ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୮ ତାରିଖ ୨୦୨୪ ମସିହା(ଗୁରୁବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ଚୈତ୍ରମାସ- କୃଷ୍ଣପକ୍ଷ ତିଥି- ତୃତୀୟା ସନ୍ଧ୍ୟା ଘ୦୬/୫୫ ଗତେ ଚତୁର୍ଥୀ ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୭/୧୫ ଗତେ ବିଶାଖା ଚନ୍ଦ୍ର-ତୁଳା ଯୋଗ- ହର୍ଷଣ…

ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ଯୋଗଦେଲେ

ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ପୀୟୂଷ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ଆସି ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ…

ଏବେ ବୀମା ପଲିସି ସରେଣ୍ଡର କଲେ ମିଳିବ ଅଧିକ ଟଙ୍କା

ଭାରତୀୟ ବୀମା ବିକାଶ ପ୍ରାଧୀକରଣ କର୍ତ୍ତୃପକ୍ଷ ବୀମା ଆଇନରେ ପରିବର୍ତ୍ତନ ଆଣିଛନ୍ତି । ଆଇଆରଡିଏଆଇର ନୂଆ ବିଜ୍ଞପ୍ତି ମୁତାବକ ଇନସୁରାନ୍ସ ରେଗୁଲାସନ ୨୦୨୪ର ୬ଟି ନିୟମକୁ ଏକ ୟୁନିଫଆଇଡ ଫ୍ରେମୱାର୍କ ସହ ମିଶାଇ ଦିଆ ଯାଇଛି। ଏହା ଦ୍ୱାରା ଦ୍ରୁତ ଗତିରେ ବିସ୍ତାର ଲାଭା କରୁଥିବା ଏହି ବୀମା…

ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍‌

ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ଏହା ଘୋଷଣା କରିବା ପରେ ଦଳୀୟ କର୍ମୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଟିକେଟ ଘୋଷଣା ପରେ ପ୍ରତିକ୍ରିୟାରେ ପ୍ରଫୁଲ୍ଲ…

ଅପରାଜିତାଙ୍କୁ ଅଟକାଇବାକୁ ବଡ଼ ଚାଲ୍ ଚଳାଇଲା ବିଜେଡି

ବିଧାନସଭା ଏବଂ ଲୋକସଭା ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୯ ଲୋକସଭା ଆସନ ପାଇଁ ଦଳ ଟିକେଟ ଘୋଷଣା କରିଛି। ଏଥିରେ ସବୁଠୁ ବଡ଼ ନାଁ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରହିଥିଲା ବେଳେ ଭୁବନେଶ୍ୱରରେ ବଡ଼ ଚାଲ୍…

ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା

ଭୁବନେଶ୍ବର ଏବଂ ସମ୍ବଲପୁରରେ ହେବ କଡା ଟକ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସଭା 9ଟି ଆସନ, ବିଧାନସଭା 72 ଟି ଆସନ ଘୋଷଣା କରିଛନ୍ତି । ବିଜେପି 18ଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଭୁବନେଶ୍ବରରୁ ଶ୍ରୀମୟୀ ମିଶ୍ରଙ୍କ ନାମ ଘୋଷଣା ନକରି ମନ୍ନଥଙ୍କୁ…

ଆମେରିକାରେ ତାଜା କ୍ଷୀର ଲଞ୍ଚ କରିବ ଅମୁଲ

ପ୍ରଥମ ଥର ପାଇଁ ଅମୁଲ୍‌ ତାଜା କ୍ଷୀର ଭାରତ ବାହାରେ ଉପଲବ୍ଧ ହେବ ଏବଂ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେସନ୍‌ (ଜିସିଏମ୍‌ଏମ୍‌ଏଫ୍‌) ଭାରତୀୟ ପ୍ରବାସୀ ଏବଂ ଏସୀୟ ଜନସଂଖ୍ୟାକୁ ସେବା ଯୋଗାଇବା ପାଇଁ ଏକ ସପ୍ତାହ ମଧ୍ୟରେ ଆମେରିକା ବଜାରରେ 4 ପ୍ରକାର କ୍ଷୀର ଲଞ୍ଚ କରବ। ‘ଆମେ ଅନେକ…

ଘରେ ବହୁତ ମଶା ହେଉଛନ୍ତି କି?

ମଶାଙ୍କ ଠାରୁ ବଞ୍ଚିବା ପାଇଁ ସ୍ପ୍ରେ, କଏଲ, କ୍ରିମର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଘରୋଇ ଉପାୟ ଆପଣାଇ ମଧ୍ୟ ମଶାମାନଙ୍କ ଠାରୁ ମୁକ୍ତି ପାଇ ପାରିବା । ତେବେ ଆସନ୍ତୁ ଜାଣିବା କିଭଳି ଘରୋଇ ଉପାୟ ଆପଣାଇ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ସଂଙ୍କଟକୁ ଦୂରେଇ ପାରିବା । ନିମ ଗଛ: …

ଦିଲ୍ଲୀରେ ସାମ୍ବାଦିକଙ୍କୁ ଧକ୍କା ମାରିଲା ପୋଲିସ

ଆମ୍ ଆଦମୀ ପାର୍ଟି କର୍ମୀଙ୍କୁ କଭର କରିବାକୁ ଆସିଥିବା ଫଟୋ ସାମ୍ବାଦିକମାନେ ଦିଲ୍ଲୀ ପୁଲିସର ଆକ୍ରୋଶର ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ହିନ୍ଦୁସ୍ତାନ ଟାଇମ୍ସର ଫଟୋ ସାମ୍ବାଦିକ ସଲମାନ ଅଲ୍ଲୀଙ୍କ ହାତ ଭାଙ୍ଗିଯାଇଛି। ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ଏବଂ ସେମାନେ…

ମୋବାଇଲ୍ ରିଚାର୍ଜରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ଆଶଙ୍କା

ଆଉ କିଛି ମାସ ପରେ ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ମୂଲ୍ୟରେ ବୃଦ୍ଧି କରିବା ଆଶା କରାଯାଉଛି। ତେବେ ନିର୍ବାଚନ ପର୍ଯ୍ୟନ୍ତ ‌ସେଭଳି କିଛି ଘଟିବ ନାହିଁ। ଯାହା କିଛି ହେବ ଚଳିତ ବର୍ଷର ଦ୍ବିତୀୟ ଭାଗରେ ଘୋଷଣା ହେବ। ସେହି ସମୟରେ ମୋବାଇଲ୍ ଶୁଳ୍କରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା…