ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ

ଗୋପାଳପୁରରେ ବିଶ୍ୱର ପ୍ରଥମ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। CMOର ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଏସିଏମଇ ଗ୍ରୁପ୍ ଏବଂ ଜାପାନର ଆଇଏଚ୍ଆଇ କର୍ପୋରେସନ୍ ଦ୍ୱାରା…

କଂଗ୍ରେସ ସହ ମେଣ୍ଟ କରିବେନି ମମତା,କେଜ୍ରିୱାଲ

ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଂଗରେ କଂଗ୍ରେସ ସହ କୌଣସି ସ୍ଥିତିରେ ବି ମେଣ୍ଟ କରାଯିବ ନାହିଁ ବୋଲି ଆଜି ଘୋଷଣା କରିଥିବା ବେଳେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପଂଜାବରେ କଂଗ୍ରେସ ସହ ଦଳ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ମେଣ୍ଟର ଦୁଇ…

ଫିଲ୍ମ ‘ଓପେନହାଇମର୍’କୁ ମିଳିଲା ୧୩ଟି ନାମାଙ୍କନ

ଓସ୍କାର ନୋମିନେସନରେ ଓପେନହାଇମର ଓ ବାର୍ବି ଫିଲ୍ମକୁ ସର୍ବାଧିକ ନୋମିନେସନ ମିଳିଛି । ଓପେନହାଇମର ସର୍ବାଧିକ ୧୩ ଟି ନାମାଙ୍କନ ପାଇଥିବା ବେଳେ ଗ୍ରେଟା ଗେରୱିଗଙ୍କ ଚଳଚ୍ଚିତ୍ର ବାର୍ବି ୮ ଟି ନୋମିନେସନ ପାଇଛି। ସେହିପରି ପୁର ଥିଙ୍ଗ୍ସକୁ ୧୧ ଟି, ମାର୍ଟିନ୍ ସ୍କୋର୍ସେସିଙ୍କ ଫିଲ୍ମ କିଲର୍ସ…

ଆଜି ରାଷ୍ଟ୍ରୀୟ ମତଦାତା ଦିବସ

ଆଜି ରାଷ୍ଟ୍ରୀୟ ମତଦାତା ଦିବସ । ଏହି ଉପଲକ୍ଷେ ଆଜି ବିଜେପି ଯୁବମୋର୍ଚ୍ଚା ‘ନମୋ ନବ ମତଦାତା ସମ୍ମିଳନୀ’ ଆୟୋଜନ କରୁଛି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶର ୫ ହଜାର ସ୍ଥାନରେ ପ୍ରାୟ ୫୦ ଲକ୍ଷ ଯୁବା ଭୋଟର୍ସଙ୍କୁ ଭର୍ଚୁଆଲି ସମ୍ବୋଧିତ କରିବେ । ବିଜେପିର ଲକ୍ଷ୍ୟ ରହିଛି ଏହା…

OJEE ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ମାସ ୬ ତାରିଖରେ ଓଜେଇଇ ଅନୁଷ୍ଠିତ ହେବ । ମେ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ରାଜ୍ୟ ଭିତରେ ୩୦ଟି କେନ୍ଦ୍ରରେ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା…

ଦୁଇ ଦିନ ଅସ୍ତବ୍ୟସ୍ତ କରିବ କୁହୁଡ଼ି

ରାଜ୍ୟରେ ପାଗରେ ଦେଖିବାକୁ ପରିବର୍ତ୍ତନ । କିଛି ଦିନଧରି କୋହଲା ପାଗ ଲାଗି ରହିଥିବା ବେଳେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ହୋଇଛି । ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ । ହାଲୁକା…

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ। ଗୋଟିଏ ଦିନ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ। ଅଦିନିଆ ବର୍ଷା ଯୋଗୁଁ ଶିମିଳିପାଳ ବନ୍ଦ ନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। ଶିମିଳିପାଳରେ୧୦ଟି କଳା ମହାବଳ ରହିଥିବା ଖବର ସାମ୍ନାକୁ ଆସିଥିଲା। ରାଜ୍ୟସଭାରେ…

ବରଗଡ଼ ଧନୁଯାତ୍ରା: ଆଜି ମାମୁଁ କଂସଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ

ବରଗଡ଼ : ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରାରେ  ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ । ବରଗଡ଼ରେ ଦୀର୍ଘ ୧୧ ଦିନ ଚାଲିଆସୁଥିବା ଧନୁଯାତ୍ରାରେ ଆଜି ଅଭିନୀତ ହେବ କଂସ ବଦ୍ଧର ଦୃଶ୍ୟ ।ଏଥି ସହ କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ…

ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ

ଆଗକୁ ଲୋକସଭା  ନିର୍ବାଚନରେ କଂଗ୍ରେସ ସହ ଆପ୍‌ କୌଣସି ମେଣ୍ଟ କରିବନି। ଆମ୍‌ ଆଦମୀ ନିର୍ବାଚନ ଏକା ଲଢ଼ିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେପଟେ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବା…

ଆଜିର ରାଶିଫଳ

ମେଷ: ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ସାଙ୍ଗସାଥିମାନେ ସାହାଯ୍ୟ କରିବା ଫଳରେ ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ । ବୃଷ: ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା…