାଶିଫଳ

ମେଷ: ଜମିରେ ନିବେଶ ପାଇଁ ଭଲ ଦିନଟିଏ। ଚାକିରି ଖୋଜୁଥିବା ମହିଳାମାନେ ଭଲ ଖବର ପାଇବେ। ଘରେ କୌଣସି ଧାର୍ମିକ ଆୟୋଜନର ପ୍ରସ୍ତୁତି ହୋଇପାରେ। ବୃଷ: ଚାକିରିଆଙ୍କର ଅଫିସ କାମରେ ଯାତ୍ରା ଯୋଗ ଅଛି। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ପ୍ରେମୀଯୁଗଳ ସମ୍ବନ୍ଧକୁ ମଜଭୁତ କରିବା…

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବା ନେଇ ଏଏସଆଇକୁ ଅନୁମତି ଦିଆଯାଇଛି। ଆସନ୍ତା ୨୮ ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ନାୟକ

ଭୁବନେଶ୍ବର: ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ  ଫିଲ୍ମ ପ୍ରଯୋଜକ ସଂଜୟ ନାୟକ ଗିରଫ ହେବା ପରେ  ଜେଲ ଯିବାକୁ ପଡ଼ିଛି। ଭୁବନେଶ୍ବର ଏସ୍‌ଜିଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ ନାୟକଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହି ସମୟ…

ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ଏୟାରବେସରେ ଅନେକ ଲଢୁଆ ବିମାନ ଧ୍ୱଂସ

ଲାହୋର: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ମିଆଁୱାଲି ଏୟାରବେସରେ 5ଟି ଯୁଦ୍ଧ ବିମାନ ନଷ୍ଟ ହୋଇଛି ।  ଗତକାଲି ବିଳମ୍ବିତ ରାତିରେ କିଛି ଆତଙ୍କବାଦୀ ପ୍ରବେଶ କରି ଗୁଳି ଚଳାଇବା ସହ ବିମାନରେ ନିଆଁ ଲଗାଇଦେଇଥିଲେ । ଯାହା ଫଳରେ କିଛି ବିମାନ ସହ ଡ୍ରୋନ ମଧ୍ୟ ନଷ୍ଟ…