Trending
- ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ
- ଦୀର୍ଘ ଦିନର ବିରତି ପରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ
- ଚଳଚଞ୍ଚଳ ରଥଖଳା,ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ
- ଚୁପଚାପ ଏକ୍ସ ବାୟୋ ବଦଳାଇଲେ ମମତା
- ବାଲିଅନ୍ତା ଭିଡ଼ ହତ୍ୟା , ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି
- ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍,ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ
- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
- CDS ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି
- ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ ,କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା
- ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲା,ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ
ଲୋକସଭାରୁ ଟିଏମ୍ସି ସାଂସଦ ମହୁଆ ମୈତ୍ର ବହିଷ୍କୃତ
ନୂଆଦିଲ୍ଲୀ : ‘ଟଙ୍କା ପାଇଁ ପ୍ରଶ୍ନ ପଚାରିବା’ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କୁ ଗୃହର ସଦସ୍ୟତାରୁ ବହିଷ୍କାର କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୋଇତ୍ରଙ୍କ ବହିଷ୍କାର ପାଇଁ ଏକ ପ୍ରସ୍ତାବ ଦେଇଥିଲେ, ଯାହାକୁ ଗୃହ ଭଏସ୍ ଭୋଟ୍ ଦ୍ୱାରା ଅନୁମୋଦନ…
ପାହାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ
ଭୁବନେଶ୍ବର : ପାହାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ସବୁଦିନ ପାଇଁ ସ୍ୱାମୀ ଦୁର୍ଘଟଣାରେ ଚାଲିଯାଇଥିବାରୁ ପତ୍ନୀଙ୍କ ଆଖିରୁ ଲୁହ ସରୁନି । ମାଆ କାନ୍ଦି କାନ୍ଦି ଆଖି ଲୁହ ଶୁଖୁନି। ପରିବାର ସହ ରହୁଥିଲେ ପ୍ରଭୁପଦ । ପରିବାର ରହୁଥିଲେ ପାହାଳ ନିକଟରେ । ପ୍ରଭୁପଦ ଜେନା…
5T ଅଧ୍ୟକ୍ଷଙ୍କୁ ଭେଟିଲେ ନବରଙ୍ଗପୁର ଜିଲ୍ଲାର ୩ ବିଧାୟକ
5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି ନବରଙ୍ଗପୁର ଜିଲ୍ଲାର ୩ ବିଧାୟକ ଓ ଏକାଧିକ ସଂଗଠନର କର୍ମକର୍ତ୍ତା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ପରେ, ଜିଲ୍ଲାରେ ବିକାଶର ନୂତନ ଯୁଗ ଆରମ୍ଭ ହୋଇଛି । ଏନେଇ ନବରଙ୍ଗପୁର ଜିଲ୍ଲା…
ଶୁକ୍ରବାର ଦିନ କଣ କରିବେ ନାହିଁ ?
ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ମା’ଲକ୍ଷ୍ମୀଙ୍କୁ ଖୁସି କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଧନର ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ସର୍ବୋତ୍ତମ ଦିନ ହେଉଛି ଗୁରୁବାର । କିନ୍ତୁ ଶୁକ୍ରବାର ଦିନ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଯେଉଁମାନେ ଶୁକ୍ରବାର ଦିନ…
ପରଲୋକରେ ଜୁନିୟର ମେହମୁଦ
ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଭେଟେରାନ ବଲିଉଡ ଅଭିନେତା ନଇମ ସୟିଦ ଆଉ ନାହାନ୍ତି । ଦର୍ଶକଙ୍କ ମଧ୍ୟରେ ‘ଜୁନିୟର ମେହମୁଦ’ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ଅଭିନେତା ଜଣଙ୍କ ଦୀର୍ଘଦିନ ଧରି କର୍କଟ ରୋଗ ସହ ଲଢ଼େଇ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।…
ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI
ଅନେକ ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଦୁଇଟି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆରବିଆଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ…
ବ୍ୟାଙ୍କ ଅଫ ବରୋଦାରେ ସିନିଅର ମ୍ୟାନେଜର ପଦବୀ ଖାଲି
ବ୍ୟାଙ୍କ ଅଫ ବରୋଦାରେ ଖାଲିପଡିଛି ମ୍ୟାନେଜର ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀ ବିଓବିର ଖାଲିପଡିଥିବା ପଦବୀ ପାଇଁ ଆବେଦନ କରନ୍ତୁ । ଏଠାରେ ସିନିଅର ମ୍ୟାନେଜର-ଏମଏସଏମଇ ରିଲେସନସିପ ଏବଂ ରେଗୁଲର ବେସିସରେ…
ଟେକ୍ନୋ ପକ୍ଷରୁ ଫାଣ୍ଟମ୍ ଭି ଫୋଲ୍ଡର ଫୋନର କମ୍ ଦାମରେ ସ୍ପେସାଲ ଅଫର୍
ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଟେକ୍ନୋ ପକ୍ଷରୁ ଫାଣ୍ଟମ୍ ଭି ଫୋଲ୍ଡର ଫୋନ୍ ଉପରେ ରହିତା ମୂଲ୍ୟ ଘୋଷଣା କରିଛି କମ୍ପାନୀ । ପୂର୍ବରୁ ଏହି ଫୋନ୍ ଦାମ୍ ୮୮ ହଜାର ୮୮୮ ଟଙ୍କା ଥିଲା । ତେବେ ସ୍ୱତନ୍ତ୍ର ଉତ୍ସବ ଅଫରରେ ସେହି ଦାମ୍ ୬୯ ହଜାର ୯୯୯ ଟଙ୍କାକୁ କମାଇ ଦିଆଯାଇଛି । ପ୍ରମୁଖ ଟେକ୍…
ନୌସୈନିକଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ
କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତର ୮ ଜଣ ପୂର୍ବତନ ନୌସୈନିକଙ୍କୁ ଭେଟିଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଏହି ମାମଲାରେ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଭାରତ ସରକାର ସମଗ୍ର ଘଟଣା ଉପରେ ନଜର ରଖିଛନ୍ତି। ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି।…