ବର୍ଷା ସାଙ୍ଗକୁ ଶୀତ 

ବାତ୍ୟା ଆଣିଲା ଶୀତ । ବଦଳିଲା ପାଗ । ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତି ତାପମାତ୍ରା । ଆସନ୍ତା ୨ ଦିନ ଭିତରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହିତ ସାମାନ୍ୟ ବର୍ଷା ସାଙ୍ଗକୁ ଶୀତ…

ଶପଥ ନେବା ପରେ ପ୍ରଜା ଦରବାର କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ

ତେଲଙ୍ଗାନା : ଶପଥ ନେବା ପରେ ପ୍ରଜା ଦରବାର କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ । ଲୋକଙ୍କ ସମସ୍ୟା ଶୁଣିବା ସହ ସରକାର ଲୋକଙ୍କ ପାଇଁ କାମ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟରେ ଜନମଙ୍ଗଳ ସରକାର ଗଠନ ପାଇଁ ପ୍ରଜାଙ୍କ କଥା ଶୁଣିବାକୁ ସେ ପ୍ରାଥମିକତା ଦେଇ କାମ ଆରମ୍ଭ…

ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ମହମ୍ମଦ ସାମି

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଘୋଷଣା ହୋଇଛି ପ୍ଲେୟାର ଅଫ ଦ ମନ୍ଥ । ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରିଛି ଆଇସିସି । ଭାରତୀୟ ଦୃତ ବୋଲର ମହମ୍ମଦ ସାମିଙ୍କ ନାମକୁ ଘୋଷଣା କରାଯାଇଛି । ସାମିଙ୍କ ସହ  ଟ୍ରାଭିସ ହେଡ୍ ଏବଂ ମ୍ୟାକ୍ସଓ୍ବେଲ ମଧ୍ୟ ଏଥିରେ ରହିଛନ୍ତି । ନିକଟରେ…

ଆଜି ଶପଥ ନେବେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଡୁହୋମା

ମିଜୋରାମ : ଆଜି ଶପଥ ନେବେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଡୁହୋମା ।  ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ଆଜି ଶପଥ ଗ୍ରହଣ କରିବେ । ବିରାଟ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ…

ଆଜିର ରାଶିଫଳ

ମେଷ: ଠାକୁର ଦର୍ଶନ ପାଇଁ ଯିବେ। ନୂଆ ବେପାର କରିବାକୁ ଚାହୁଁଥିଲେ ଅଭିଜ୍ଞ ଲୋକଙ୍କ ପରାମର୍ଶ ନିଅନ୍ତୁ। ଅଫିସରେ କାମର ବୋଝ ଯୋଗୁଁ ଘରକୁ ଫେରିବାକୁ ଡେରି ହୋଇପାରେ। ବୃଷ: ନିଜ ଶକ୍ତିକୁ ଭଲ କାମରେ ଲଗାଇବେ। କଳାକାରଙ୍କୁ ଦକ୍ଷତା ପ୍ରଦର୍ଶନ ଲାଗି ସୁଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗ…

ହାର୍ଟ ଆଟାକ କ’ଣ! 

ବୟସ ବଢ଼ିବା ସହିତ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ିଥାଏ । ତେବେ କମ ବୟସରୁ ଏକ ସୁସ୍ଥ ଜୀବନଶଶୈଳୀ ଗ୍ରହଣ କରି ଏହି ରୋଗରୁ ଆପଣ ରକ୍ଷା ପାଇପାରିବେ । ପୂର୍ବ କାଳରେ ବୟସ୍କ ଏବଂ ବୃଦ୍ଧମାନେ ହୃଦରୋଗ ତଥା ହୃଦଘାତର ଶିକାର ହୋଇଥିଲେ । କିନ୍ତୁ ସମୟ ବଦଳିବା ସହିତ ଯୁବକମାନଙ୍କ ମଧ୍ୟରେ ଏହି ରୋଗର…

ମୋତେ ଟି୨୦ ବିଶ୍ୱକପରେ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି

ବିଶ୍ୱକପ ୨୦୨୩ ପରେ ଭାରତୀୟ ଟିମର ପ୍ରଦର୍ଶନକୁ ରିଭ୍ୟୁ କରିବା ପରେ ବିସିସିଆଇ ଅଧିକାରୀ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ କଥାବାର୍ତ୍ତା ହୋଇଛି । ଏହି ବୈଠକରେ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡଙ୍କୁ ନେଇ ଆଲୋଚନା କରାଯାଇଥିଲା…

 ସଲମାନଙ୍କ ସହିତ ଡ୍ୟାନ୍ସ କଲେ ମମତା ବାନାର୍ଜୀ

ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସଲମାନ ଖାନ ଏବେ କୋଲକାତାରେ ଅଛନ୍ତି । ଏହା ସହ କୋଲକାତା ଇନ୍‌ଣ୍ଟରନେସନାଲ ଫିଲ୍ମ ଫେଷ୍ଟିବାଲ ୨୦୨୩ରେ ସଲମାନ ଖାନ ଗେଷ୍ଟ ଭାବେ ଯୋଗ ଦେଇଛନ୍ତି । ଏହି KIFF ୨୦୨୩ରେ ଭାଇଜାନଙ୍କ ବ୍ୟତୀତ ପଶ୍ଚିମ ବଙ୍ଗଳାର CM ମମତା ବାନାର୍ଜୀ ଏବଂ ଟିମ୍‌ ଇଣ୍ଡିଆର ପୂର୍ବତନ…

କିମ ଜୋଙ୍ଗଙ୍କ ଆଖିରେ ଲୁହ ?

ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ ଉତ୍ତର କୋରିଆର ମହିଳାମାନଙ୍କୁ ଯଥାସମ୍ଭବ ସନ୍ତାନ ପ୍ରାପ୍ତ କରିବାକୁ ନିବେଦନ କରିଛନ୍ତି। ଯେତେବେଳେ ସେ ଏ ବିଷୟରେ ଆବେଦନ କରୁଥିଲେ, ତାଙ୍କ ଆଖିରୁ ଲୁହ ଦେଖିବାକୁ ମିଳିଥିଲା | କିମ ଜୋଙ୍ଗଙ୍କ ଆଖିରେ ଲୁହ ଆସିଥିଲା ​​ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ…