କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡିରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ସେନା କର୍ମଚାରୀଙ୍କ ମୃତ୍ୟୁ । କାଳିପଲ୍ଲୀ ଗାଁର ଜେ.ଡିଲେଶ୍ୱର ପାତ୍ର ଆର୍ମିରେ ଚାକିରି କରିଥିବା ବେଳେ ଗତ କିଛି ଦିନ ତଳେ ସେ ଗାଁକୁ ଛୁଟିରେ ଆସିଥିଲେ । ଗତ ୩ ତାରିଖ ଦିନ ଗୋପାଳପୁରରୁ ଖେଳ ଦେଖି ସେ ଘରକୁ ଫେରୁଥିବା…