ହିମାଚଳରେ ଭୁସ୍ଖଳନ
ହିମାଚଳ ପ୍ରଦେଶରେ ହୋଲି ଭଳି ଦିନରେ ଏକ ବଡ଼ ଅଘଟଣ ଘଟିଯାଇଛି। ଏହି ଅଘଟଣରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ହୋଲି ଅବସରରେ ଉନା ଜିଲ୍ଲାର ଆମ୍ବ ଉପଖଣ୍ଡର ମେଡିରେ ଭୂସ୍ଖଳନ ଘଟି ଏପରି ଅଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା…