ICCର ବଡ଼ ଆକ୍ସନ

ଭାରତ ଏବଂ ବାଲାଂଦେଶ ମଧ୍ୟରେ ଅଣ୍ଡର- ୧୯ ବିଶ୍ୱକପ୍ ମ୍ୟାଚ ଖେଳାଯାଇଥିଲା । ଭାରତ ବିପକ୍ଷ ଏହି ମ୍ୟାଚ ସମୟରେ ବାଂଲାଦେଶ ବୋଲର ମାରୁଫ ମୃଧା ‘ଅପମାନଜନକ ଭାଷା’ର ବ୍ୟବହାର କରିଥିଲେ । ଏଥିପାଇଁ ଆଇସିସି ପକ୍ଷରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇସିସିର ଆଚାର…

ମୋବାଇଲ RAM ହୋଇଯିବ ଡବଲ!

ଅନଲାଇନ୍ ସପିଂ ଠାରୁ କାହାକୁ ଟଙ୍କା ପଠାଇବା ପର୍ଯ୍ୟନ୍ତ, ଆପଣ ନିଜ ଫୋନରୁ କେବଳ ଗୋଟିଏ କ୍ଲିକରେ ଖାଦ୍ୟ ଅର୍ଡର କରିପାରିବେ । ତଥାପି, ସମୟ ସହିତ ସ୍ମାର୍ଟଫୋନର କାର୍ଯ୍ୟଦକ୍ଷତା କମିବା ଆରମ୍ଭ କରେ । ଧିରେ ଧିରେ, ଫୋନରେ ଇନଷ୍ଟଲ ଥିବା ଆପଗୁଡ଼ିକ ସ୍ପେସ ନେବା ଆରମ୍ଭ କରେ ଯେଉଁଥିପାଇଁ ଫୋନ୍…

ଘରେ ଘରେ ଶଙ୍ଖ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାନୁଆରି ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଦିନ ଠାରୁ ଓଡ଼ିଶାର କୋଣ ଅନୁକୋଣରେ ପରିବାର ସମ୍ପର୍କ ଅଭିଯାନ ବା “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ ଶୁଭାରମ୍ଭ  ହୋଇଥିବା ବେଳେ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ…

ଚୀନ ଜାହାଜକୁ ସ୍ୱାଗତ କଲା ମାଳଦ୍ୱୀପ

ଚୀନର ଏକ ନୂଆ ଗୁଇନ୍ଦା ଜାହାଜ ଏବେ ମାଳଦ୍ୱୀପ ଆଡ଼କୁ ଅଗ୍ରସର ହେଉଛି । ମାଳଦ୍ୱୀପ ପକ୍ଷରୁ ଚୀନ ଜାହାଜକୁ ନେଇ ଚର୍ଚ୍ଚା ହେଉଥିବା ଖବର ସଠିକ ବୋଲି କୁହାଯାଇଛି । ମାଳଦ୍ୱୀପ କହିଛି ଯେ ସେ ଚୀନ ଜାହାଜକୁ ସ୍ୱାଗତ କରିବ । ମାଳଦ୍ୱୀପ ଏକ ବୟାନ ଜାରି କରି କହିଛି ଯେ, ସେ ବନ୍ଧୁରାଷ୍ଟ୍ରର…

କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ । ଏହାପୂର୍ବରୁ ଅଭ୍ୟାସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଗଡ଼ୁଥିବା ଦେଖିବାକୁ ମିଳିଛି । ବିକଶିତ ଭାରତକୁ ନେଇ ନିର୍ମିତ ଓଡ଼ିଶାର ପ୍ରଜ୍ଞାପନ ମେଢ ଚୂଡ଼ାନ୍ତ…

ଟ୍ବିନ୍‌ ସିଟିରେ ପ୍ରବଳ ବର୍ଷା

ରାଜ୍ୟରେ ଅନେକ ସ୍ଥାନରେ ସକାଳୁ ସକାଳୁ ଝିପି ଝିପି ବର୍ଷା ହୋଇଛି । ଉତ୍ତର ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇଛି ।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁଚାପ ବଳୟ ପ୍ରଭାବରେ…

୧୯.୭୨ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୧୯,୭୨,୨୪୮ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି। ୨୦୧୩-୧୪ରେ ହୋଇଥିବା ୭,୨୧,୬୦୪ କୋଟି ଟଙ୍କା ତୁଳନାରେ ଏହା ୧୭୩ ପ୍ରତିଶତ ଅଧିକ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସୂଚନା ଅନୁସାରେ ମୋଟ ଘରୋଇ ଉତ୍ପାଦକୁ ପ୍ରତ୍ୟକ୍ଷ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନର ଆଇଏଚ୍‌ଆଇ କର୍ପୋରେସନ ସିଇଓ

ଭୁବନେଶ୍ବର: ଏସିଏମ୍‌ଇ କ୍ଲିନ୍ ଏନର୍ଜି ଲିମିଟେଡ୍‌ ଜାପାନର ଆଇଏଚ୍‌ଆଇ କର୍ପୋରେସନ ସହ ମିଶି ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବା ପାଇଁ ଆଲୋଚନା କରିଛନ୍ତି। ଏଥିପାଇଁ ଉଭୟ କମ୍ପାନି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ…

ଓସ୍କାର ପୁରସ୍କାରରେ ସାମିଲ ହେଲା ଟୁ କିଲ୍ ଏ ଟାଇଗର

ନୂଆଦିଲ୍ଲୀ:  ଓସ୍କାର ୨୦୨୪ ପାଇଁ ନାମାଙ୍କନ ତାଲିକା ପ୍ରକାଶ ପାଇଛି | ଶ୍ରେଷ୍ଠ ଚଳଚ୍ଚିତ୍ରଠାରୁ ଶ୍ରେଷ୍ଠ ନିର୍ଦ୍ଦେଶକ ପର୍ଯ୍ୟନ୍ତ ଅନେକ ବର୍ଗରେ ନୋମିନେସନ ତାଲିକା ପ୍ରକାଶ ପାଇଛି | ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ପାଇଁ ୫ଟି ଚଳଚ୍ଚିତ୍ର ମନୋନୀତ ହୋଇଛି, ସେଥିମଧ୍ୟରୁ ଗୋଟିଏ…

ପ୍ରଥମ ଦିନରେ ଅଯୋଧ୍ୟାରେ 4 ଲକ୍ଷ ଭକ୍ତ ଦର୍ଶନ କଲେ ରାମଙ୍କୁ

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସୋମବାର ସମ୍ପନ୍ନ ହେବା ପରେ ମଙ୍ଗଳବାର ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରଥମ ଦିନ ଅପରାହ୍ନ ସୁଦ୍ଧା ପାଖାପାଖି ୩ ଲକ୍ଷ ଭକ୍ତ ରାମଲାଲାଙ୍କୁ ଦର୍ଶନ କରିଥିବାବେଳେ ଆହୁରି ବହୁ ଭକ୍ତ ଲାଇନରେ…