ହମାସ୍‌ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ହମାସ୍‌ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ  । ଇସ୍ରାଏଲ ଉତ୍ତର ଗାଜାରେ ସ୍ଥଳ ଆକ୍ରମଣକୁ ଜୋରଦାର କରିବା ସହ ଆବାସିକ ଅଞ୍ଚଳରେ ବୋମାମାଡ଼ କରିବାରୁ ଗତ ୨୪ ଘଣ୍ଟାରେ ଲକ୍ଷାଧିକ ପାଲେଷ୍ଟାଇନ ନାଗରିକ ଦକ୍ଷିଣକୁ ପଳାୟନ କରିଛନ୍ତି।  ଉତ୍ତର ଗାଜାରେ ଦୈନିକ ୪ ଘଣ୍ଟା ଯୁଦ୍ଧବିରତି ପାଇଁ ଇସ୍ରାଏଲ…

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଉତ୍ସାହର ମାହୋଲ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଗାଁରୁ ସହର । ଏପଟେ ପୟାଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ପବିତ୍ର ଦୀପାବଳିର ଶୁଭେଚ୍ଛା ।…

ଆଜି ଅନ୍ତିମ ଲିଗ୍‌ରେ ଭାରତ- ନେଦରଲାଣ୍ଡ୍‌ସ

ବେଙ୍ଗାଲୁରୁ: ଭାରତୀୟ ଦଳ ଅନ୍ତିମ ଲିଗ୍ ମ୍ୟାଚ୍‌କୁ ହାଲକା ଭାବେ ନେବ ନାହିଁ। ଐତିହ୍ୟ ସମ୍ପନ୍ନ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ରବିବାର ଭାରତ ଖେଳିବ ୟୁରୋପର ନୂଆ ଉଦୀୟମାନ କ୍ରିକେଟ୍‌ ଶକ୍ତି ନେଦରଲାଣ୍ଡ୍‌ସ ସହିତ। ‘‘ଆମେ ଗୋଟିଏ ସମୟରେ ଗୋଟିଏ ମ୍ୟାଚ୍‌ କଥା ଚିନ୍ତା…

ଦୀପାବଳିରେ ଏଥର ଫୁଟିବ ସବୁଜ ବାଣ

ଭୁବନେଶ୍ବର: ଆଉ ଗୋଟେ ଦିନ ପରେ ଦୀପାବଳି  । ବାୟୁପ୍ରଦୂଷଣ ପାଇଁ ଏଥର ଫୁଟିବନି ପ୍ରଦୂଷଣଯୁକ୍ତ ବାଣ । 125 ଡେସିବେଲରୁ ଅଧିକ ଶବ୍ଦଯୁକ୍ତ ବାଣ ପ୍ରଦୂଷଣ କରିଥାଏ । ଏଥିପାଇଁ ତାଠୁ କମ ଶବ୍ଦଯୁକ୍ତ ବାଣ ଏଥର ଲୋକମାନେ ବ୍ୟବହାର କରିବାକୁ କୁହାଯାଇଛି ।  ସୁପ୍ରିମକୋର୍ଟଙ୍କ ବାଣ ବ୍ୟାନ ପାଇଁ…