୩ ଦିନ ବନ୍ଦ ରହିବ ଶେୟାର ବଜାର

ଆଜି ସାରା ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ଦିନ ଷ୍ଟକ୍ ବଜାର ବନ୍ଦ ରହିବ । ଏହା ସହ ମଲ୍ଟି କମୋଡିଟି ମାର୍କେଟ ବି ଉଭୟ ଅଧିବେଶନ ପାଇଁ ବନ୍ଦ ରହିବ । ଆଜି ଗଣତନ୍ତ୍ର ଦିବସ, ଜାନୁଆରୀ ୨୭ ଓ ୨୮ ଶନିବାର ଓ ରବିବାର କାରଣରୁ ଶେୟାର ବଜାର ସୋମବାର ଖୋଲିବ । ତେବେ ଚଳିତ ବର୍ଷ ୫୨…

ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ

ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ନୂଆ ଦିଲ୍ଲୀର କର୍ତ୍ତବ୍ୟ ପଥ ପ୍ରଜ୍ଞାପନ ମେଢ ଧାଡ଼ି ଧାଡ଼ି ହୋଇ ଚାଲିଛି ।  ଏଥର ଦିଲ୍ଲୀରେ ବି ଦେଖିବାକୁ ମିଳିବ ଓଡ଼ିଶାର ମେଢ । ଇଣ୍ଡିଆଗେଟର କର୍ତ୍ତବ୍ୟ ପଥରେ ଏକ ବିଶାଳ ପରେଡ୍ ଦେଖିବାକୁ…

ବିଜେଡି କନିଆଁ ବି‌ଜେପି ବର: ବାହାଘର କରାଇଲା କଂଗ୍ରେସ

ଭୁବନେଶ୍ୱର: ବିଜେଡି କନିଆଁ ବି‌ଜେପି ବର: ବାହାଘର କରାଇଲା କଂଗ୍ରେସ । ମାଷ୍ଟରକ୍ୟାଣ୍ଟିନ୍‌ ଛକ କଂଗ୍ରେସ ଭବନ ସମ୍ମୁଖ‌ରେ  ବାହାଘରରେ ବିଜେପି ବର ଓ ବିଜେଡି କନ୍ୟା ସାଜିଥିଲା। ଛାତ୍ର କଂଗ୍ରେସର କର୍ମୀମାନେ ବରବେଶରେ ବଶିଥିଲେ । ନିମନ୍ତ୍ରଣ ପତ୍ର ମଧ୍ୟ ଆଗରୁ ବଣ୍ଟାଯାଇଥିଲା। ହିନ୍ଦୁ…

୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି…

ପଦ୍ମ ପୁରସ୍କାର ୨୦୨୪: ଓଡ଼ିଶାର ଏହି ୪ ଜଣ ପାଇଲେ ପଦ୍ମଶ୍ରୀ

ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତଥର ମୋଟ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତି କରାଯାଇଛି। ୫ ଜଣ ପଦ୍ମ ବିଭୂଷଣ, ୧୭ ଜଣ ପଦ୍ମଭୂଷଣ ଏବଂ ୧୧୦ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ। ୧୩୨ ଜଣଙ୍କ ମଧ୍ୟରେ ୩୦ ଜଣ ମହିଳା ସ୍ଥାନ ପାଇଥିବା ବେଳେ ୮ ଜଣ ବିଦେଶୀ ଏବଂ…

ଆସନ୍ତାକାଲି ଦେଶ ପାଳନ କରିବ ୭୫ତମ ଗଣତନ୍ତ୍ର ଦିବସ

ଆସନ୍ତାକାଲି ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବ। ପ୍ୟାରେଡ଼ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଆସନ୍ତାକାଲି ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିବାଦନ ଗ୍ରହଣ କରିବେ। ଏହି…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ପାଇଁ ଅଭିନନନ୍ଦନ ଜଣାଇ ସେ କହିଛନ୍ତି ଯେ, ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନର ସମୟ । ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି ।…

ଆପଣଙ୍କ ଭୋଟ ଦେଶର ଦିଗ ନିର୍ଣ୍ଣୟ କରିବ: ନୂତନ ଭୋଟରଙ୍କୁ ଏଭଳି କହିଲେ ମୋଦୀ

ନୂଆଦିଲ୍ଲୀ: ଆଜି ଭୋଟର ଦିବସ । ଏହି ଦିବସରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  କହିଛନ୍ତି ଯେ ନୂଆ ଭୋଟରମାନେ ବହୁ ସଂଖ୍ୟାରେ ଭୋଟ ଦେବା ଉଚିତ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି  ନୂତନ ଯୁବ ଭୋଟରଙ୍କୁ ଆକର୍ଷିତ କରିବାକୁ…

ପଶ୍ଚିମବଙ୍ଗରେ ପ୍ରବେଶ କଲା ଭାରତ ଯୋଡ ନ୍ୟାୟ ଯାତ୍ରା

କୋଲକାତା : ପଶ୍ଚିମବଙ୍ଗରେ ପ୍ରବେଶ କରିଛି ଭାରତ ଯୋଡ ନ୍ୟାୟ ଯାତ୍ରା ।  ଏହାପରେ ବିହାରରେ ପ୍ରବେଶ କରି ପରେ ଓଡ଼ିଶା ଆସିବ ।  ଆଜି ପଶ୍ଚିମବଙ୍ଗରେ ପ୍ରବେଶ କରିଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ଆସାମ-ପଶ୍ଚିମବଙ୍ଗ ସୀମା ଅନ୍ତର୍ଗତ ବକ୍ସିରହାଟ ଦେଇ କୁଚବେହାରରେ ପ୍ରବେଶ କରିବ…

କ୍ୟାନସରକୁ ଦୂର କରିବ ୨୦୦ ଟଙ୍କିଆ ଟିକା

ଭାରତରେ ଅନେକ ମହିଳାମାନଙ୍କ ଠାରେ ୟୁଟ୍ରେସ୍ କ୍ୟାନସର ହେଉଥିବା ସାମ୍ନାକୁ ଆସୁଛି । ଏହି କର୍କଟ ଗର୍ଭାଶୟରେ ହୁଏ ଏବଂ ମାନବ ପାପିଲୋମା ଭୂତାଣୁ ଦ୍ୱାରା ହୋଇଥାଏ । ଏହି ଭୂତାଣୁ ଗୁଡିକ ପେନାଇଲ କର୍କଟ, କର୍କଟ ଏବଂ ଓରୋଫାରିନକ୍ସ କର୍କଟ ସମେତ ସର୍ଭିକାଲ ଏବଂ ଅନ୍ୟାନ୍ୟ କର୍କଟ ସୃଷ୍ଟି…