ମାର୍ଚ୍ଚ ୩୦ରେ ମେରଟ ଆସିବେ ପ୍ରଧାନମନ୍ତ୍ରୀ

ଲୋକସଭା ନିର୍ବାଚନକୁ ନେଇ ବିଜେପି  ଜୋରଦାର ପ୍ରସ୍ତୁତି ଚାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ରାଲିର ଘୋଷଣା ମଧ୍ୟ ଆରମ୍ଭ ହୋଇଛି। ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେରଟରେ ଏକ ରାଲି କରିବେ ବୋଲି ଜଣାଯାଇଛି। ଏହା ଜରିଆରେ…

ଏଆଇ କେତେ ବିପଜ୍ଜନକ ତାହା ଦର୍ଶାଉଛି ରିପୋର୍ଟ

ରୋଜଗାର ପାଇଁ ଏଆଇ ଟେକ୍ନୋଲୋଜି କେତେ ବଡ଼ ସଙ୍କଟ ହୋଇପାରେ ସେ ବିଷୟରେ ପ୍ରତିଦିନ ଖବର ଆସେ ।ଏହା ଲୋକଙ୍କ ଚାକିରି ଖାଇପାରେ । ସେହିଭଳି ଏକ ରିପୋର୍ଟ ବାହାରକୁ ଆସିଛି ଯେଉଁଥିରେ ଦାବି କରାଯାଇଛି ଯେ ଆଗାମୀ ଦିନରେ ସରକାରୀ କ୍ଷେତ୍ରର ୮୪ ପ୍ରତିଶତ ଚାକିରି ଏଆଇ ଶେଷ କରିପାରେ ।ଆଲାନ୍ ଟୁରିଂ…

ଖରାଦିନେ ଖାଆନ୍ତୁ ନାହିଁ ଏହି ୫ ଖାଦ୍ୟ

ଦିନକୁ ଦିନ ଖରା ଯେତିକି ବଢୁଛି, ଲୋକଙ୍କ ଚିନ୍ତା ମଧ୍ୟ ସେତିକି ବଢୁଛି। ତେବେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଗ୍ରୀଷ୍ମ ଋତୁରେ ଲୋକେ କଣ ଖାଇବେ, କ’ଣ ନ ଖାଇବେ ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ଏପରି ପରିସ୍ଥିତିରେ ଗ୍ରୀଷ୍ମ ଋତୁରେ କିଛି ଖାଦ୍ୟ ପଦାର୍ଥକୁ ଏଡାଇବା ଉଚିତ୍, ଏହା ଆପଣଙ୍କ…

ପରିବାର ସହ ହୋଲି ଖେଳିଲେ ଐଶ୍ୱର୍ଯ୍ୟା ଓ ଅଭିଷେକ

ରଂଗର ପର୍ବ ହୋଲି ପାଇଁ ସମସ୍ତେ ଉତ୍ସାହିତ । ବଲିଉଡ଼ ସେଲିବ୍ରିଟିମାନେ ମଧ୍ୟ ହୋଲିର ମଜା ନେଇଥିଲେ । ଏଥିମଧ୍ୟରେ ବଚ୍ଚନ ପରିବାରରେ ହୋଲିର ଧୁମ୍ ଦେଖିବାକୁ ମଳିଛି । ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ଏବଂ ବଚ୍ଚନ ପରିବାର ମଧ୍ୟରେ ମନମାଳିନ୍ୟକୁ ନେଇ ଗୁଜବ ଜୋର ଧରିଥିଲା । କିନ୍ତୁ ସମସ୍ତ ଗୁଜବକୁ…

ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସରେ ଭାରତ ପରାସ୍ତ

ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସରେ ଭାରତ ପରାସ୍ତ ହୋଇଛି । ଆସାମର ଗ୍ୱାହାଟୀର ଇନ୍ଦିରା ଗାନ୍ଧି ଆଥଲେଟିକ୍ସ ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲାରେ ଭାରତୀୟ ଅଧିନାୟକ ସୁନିଲ ଛେତ୍ରୀଙ୍କ ୧୫୦ତମ ମ୍ୟାଚରେ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟକା । ପ୍ରତିପକ୍ଷ ଆଫଗାନିସ୍ତାନ ୨-୧ ଗୋଲରେ…

ଗୋପାଳପୁର ବନ୍ଦର କିଣିବେ ଗୌତମ

ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଆଦାନୀ ପୋର୍ଟସ୍ ଓଡିଶାର ଗୋପାଳପୁର ବନ୍ଦର କିଣିବାକୁ ପ୍ରସ୍ତୁତ ହୋଇଛି। ଏହି ବନ୍ଦରର ୫୬ ପ୍ରତିଶତ ଅଂଶ ରିଅଲ୍ ଇଷ୍ଟେଟ୍ ଗ୍ରୁପ୍ ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍ ପାଖରେ ଅଛି | ଯାହାକୁ ଆଦାନୀ ବନ୍ଦର କିଣିବାକୁ ଯାଉଛି | ଏହା ବ୍ୟତୀତ ଓଡ଼ିଶା ଷ୍ଟିଭେଡୋରସରୁ…

ବେଙ୍ଗାଲୁରୁରେ ଜଳ ପାଇଁ ହାହାକାର

ବେଙ୍ଗାଲୁରୁରେ ଜଳ ସମସ୍ୟା ବହୁ ପରିମାଣରେ ବଢିଯାଇଛି । ଏଠାରେ ପାଣିର ସମସ୍ୟା ବଢିବାରେ ଲାଗିଛି ଏବଂ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଠାରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, କର୍ଣ୍ଣାଟକ ସରକାର ସୂଚନା ଜାରି କରିଛନ୍ତି ଯେ, ବର୍ତ୍ତମାନ ବେଙ୍ଗାଲୁରୁରେ ପ୍ରତିଦିନ…

ସିୟୁଇଟି-ୟୁଜି ୨୦୨୪

ସିୟୁଇଟି-ୟୁଜି ୨୦୨୪ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଘୋଷଣା କରାଯାଇଛି । ସଂଶୋଧିତ ଶିଡ୍ୟୁଲ ମୁତାବକ, ଛାତ୍ରଛାତ୍ରୀମାନେ ଏବେ ମାର୍ଚ୍ଚ ମାସ ୩୧ ତାରିଖ ରାତି ୯.୫୦ ସୁଦ୍ଧା ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ…

ଚୀନ୍ ର ଚିନ୍ତା ବଢ଼ିଲା

ଭାରତ ମହାସାଗରରେ ଚୀନ୍‌ର କାର୍ଯ୍ୟକଳାପ ଏବଂ ଜଳଦସ୍ୟୁମାନଙ୍କ ଆତଙ୍କକୁ ଦୃଷ୍ଟିରେ ରଖି ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ମହାସାଗରରେ ଏବଂ ଏହାର ଆଖପାଖ ଅଞ୍ଚଳରେ ୧୧ ଟି ବୁଡ଼ାଜାହାଜ ନିୟୋଜିତ କରିଛି। ଏହା ସହିତ ଭାରତୀୟ ନୌସେନା ୩୫ଟି ଯୁଦ୍ଧ ଜାହାଜ ମଧ୍ୟ ନିୟୋଜିତ କରିଛି। ସାମୁଦ୍ରିକ…

ଆଜି ଚୈତ୍ର ମଙ୍ଗଳବାର

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ସେଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ମାଆଙ୍କ ପୀଠ । କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଯଜ୍ଞ ।ପରମ୍ପରା ଅନୁଯାୟୀ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ…