ଚିଲିରେ ଭୟାବହ ଅଗ୍ନିକାଣ୍ଡ

ଚିଲିର ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଯାଇଛି। ଅନେକ ଘର ଜଳି ଯାଇଛି। ଏହି ଭୟାନକ ପରିସ୍ଥିତି ଯୋଗୁଁ ଚିଲିରାଷ୍ଟ୍ରପତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରବିବାର କେନ୍ଦ୍ରୀୟ ଚିଲିରେ ନିଆଁ ଲାଗି ମୃତ୍ୟୁ ସଂଖ୍ୟା ଅତି କମରେ ୯୯ରେ ପହଞ୍ଚିଥିବା…

ଆଜିଠୁ ବିଧାନସଭା

ଆଜିଠୁ ୧୩ ଯାଏଁ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ। ଗୃହରେ ଅଭିଭାଷଣ ରଖିବେ ନୂଆ ରାଜ୍ୟପାଳ ରଘୁବର ଦାସ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ। ୮ ତାରିଖରେ ଉପସ୍ଥାପିତ ହେବ କାମଚଳା ବଜେଟ୍। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଗୃହ ବେଶ୍ ସରଗରମ ହେବା ନେଇ ଆଶଙ୍କା କରାଯାଉଛି। ନୂଆ…

ଦୁଇଦିନ ପର୍ଯ୍ୟନ୍ତ ଘାଣ୍ଟିବ ଘନ କୁହୁଡି

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଘାଣ୍ଟିବ ଘନ କୁହୁଡି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା କାଲି ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର,…

ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ

ଦ୍ବିତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ଜୟସ୍ବାଲଙ୍କ ଦ୍ବିତଶକୀୟ ପାଳି ବଳରେ ୩୯୬ ରନ କରିଥିଲା । ଇଂଲଣ୍ଡ ପ୍ରଥମ ପାଳିରେ ୨୫୩ ରନ କରିଥିଲା । ତେବେ ଦ୍ବିତୀୟ ପାଳିରେ ଭାରତ ୨୫୫ ରନ କରିଥିବାବେଳେ ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମ ଟେଷ୍ଟରେ ଭାରତ…

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କିଟ କ୍ୟାମ୍ପସରେ ଆୟୋଜିତ ‘ଓଡ଼ିଆ କବି ସମ୍ମିଳନୀ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କିଟ କ୍ୟାମ୍ପସରେ ଆୟୋଜିତ ‘ଓଡ଼ିଆ କବି ସମ୍ମିଳନୀ’ରେ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ 5T ଅଧ୍ୟକ୍ଷ କବିତା ମାଧ୍ୟମରେ କବିତାର ସଜ୍ଞା ଉପସ୍ଥାପନ କରିଥିଲେ ।…

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନ: ଭାଷାକୁ ନେଇ ଆମେ ଗର୍ବିତ

ଭୁବନେଶ୍ବର:  ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ଆଧୁନିକ ଓଡିଶାର ଉତ୍ପତ୍ତି, ଓଡ଼ିଆ ଭାଷା ଓ ମହିଳା ସଶକ୍ତି କରଣ, ଓଡ଼ିଶାର ପ୍ରତ୍ନତତ୍ତ୍ଵ, ଆଧୁନିକ ଭାଷା ସାହିତ୍ୟ, ସାମୁଦ୍ରିକ ଐତିହ୍ୟ ଓ ଓଡ଼ିଶାର…

ଓଡ଼ିଶାରେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଆରମ୍ଭ କଲା ଅନଲାଇନ ଆବେଦନ, ପ୍ରଗମନ୍ ଡଟ୍ ଇନ୍

କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ୍‌ ଆବେଦନ  । ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ସାମ୍ବାଦିକ ସମ୍ମିଳନୀରେ ୱେବସାଇଟକୁ ଲଞ୍ଚ କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର। ଆଜିଠାରୁ ୧୧ ଫେବ୍ରୁଆରୀ ଯାଏ ଆଶାୟୀମାନେ www.pragaman.in ରେ ଅନଲାଇନ୍‌ ଯୋଗେ…

ବଲ୍ ଜଳାଉ ଥିଲେ ସାବଧାନ!

ଆଧୁନିକ ଜୀବନଶୈଳୀରେ, ଆମମାନଙ୍କ ମଧ୍ୟରୁ ଅନେକ ଘରେ ବାସ କରନ୍ତି ଯେଉଁଠାରେ ପ୍ରାକୃତିକ ଆଲୋକର ଅଭାବ ଥାଏ।ଉଚ୍ଚ କୋଠା କିମ୍ବା ଛୋଟ ଝରକା ହେତୁ ଏହା ଆମ ଘରର ପରିବେଶକୁ ବହୁତ ପ୍ରଭାବିତ କରିଥାଏ। ଏହି କାରଣରୁ, ଅନେକ ଲୋକ ଦିନରାତି ବଲ୍ବ ଏବଂ ଟ୍ୟୁବ୍ ଲାଇଟ୍ ପରି କୃତ୍ରିମ ଲାଇଟ୍ ଲଗାଇ…

ମାଟ୍ରିକ୍ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା

ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛନ୍ତି ମାଟ୍ରିକ୍ ପରୀକ୍ଷା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର…

ଜେଲ୍ ଯିବେ ପୁନମ୍ ପାଣ୍ଡେ?

ପୁନମ୍ ପାଣ୍ଡେ ନିଜେ ଇନଷ୍ଟାଗ୍ରାମରେ ତାଙ୍କ ମୃତ୍ୟୁର ମିଥ୍ୟା ଖବର ସେୟାର କରି ପ୍ରଚାର କରିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ଲୋକମାନେ ସୋସିଆଲ ମିଡିଆରେ ବିରକ୍ତି ହୋଇଛନ୍ତି। ଏଭଳି ପରିସ୍ଥିତିରେ, ମିଥ୍ୟା ଖବର ପ୍ରସାରଣ ପାଇଁ ପୁନମ୍ ପାଣ୍ଡେଙ୍କ ବିରୋଧରେ…