ଭାରତ ମହାସାଗରରେ ଦମ୍ ଦେଖାଇବା ବାହୁବଳୀ

ଆଜି କାର୍ଯ୍ୟକ୍ଷମ ହେବ ଆଇଏନଏସ ସନ୍ଧ୍ଯାକ । ବିଶାଖପାଟଣାସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଉନ୍ମୋଚନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଉତ୍ସବରେ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର, ଭାଇସ ଆଡମିରାଲ ରାଜେଶ ପେନ୍ଧାରକର ଓ ନୌସେନା ଅଧିକାରୀ ଏହି ଉତ୍ସବରେ ସାମିଲ ହେବେ ।…

ସେମିଫାଇନାଲରେ ଟିମ୍ ଇଣ୍ଡିଆ

ଆଇସିସି ୟୁ-୧୯ ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ନେପାଳକୁ ୧୩୨ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୬ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ସେମି ମୁକାବିଲା ହେବ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ…

ଆଜିଠୁ ଆରମ୍ଭ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଆଜିଠୁ ଆରମ୍ଭ ହେଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଧାନୀର ଜନତା ମଇଦାନରେ ହୋଇଛି ଆୟୋଜନ। ଯୋଗଦେବେ ବହୁ ଭାଷାବିତ୍‌ ଓ ଭାଷା ଗବେଷକ। ଓଡ଼ିଆ ଭାଷା କିପରି ଆଗକୁ ବଢ଼ିପାରିବ ଓ ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଭାଷା କିପରି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବଲପୁର IIMର ନୂଆ କ୍ୟାମ୍ପସର ଉଦ୍‌ଘାଟନ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବଲପୁର IIMର ନୂଆ କ୍ୟାମ୍ପସର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟମାନେ…

ଘାଣ୍ଟିବ ଘନ କୁହୁଡି !

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଘାଣ୍ଟିବ ଘନ କୁହୁଡି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା କାଲି ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର,…

ଜମି ବିବାଦରୁ ବଡ଼ ହତ୍ୟାକାଣ୍ଡ, ଗୋଟିଏ ପରିବାରର ୩ ମୃତ

ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଲକ୍ଷ୍ନୌର ମଲିହାବାଦ ଗ୍ରାମାଞ୍ଚଳରେ ଶୁକ୍ରବାର ଏକ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜମି ମାପିବା ସମୟରେ ଗୁଳି ମାଡ଼ ହୋଇଥିଲା, ଯେଉଁଥିରେ ଦମ୍ପତି ଓ ତାଙ୍କ…

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ଵର: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର…

ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ପରଲୋକ

ପୁଣମ ପାଣ୍ଡେଙ୍କ ପରଲୋକ । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର କୁ ନେଇ ବଲିଉଡ଼ରେ ଶୋକ ପ୍ରକାଶ ପାଇଛି । ମାତ୍ର ୩୨ ବର୍ଷ ବୟରେ ସର୍ଭାଇକଲ କ୍ୟାନସର ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।  ମଡେଲ-ଆକ୍ଟ୍ରେସ, ଇଣ୍ଟରନେଟ…

ଶପଥ ନେଲେ ଚମ୍ପାଇ ସୋରେନ୍‌

ଦୁଇ ଦିନ ଧରି ରାଜନୀତି ସରଗରମ ରହିବା ପରେ  ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଚମ୍ପାଇ ସୋରେନ୍‌ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ…

୫ମ ଥର ପାଇଁ ଇଡିରେ ହାଜର ହେଲେନି କେଜ୍‌ରିଓ୍ବାଲ, କହିଲେ ବେଆଇନ ଭାବେ ଡାକୁଛି ଇଡି

୫ମ ଥର ପାଇଁ ଇଡିରେ ହାଜର ହେଲେନି କେଜ୍‌ରିଓ୍ବାଲ । ଏପରିକି ଇଡି ଊପରେ ବର୍ଷିଛନ୍ତି ଆପ ନେତା । ଆପ ପକ୍ଷରୁ କୁହାଯାଇଛି ଇଡି ରାଜନୈତିକ ଉଦ୍ଦେଶ୍ୟ ରଖି ଡାକୁଛି ।   ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଇଡିରେ ହାଜର ହୋଇନାହାଁନ୍ତି। ଆମ ଆଦମୀ ପାର୍ଟି ଇଡି ସମନକୁ ବେଆଇନ ବୋଲି…