ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଗସ୍ତ ଅବସରରେ ୩ଟି ସାଙ୍ଗଠାନିକ ଜିଲ୍ଲା ଯଥା ରାଉଲକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟ ଯାତ୍ରାର କାର୍ଯ୍ୟକ୍ରମ…

ଫର୍ମକୁ ଫେରିଲେ ଗିଲ୍

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିସ୍ଫୋରକ ଶତକ ହାସଲ କରି ଦଳରେ ନିଜ ସ୍ଥାନକୁ ସୁରକ୍ଷିତ ରଖିବାର ଆଶା ଉଜ୍ଜୀବିତ ରଖିଛନ୍ତି ଷ୍ଟାର ବ୍ୟାଟର । ତୃତୀୟ ଦିନରେ ଭାରତ ଲଗାତାର ୱିକେଟ ହରାଇବା ବେଳେ ଶୁଭମନ ଗୋଟିଏ ପକ୍ଷରେ ରହି ଏକ ଦମଦାର ଶତକ ହାସଲ କରିଛନ୍ତି । ଏହାସହ ନିଜ କ୍ୟାରିୟର…

କର୍କଟ ଓ ଯୋଗ

ଆଜି ବିଶ୍ୱ କର୍କଟ ଦିବସ, ଏହି ରୋଗ କାହାକୁ ବି ନିଜ ଶିକାର କୁ ନେଇ ପାରେ,ମହିଳାମାନେ କେତେକ ପ୍ରକାରର କର୍କଟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ଘଟୁଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ…

ଇମ୍ରାନ ଓ ତାଙ୍କ ପତ୍ନୀ ଙ୍କୁ ୭ବର୍ଷ ଜେଲ

ପାକିସ୍ତାନର ପୂର୍ଵତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଶଙ୍କଟ ରେ,ଫେବ୍ରୁଆରି ୮ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ଦଳର ପ୍ରତିଷ୍ଠାତାଙ୍କ ଇମ୍ରାନଙ୍କ ପାଇଁ ଅତି ଜଟିଳ ସ୍ଥିତି ଉପୁଜିଛି। ନିକଟରେ ଦୁଇଟି ମାମଲାରେ ତାଙ୍କୁ ଦଣ୍ଡାଦେଶ…

୨ଲକ୍ଷ ୬୦ହଜାର କୋଟିର ବଜେଟ୍

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ଲକ୍ଷ ୬୦ହଜାର କୋଟିର ବଜେଟ୍ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିରୁ ପ୍ରାୟ ୯୦ହଜାର କୋଟି ଟଙ୍କା ଅନ୍ତରୀଣ ବଜେଟ୍ ରହିଛି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ…

ବନ୍ଦ ହୋଇଯିବ 3G ସେବା! 

ଏୟାରଟେଲ ଓ ଜିଓ ପରେ ଏବେ ଭୋଡାଫୋନ୍-ଆଇଡିଆ ବି ଭାରତରେ 5G ସର୍ଭିସ ଲଞ୍ଚ କରିବାକୁ ଯାଉଛନ୍ତି । ଏହି କମ୍ପାନୀ ଆଗାମୀ ୬-୭ ମାସ ମଧ୍ୟରେ ଭାରତରେ 5G ସର୍ଭିସ ଲଞ୍ଚ କରିବା ପାଇଁ ଯୋଜନା କରୁଛନ୍ତି । 5G ରେସରେ ଭୋଡାଫୋନ-ଆଇଡିଆ ଆସିବା ପରେ ଜିଓ ଓ ଏୟାଟେଲକୁ କଡ଼ା ଟକ୍କର ମିଳିପାରେ ।…

ଆଜି ବିଶ୍ୱ କର୍କଟ ଦିବସ

ଆଜି ବିଶ୍ୱ କର୍କଟ ଦିବସ । ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନ୍‌ସର ଦିବସ ଭାବେ ପାଳନ କରାଯାଏ । ତେବେ ଚଳିତବର୍ଷ ବିଶ୍ୱ କ୍ୟାନ୍‌ସର ଦିବସର ବାର୍ତ୍ତା ରହିଛି ‘ଆଇ ଆମ୍‌ ଆଣ୍ଡ ଆଇ ଉଇଲ୍‌’। ଭୁଲ୍ ସୂଚନା ଏବଂ…

ଡେମୋକ୍ରାଟିକ୍ ପ୍ରାଇମେରି’ରେ ହେଲେ ବିଜୟୀ ବାଇଡେନ୍

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦକ୍ଷିଣ କାରୋଲିନାର ‘ଡେମୋକ୍ରାଟିକ୍ ପ୍ରାଇମେରି’ ବା ପ୍ରାରମ୍ଭିକ ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ନଭେମ୍ବରରେ ହେବାକୁ ଥିବା ‘ରିପବ୍ଲିକାନ୍’ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବେ ବୋଲି ବାଇଡେନ୍ କହିଛନ୍ତି ।ଆମେରିକା…

ଟ୍ୱିନ ସିଟିରେ ଘନକୁହୁଡ଼ି !

ଆଜି ଭୋରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ଟ୍ୱିନ ସିଟିରେ କୁହୁଡ଼ିର ପରିମାଣ ଖୁବ ଅଧିକ ରହିଥିବା ଅନୁମାନ କରାଯାଉଛି । ରାସ୍ତା ଠିକ ଭାବରେ ଦେଖା ଯାଉ ନଥିବା ବେଳେ ଯାତାୟତ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ତେବେ କଟକ ଭୁବନେଶ୍ୱରର କିଛି ଅଞ୍ଚଳରେ ଏହି ଘନକୁହୁଡ଼ି ପାଇଁ…

ସୀତା ସିାଗାରେଟ ଟାଣିବା ପରେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ୫ ଛାତ୍ର ଗିରଫ

ସୀତା ସିାଗାରେଟ ଟାଣିବା ପରେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ୫ ଛାତ୍ର ଗିରଫ  । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଷ୍ଟେଜ ଉପରେ ଜଣେ ପୁରୁଷ କଳାକାର ମା’ ସୀତାଙ୍କ ଭୂମିକାରେ ରହିଛନ୍ତି। ସେ ସିଗାରେଟ ଟାଣିବା ସହ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷା ପ୍ରୟୋଗ କରୁଛନ୍ତି।…