ଟାଟା ଷ୍ଟିଲ ସହ ରାଜ୍ୟ ସରକାରଙ୍କ MoU
ଭୁବନେଶ୍ବର: ଟାଟା ଷ୍ଟିଲ ସହ ରାଜ୍ୟ ସରକାରଙ୍କ ତୀରନ୍ଦାଜ ଓ କ୍ଲାଇମ୍ବିଂ ସ୍ପୋର୍ଟ୍ସ ପାଇଁ MoU ସ୍ବାକ୍ଷରିତ କରାଯାଇଛି । ଦୁଇ ଅଲିମ୍ପିକ କ୍ରୀଡା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଟାଟା ତୀରନ୍ଦାଜ ଓ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଏକାଡେମୀ । ପରବର୍ତ୍ତୀ ପର୍ଯ୍ୟାୟରେ ତୃଣମୂଳସ୍ତରରେ ହେବ…