ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମ ଓଡ଼ିଶାରେ ପାରଦ ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ବିଶେଷକରି ବଲାଙ୍ଗୀର, ସୋନପୁର, ବୌଦ୍ଧ,…

ଆଜିର ରାଶିଫଳ

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାସହ ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ ଓ ଦୂରଯାତ୍ରା କରି ମନ ଖୁସି ରହିବ । ବୃଷ :ତରବରିଆ ଭାବରେ କୌଣସି କାମ ନକରି…

ୱାଏନାଡରେ ରାହୁଲଙ୍କୁ ଟକ୍କର ଦେବେ କେ ସୁରେନ୍ଦ୍ରନ

ଲୋକସଭା ନିର୍ବାଚନରେ ୱାଏନାଡ ଲୋକସଭା ଆସନରେ ଏଥର ହାଇପ୍ରୋଫାଇଲ ଲଢେଇ ହେବାକୁ ଯାଉଛି । କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନରୁ ରାହୁଲ ଗାନ୍ଧୀଙ୍କୁ କଡା ଟକ୍କର ଦେବାକୁ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କୁ ବିଜେପି ଟିକେଟ ଦେଇଛି । ୨୦୦୯ ମସିହାରୁ କଂଗ୍ରେସ ଲଗାତାର ଏହି ଆସନରୁ…

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ବିଜେଡିକୁ ବାଏ ବାଏ କହିଲେ ଦଳର ବରିଷ୍ଠ ନେତା ତଥା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ପୂର୍ଣ୍ଣଚନ୍ଦ୍ର ସେଠୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣ ଦେଖା କରାଯିବାରୁ ସେ ବିଜେଡି ଛାଡ଼ିଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୦୯ ଓ ୨୦୧୪ରେ ମୁଁ ଭଲ…

ହୋଲି ପାଇଁ ଅଗ୍ନିଶମ ବାହିନୀ ସଜାଗ, ମଦ୍ୟପାନ ନକରିବାକୁ ପରାମର୍ଶ

ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ହୋଲି ପାଇଁ ରାଜଧାନୀରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ । ପ୍ରତିବର୍ଷ ରଙ୍ଗ ଖେଳ ପରେ ନଦୀ କିମ୍ବା ପୋଖରୀରେ ଗାଧୋଇବା ବେଳେ ଅନେକ ଅଘଟଣ ଘଟିଥାଏ । ଏହି ଅଘଟଣକୁ ରୋକିବାକୁ ଭୁବନେଶ୍ୱର ୫ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୁଆଖାଇ, ଦୟା,…

ପତ୍ନୀଙ୍କୁ ଟିକେଟ ନ ମିଳିବାରୁ କଂଗ୍ରେସ ଛାଡିଲେ ଆସାମ ବିଧାୟକ

ଆସାମର ଲକ୍ଷ୍ମୀପୁର ଜିଲ୍ଲାର ନାଓବୋଇଚା ବିଧାୟକ ଭରତ ଚନ୍ଦ୍ର ନାରା ତାଙ୍କ ପତ୍ନୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଦଳରୁ ଟିକେଟ ନ ମିଳିବାରୁ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଲକ୍ଷ୍ମୀପୁର ଲୋକସଭା ଆସନ ପାଇଁ ଉଦୟ ଶଙ୍କର ହଜାରିକାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏହି ଆସନ ପାଇଁ…

ବିବାହ କଲେ ତାପସୀ

ବଲିଉଡ୍ ଦୁନିଆରୁ ବି ମନକୁ ଖୁସି କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି । ଫ୍ୟାନ୍ସଙ୍କ ପସନ୍ଦ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ମିସ୍‌ରୁ ମିସେସ୍ ପାଲଟି ଯାଇଛନ୍ତି । ଅଭିନେତ୍ରୀ ନିଜର ବହୁ ଦିନର ବିଦେଶୀ ବୟଫ୍ରେଣ୍ଡ ମାଥିଆସ୍ ବୋଙ୍କୁ ଲୁଚି ଲୁଚି ବିବାହ କରିଛନ୍ତି ।ଗତ ୨୩…

ହାର୍ଟ ସମସ୍ୟା ପାଇଁ ସାଜିଥାଏ ରାମବାଣ

ଲୋକ ସାଧାରଣତଃ ମୁଗ ଡାଲି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ମାନେ ଜାଣନ୍ତି କି ମୁଗଡାଲି ଆମ ଶରୀର ପାଇଁ କେତେ ଉପକାରୀ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ପ୍ରତିଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ । ୟଆଣ୍ଟିଅକ୍ସିଡାଣ୍ଟ…

୩୦ ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କ ହୋଲି

୨୫ ମାର୍ଚ୍ଚରେ ସମଗ୍ର ଦେଶରେ ପାଳନ କରାଯିବ, କିନ୍ତୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପ୍ରକୃତ ହୋଲି ୩୦ ମାର୍ଚ୍ଚରେ ହେବ । ଆମେ ଏହା କହୁଛୁ କାରଣ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ମାର୍ଚ୍ଚ ୩୦ ସୁଦ୍ଧା ଆସିବ ବୋଲି ଆଶା କରାଯାଉଛି । ଏଥର ଆସିବାକୁ ଯାଉଥିବା ବେତନରେ ଏକ ବଡ ବୃଦ୍ଧି ଘଟିବ…

ନିର୍ବାଚନ ପରେ ମହଙ୍ଗା ରିଚାର୍ଜ

ଆଉ କିଛି ମାସ ପରେ ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ମୂଲ୍ୟରେ ବୃଦ୍ଧି କରିବା ଆଶା କରାଯାଉଛି। ତେବେ ନିର୍ବାଚନ ପର୍ଯ୍ୟନ୍ତ ‌ସେଭଳି କିଛି ଘଟିବ ନାହିଁ। ଯାହା କିଛି ହେବ ଚଳିତ ବର୍ଷର ଦ୍ବିତୀୟ ଭାଗରେ ଘୋଷଣା ହେବ। ସେହି ସମୟରେ ମୋବାଇଲ୍ ଶୁଳ୍କରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା…