ନୟନତାରା ଆଉ ହିନ୍ଦୀ ସିନେମାରେ କରିବେ ନାହିଁ କାମ

ନୟନତାରା ଦକ୍ଷିଣୀ ସିନେମାର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ନୟନତାରା ବଲିଉଡ୍‌ ଚଳଚ୍ଚିତ୍ର ‘ଯବାନ’ ଜରିଆରେ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ। ଏହି ସିନେମାରେ ସେ ଶାହରୁଖ ଖାନଙ୍କ ପତ୍ନୀ ନର୍ମଦା ଭୂମିକାରେ ଅଭିନୟ କରିଥିଲେ। ନିକଟରେ ନୟନତାରାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଏହି…

ଇସ୍ରାଏଲ ଉପରେ ବିମାନ ଆକ୍ରମଣ

ତେଲ ଅଭିଭ୍ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ସେପଟେ ଶୁକ୍ରବାର ସନ୍ଧ୍ୟାରେ ଇସ୍ରାଏଲ ଉପରେ ପ୍ରଥମ ଥର ପାଇଁ ଅନ୍ୟ ଦେଶରୁ ବିମାନ ଆକ୍ରମଣ ହୋଇଛି । ଶୁକ୍ରବାର ରାତିରେ ଲେବାନନରୁ ୩ଟି ବିମାନ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିଥିଲା। ଗୋଟିଏକୁ ଆଇଡିଏଫର ବାୟୁ ପ୍ରତିରକ୍ଷା…

ଏଲ୍‌ଆଇସିର ନିଟ୍‌ ଲାଭ ୫୦ ପ୍ରତିଶତ ହ୍ରାସ ପାଇଲା

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନିଟ୍‌ ଲାଭ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ତ୍ରୈମାସିକରେ ୫୦ ପ୍ରତିଶତ ହ୍ରାସ ପାଇଛି। ସେପ୍ଟେମ୍ବର ୨୦୨୩ ତ୍ରୈମାସିକରେ ଏଲଆଇସିର ନିଟ୍‌ ଲାଭ ୫୦ ପ୍ରତିଶତ ହ୍ରାସ ପାଇ ୭,୯୨୫ କୋଟି ଟଙ୍କାରେ ପହଞ୍ଚିଛି। ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସି…

ଆଫଗାନିସ୍ତାନକୁ ୫ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ବକପର ୪୨ତମ ମ୍ୟାଚରେ ଆଫଗାନିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ପରାଜୟ ସହ ବିଶ୍ବକପରେ ଆଫଗାନିସ୍ତାନର ମୁକାବିଲା ଶେଷ ହୋଇଯାଇଛି । ସେମିରେ ପ୍ରବେଶ କରିପାରିନଥିଲେ ବି ଏହି ବିଶ୍ବକପରେ…

ବଙ୍ଗୋପସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଓଡ଼ିଶାକୁ ଆସୁଛି ବଡ ବର୍ଷା ! ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ। ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଲଘୁଚାପ ରୂପନେବା ସମ୍ଭାବନା ରହିଛି। ପ୍ରଭାବରେ ୧୬ତାରିଖରୁ ରାଜ୍ୟରେ…

ବିଏସ୍‌କେୱାଇରେ ସାମିଲ ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍‌ ସଂଖ୍ୟା ୭୬୫କୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିଏସକେୱାଇ ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପରସ୍ପେସାଲିଟି ବିଶ୍ଵସ୍ତରୀୟ ହସ୍ପିଟାଲ୍‌ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ବାସ୍ଥ୍ୟସେବା…

ଆମ ଓଡିଶା ନବୀନ ଓଡିଶା ଯାଜପୁରରେ ଉଦ୍‌ଯାପିତ

ଭୁବନେଶ୍ୱର: କେନ୍ଦୁଝରରୁ ଆରମ୍ଭ ହୋଇଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବାଣର ଶବ୍ଦ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦ୍‌ଯାପିତ ହୋଇଛି। ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ସମ୍ପୂର୍ଣ୍ଣ ହୋଇଛି କାର୍ଯ୍ୟକ୍ରମ। ୧ ମାସ ମଧ୍ୟରେ ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ଶେଷ…