ଛାତ୍ରଛାତ୍ରୀଙ୍କୁ ବିମାନ ଟିକେଟରେ ମିଳିପାରିବ ରିହାତି

ବର୍ତ୍ତମାନ ସମସ୍ତ ଭାରତୀୟ ବିମାନ କମ୍ପାନୀ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ଛାତ୍ରଛାତ୍ରୀମାନଙ୍କୁ ବିମାନ ଭଡା ରିହାତି ପ୍ରଦାନ କରୁଛନ୍ତି ।ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ରିହାତି ଏୟାରଲାଇନ୍ ଅନୁଯାୟୀ ଅଲଗା ଅଲଗା ହୋଇଥାଏ, ଯେପରି ଇଣ୍ଡିଗୋ ଏୟାରଲାଇନ୍ ଛାତ୍ରଛାତ୍ରୀମାନଙ୍କୁ ବିମାନ ଭଡା…

ଶୀଘ୍ର ଥକି ଯାଉଛନ୍ତି କି ? 

ଅନେକ ସମୟରେ ଲୋକମାନେ ସକାଳୁ ଉଠି ମର୍ଣ୍ଣିଂୱାକ୍ ଯିବା ପାଇଁ ପସନ୍ଦ କରିଥାନ୍ତି । ସକାଳର ସତେଜ ବାତାବରଣରେ କିଛି ସମୟ ବିତାଇବା ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଅଧିକାଂଶ ସମୟରେ ବୟସ ଯୋଗୁଁ ବା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟ ଯୋଗୁଁ ବ୍ୟକ୍ତି ଅଧିକ…

ଆଫଗାନିସ୍ତାନ ଭୂକମ୍ପ

ଆଫଗାନିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେ ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ଭୂକମ୍ପ ବିଷୟରେ ସୂଚନା ଦେଇଛି । ଆଜି ସକାଳ ୭.୩୫ ରେ ଏହି ଭୂକମ୍ପ ଘଟିଛି । ବର୍ତ୍ତମାନ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି…

ଭୁବନେଶ୍ୱରରେ ଉଦଘାଟିତ ହେଲା EY ଟେକ୍ନୋଲୋଜି ହବ୍

ଆଜି ଭୁବନେଶ୍ୱର ସ୍ଥିତ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ EY ଟେକ୍ନୋଲୋଜି ହବ୍ ଉଦଘାଟନ କରାଯାଇଛି। ଯାହାକୁ ନେଇ ଯୁବ ବର୍ଗଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ରାଜ୍ୟର ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି…

ଆଜି ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା

କେପ୍ ଟାଉନ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି । ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥର ସେଣ୍ଟ ଜଜ ପାର୍କରେ ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳ ଆରମ୍ଭ ହେବ । ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି । ରୋହିତ ଶର୍ମା ଓ ବିରାଟ…

ଏସ୍‌ବିଆଇ ଏଟିଏମ୍‌ରୁ ସାଢ଼େ ୧୦.୫୯ ଲକ୍ଷ ଲୁଟ୍‌

ଭୁବନେଶ୍ବର: ଏସ୍‌ବିଆଇ ଏଟିଏମ୍‌ରୁ ସାଢ଼େ ୧୦.୫୯ ଲକ୍ଷ ଲୁଟ୍‌ । ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ବରସ୍ଥିତ ଶ୍ୟାମସୁନ୍ଦର ମଠ ନିକଟ ଏସ୍‌ବିଆଇ ଏଟିଏମ୍‌କୁ ଗ୍ୟାସ୍‌ କଟର୍‌ରେ କାଟି ଦୁର୍ବୃତ୍ତ ୧୦.୫୯ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ତେବେ ସେମାନଙ୍କ ଲୁଟ୍‌ ସମ୍ପର୍କରେ ପୁଲିସ କିମ୍ବା…

ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ। ଆଜି ସକାଳେ ସେ ଝାରପଡ଼ା ଜେଲରୁ ବାହାରିଛନ୍ତି। ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଝାରପଡ଼ା ଜେଲକୁ ଆସିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପୂର୍ବରୁ ନୟାପଲ୍ଲୀ ଓ…

ଆଜିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ। ନୂଆ ଦାୟିତ୍ବ ନେବାରେ ସଂକୋଚ କରିପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।‌ ବୃଷ: ଆପଣଙ୍କ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି। କୌଣସି କଥାକୁ ନେଇ ଭାବପ୍ରବଣ ହେବେ।…