Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
World
All world wide news update will uploaded
ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ମୃତ୍ୟୁକୁ ନେଇ ହଇଚଇ
ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ମୃତ୍ୟୁକୁ ନେଇ ହଇଚଇ । ସମସ୍ତ ସାଇଣ୍ଟିଷ୍ଟଙ୍କ ପୁଣି ସନ୍ଦେହ ଜନକ ମୃତ୍ୟୁ । ମୃତ ସମସ୍ତ ସାଇଣ୍ଟିଷ୍ଟ ବଡ ବଡ ରିସର୍ଚ୍ଚ ପ୍ରତିଷ୍ଠାନର କାର୍ଯ୍ୟରତ ଥିଲେ। ବୈଜ୍ଞାନିକମାନଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଯାହା ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା…
ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ,କ୍ଟର ସ୍କଲରେ ଯାହାର ତୀବ୍ରତା ୭.୪ ଥିବା ରେକର୍ଡ
ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କଲରେ ଯାହାର ତୀବ୍ରତା ୭.୪ ଥିବା ରେକର୍ଡ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ସୈନରିକୁ ଉପକୂଳରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ବୋଲି ଆକଳନ କରାଯାଇଥିଲା । ଭୂମିକମ୍ପ ପରେ ଜାପାନ ହାଇ…
ହର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଗୁଳିମାଡ଼,ସାମ୍ନାକୁ ଆସିଲା ଅଡ଼ିଓ ରେକର୍ଡିଂ
ହର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଇରାନୀ ନୌସେନାରେ ଗୁଳିମାଡ଼କୁ ନେଇ ଏକ ନୂଆ ଏବଂ ବିବାଦୀୟ ମୋଡ଼ ନେଇଛି । ଆକ୍ରମଣ ହୋଇଥିବା ଟ୍ୟାଙ୍କର ସାମମାର ହେରାଲ୍ଡରୁ ଏକ ଅଡ଼ିଓ ରେକର୍ଡିଂ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଅଧିକାରୀ ଇରାନୀ ନୌସେନାର ପ୍ରତିଶ୍ରୁତି ଉଲ୍ଲଂଘନ…
ହର୍ମୁଜ ପ୍ରଣାଳୀରେ ଦୁଇଟି ଭାରତୀୟ ଜାହାଜ ଉପରେ ଗୁଳିମାଡ଼
ହର୍ମୁଜ ପ୍ରଣାଳୀରେ ଦୁଇଟି ଭାରତୀୟ ଜାହାଜ ଉପରେ ଗୁଳିମାଡ଼ ହୋଇଥିବା ନେଇ ଖବର ମିଳିଛି । ଏହି ଜାହାଜ ହର୍ମୁଜ ଦେଇ ଭାରତ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଗୁଳିମାଡ଼ ହୋଇଛି । ଗୁଳିମାଡ଼ ହେବା ପରେ ଏହି ଦୁଇ ଜାହାଜ ପୁଣି ଥରେ ୟୁ-ଟର୍ଣ୍ଣ ନେଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।…
ଇଣ୍ଡୋନେସିଆରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ,ଆଠ ମୃତ
ଇଣ୍ଡୋନେସିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ୨୪ ଘଣ୍ଟା ପୂର୍ବରୁ ହେଲିକପ୍ଟର ସହିତ ରାଡାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ…
ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼
ପାକିସ୍ତାନର ଲାହୋରରେ ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼ । ମିଳିଥିବା ସୂଚନା ଅନୁସାରେ, ହମଜା ଲାହୋରରେ ଥିବା ଏକ ନ୍ୟୁଜ ଚ୍ୟାନେଲ ଅଫିସରୁ ଏକ କାର୍ଯ୍ୟକ୍ରମ ସାରିବା ପରେ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଏହି…
ବଢିପାରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରାମ
ହର୍ମୁଜ ପ୍ରଣାଳୀରେ ଆମେରିକାର ନାକାବନ୍ଦୀ ମଧ୍ୟରେ ଇରାନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ସାମାନ୍ୟ ନରମ ପଡିଥିବା ଦେଖା ଯାଉଛି। ପାକିସ୍ତାନ ଓ ଇରାନ ମଧ୍ୟରେ ପୁଣି ସାକ୍ଷାତ ଆଲୋଚନା ଖବର ମଧ୍ୟରେ ଏବେ ନୂଆ ରିପୋର୍ଟ ସାମ୍ନାକୁ ଆସୁଛି। ଏଥିରୁ ଜଣାପଡୁଛି ଯେ ୱାସିଂଟନ ଓ…
ଟ୍ରମ୍ପଙ୍କୁ ପରିହାସ କରିଛି ଇରାନୀ ଦୂତାବାସ
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଆଉ କେବଳ କ୍ଷେପଣାସ୍ତ୍ର ଏବଂ ଆକ୍ରମଣ ମଧ୍ୟରେ ସୀମିତ ନାହିଁ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏବେ ସୋସିଆଲ ମିଡିଆରେ ଏକ ଅନନ୍ୟ ଡିଜିଟାଲ ଯୁଦ୍ଧରେ ପରିଣତ ହୋଇଛି। ଦକ୍ଷିଣ ଆଫ୍ରିକାରେ ଥିବା ଇରାନୀ ଦୂତାବାସ ଗତ କିଛି ଘଣ୍ଟା ମଧ୍ୟରେ ନିଜର…
ପୁଣି ତେଜିଲା ଇରାନ – ଆମେରିକା ଉତ୍ତେଜନା,ହର୍ମୁଜ ପ୍ରଣାଳୀ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା ନୌସେନା
ପୁଣି ତେଜିଲା ଇରାନ – ଆମେରିକା ଉତ୍ତେଜନା । ନାଭାଲ ବ୍ଲକେଡ କରିବାକୁ ଟ୍ରମ୍ପଙ୍କ ଧମକ । ଇରାନକୁ ଘେରିବାକୁ ଟ୍ରମ୍ପଙ୍କ ବଡ଼ ଚେତାବନୀ । ହର୍ମୁଜ ପ୍ରଣାଳୀ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା ନୌସେନା । ପାକିସ୍ତାନରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା…
ଆମେରିକା-ଇନାର ଆଲୋଚନା ବିଫଳ,ଖାଲି ହାତରେ ଫେରିଲେ ଖାଲି ହାତରେ ଫେରିଲେ ଆମେରିକା ଉପରାଷ୍ଟ୍ରପତି
ଅଡୁଆ ହେଲା ଆଣବିକ ସର୍ତ୍ତ । ଆମେରିକା-ଇନାର ଆଲୋଚନା ବିଫଳ । ଆମେରିକା ସର୍ତ୍ତ ମାନିଲାନି ଇରାନ । ଇସଲାମାବାଦରେ ୨୧ ଘଣ୍ଟାର ଆଲୋଚନାରୁ ବାହାରିଲାନି ନିଷ୍କର୍ଷ । ଖାଲି ହାତରେ ଫେରିଲା ଆମେରିକା । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, କୌଣସି ଚୁକ୍ତିରେ ପହଞ୍ଚି ନାହୁଁ। ଏହା…