Browsing Category

World

All world wide news update will uploaded

କତର୍‌ ଗସ୍ତରେ ଜର୍ମାନ୍‌ ରାଷ୍ଟ୍ରପତି

କତର୍‌ ଗସ୍ତରେ ଯାଇଥିବା ଜର୍ମାନ୍‌ ରାଷ୍ଟ୍ରପତି ଫ୍ରାଙ୍କ୍‌-ୱାଲ୍‌ଟର୍‌ ଷ୍ଟାଇନ୍‌ମାୟର୍‌ ଦୋହାରେ ଅବତରଣ କରିଥିବା ବିମାନର ଦ୍ବାରରେ ପ୍ରାୟ ୩୦ ମିନିଟ୍‌ ହାତଜାକି ଠିଆ ହୋଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।ବିମାନ ବନ୍ଦରରେ କତର୍‌ସ୍ଥିତ ଜର୍ମାନିର ରାଷ୍ଟ୍ରଦୂତ ଓ…

ଆମେରିକାର ପୂର୍ବତନ ବୈଦେଶିକ ସଚିବଙ୍କ ପରଲୋକ

ଆମେରିକାର ପୂର୍ବତନ ବୈଦେଶିକ ସଚିବ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ହେନରୀ କିସିଞ୍ଜରଙ୍କ ନିଧନ । ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିବା ସୂଚନା ମିଳିଛି । ତେବେ କନେକ୍ଟିକଟର ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଥିବା କିସିଞ୍ଜର ଆସୋସିଏଟ୍ସ ଏନେଇ ସୂଚନା ଦେଇଛି ।ଆମେରିକାର ଦୁଇ…

୩୯ ପଣବନ୍ଦୀ ମୁକ୍ତ

ଯୁଦ୍ଧ ବିରାମ ପରେ ପ୍ରଥମ ଦିନରେ ମୁକୁଳିଲେ ଇସ୍ରାଏଲ୍ ପଣବନ୍ଦୀ । ଏଥିସହ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍‌ ମୁକ୍ତ କରିଛି। ସେହପରି ଥାଇଲାଣ୍ଡର ୧୨ ପଣବନ୍ଦୀଙ୍କୁ ମଧ୍ୟ ମୁକ୍ତ କରାଯାଇଥିବା ଥାଇ ପ୍ରଧାନମନ୍ତ୍ରୀ ସ୍ରେଥା ଥାଭିସିନ୍‌ ସୂଚନା ଦେଇଛନ୍ତି।୭ରେ ହମାସ୍‌ ଆତଙ୍କବାଦୀମାନେ…

ଗାଜାରେ ଲାଗୁ ହେଲା ଅସ୍ତ୍ରବିରତି, ପଣବନ୍ଦୀ ହେବେ ମୁକ୍ତ

ଗାଜାରେ ଲାଗୁ ହେଲା ଅସ୍ତ୍ରବିରତି, ପଣବନ୍ଦୀ ହେବେ ମୁକ୍ତ  । ହମାସ-ଇସ୍ରାଏଲ ଯୁଦ୍ଧ ବିରାମ ପାଇଁ ଦୁଇ ପକ୍ଷ ରାଜିନାମା କରିଛନ୍ତି । ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଯୁଦ୍ଧରେ  ପର୍ଯ୍ୟାୟକ୍ରମେ ଇସ୍ରାଏଲ ପଣବନ୍ଦୀଙ୍କ ମୁକ୍ତ କରିବ ହମାସ। ସକାଳ ୭ଟାରୁ ୪ ଦିନିଆ ଯୁଦ୍ଧ ବିରାମ ଆରମ୍ଭ…