ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍‌ 

ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍‌ ଶୃଙ୍ଖଳା: କୋହଲି, ପୂଜାରା, ରାହାଣେଙ୍କ ବିନା ଖେଳିବ ଭାରତ Latestଖେଳ By Sambad Digital Last updated Jan 25, 2024  ସେୟାର ହାଇଦ୍ରାବାଦ: ଗୁରୁବାରଠୁ ଭାରତ-ଇଂଲଣ୍ଡ ମଧ୍ୟରେ…

ଆରମ୍ଭ ହେଲା ବଜେଟ ପ୍ରକ୍ରିୟା

ଆସନ୍ତା ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ।  କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବା ସମୟରେ ଏହାର ଉପସ୍ଥାପନା ପାଇଁ ଅନେକ ପରମ୍ପରା ଅନୁସରଣ କରାଯାଏ । ଏଥିମଧ୍ୟରୁ ଗୋଟିଏ ହେଉଛି ହାଲୱା ସମାରୋହ । ଚଳିତ ବର୍ଷ ହଲଓ୍ବା ଉତ୍ସବ ୨୪ ଜାନୁଆରିରେ…

ମାକ୍ରନଙ୍କୁ ମୋଦୀଙ୍କ ଭବ୍ୟ ସ୍ୱାଗତ ଯୋଜନା

୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ବାଗତ ପାଇଁ ଜୟପୁର ଓ ନୂଆଦିଲ୍ଲୀରେ ଭବ୍ୟ ଯୋଜନା କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟଅତିଥି ଭାବେ…

ସଜେଇ ହେଲାଣି ମା’ ସମଲେଇ

ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ମା’ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି ଲୋକାର୍ପଣ ଉତ୍ସବ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖକୁ ଛୁଟି…

ୟୁକ୍ରେନ ସୀମାରେ ଋଷ ବିମାନ ଦୁର୍ଘଟଣାଗ୍ରସ୍ତ

ଇଲିସୁନି-୭୬ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ନେଇ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଦେଇଛି ସୂଚନା । ୟୁକ୍ରେନୀୟ ବନ୍ଦୀଙ୍କୁ ନେଇ ବିମାନଟି ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ବନ୍ଦୀ ବଦଳ ପ୍ରକ୍ରିୟାରେ ବନ୍ଦୀଙ୍କୁ ନେଇ ବିମାନଟି ଯାଉଥିବା ବେଳେ ଦୁର୍ଘଟଣାର…

ବଦଳିଲେ ଟ୍ୱିନସିଟି କମିଶନର : ସଞ୍ଜୀବ ପଣ୍ଡା ହେଲେ ନୂଆ କମିଶନର

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଟ୍ୱିନସିଟିର ପୋଲିସ କମିସନର ଭାବେ ସଂଜୀବ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ମିଳିଛି । ସୌମେନ୍ଦ୍ର କୁମାର…

ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ନୂତନ କ୍ୟାମ୍ପସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ ହୋଇଛି । ଏହାକୁ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ସହ ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଥିଲେ…

ଶୀତଦିନେ ମଦ୍ୟପାନ କରୁଥିଲେ ହୋଇପାରେ ହୃଦରୋଗ

ଶୀତଦିନେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ଲୋକମାନେ ମଦ୍ୟପାନ କରନ୍ତି । ସେମାନଙ୍କ ମତରେ ମଦ୍ୟପାନ କରିବା ଦ୍ୱାରା ଶରୀର ଗରମ ହୋଇଥାଏ ଏବଂ ଏହିପରି ଶୀତରୁ ରକ୍ଷା ମିଳିଥାଏ । ବୋଧହୁଏ ଏହି ଚିନ୍ତାଧାରା ଯୋଗୁଁ ଗ୍ରୀଷ୍ମ ଅପେକ୍ଷା ଶୀତଦିନେ ଅଧିକ ମଦ୍ୟପାନ କରାଯାଏ । କିନ୍ତୁ ବିଶେଷଜ୍ଞଙ୍କ…

ଦ୍ୱାରଶୁଣି ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ, ୬ମୃତ, ୧୨ରୁ ଅଧିକ ଆହତ

ବାଙ୍ଗିରିପୋଷି : ଦ୍ୱାରଶୁଣି  ଘାଟିରୁ ଖସିଲା ଧଉଳି ଯାତ୍ରାପାର୍ଟି ଟ୍ରକ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।  ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ…

ୟୁଜର୍ସଙ୍କୁ ଖୁସି କଲା ଗୁଗୁଲ

ଗୁଗୁଲ୍ ଫଟୋଗୁଡ଼ିକର ଏହି ଫିଚର ଗତ ବର୍ଷ ନଭେମ୍ବରରେ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରାଯାଇଥିଲା। ଗୁଗୁଲ୍ ଫଟୋ ପାଇଁ ଏହି ନୂତନ ଫିଚରର ନାମ ହେଉଛି ଫଟୋ ଷ୍ଟାକ ଫିଚର, ଯାହା ଉପଭୋକ୍ତାମାନଙ୍କୁ ସେମାନଙ୍କ ଡିଭାଇସର ଗ୍ୟାଲେରୀକୁ ଏକ ଉତ୍ତମ ଉପାୟରେ ପରିଚାଳନା କରିବାର freedom ଦେବ।…