Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
World
All world wide news update will uploaded
ଗାଜାରେ ଦୁର୍ଭିକ୍ଷର
ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଖାଦ୍ୟସଙ୍କଟ ଉପରେ ଏହି ବୈଶ୍ୱିକ ରିପୋର୍ଟରେ କୁହାଯାଇଛି, ଖାଦ୍ୟ ସୁରକ୍ଷାରେ ଅବନତି ଯୋଗୁ ୨୦୨୨ ତୁଳନାରେ ଗତବର୍ଷ ଅଧିକ ୨୪ ନିୟୁତ ଲୋକଙ୍କୁ ଖାଦ୍ୟାଭାବର ସାମନା…
ଆମେରିକା-ରୁଷିଆ ମୁହାଁମୁହିଁ
ପୁଣି ଥରେ ଆମେରିକା ଏବଂ ରୁଷିଆ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ ପୃଥିବୀର କକ୍ଷପଥରେ ଆଣବିକ ଅସ୍ତ୍ର ନିୟୋଜନ କରିବାକୁ ଯୋଜନା କରୁଛି।ଏହି ଦାବିକୁ ରୁଷିଆ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। କିନ୍ତୁ ଜାତିସଂଘ ସୁରକ୍ଷା…
ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି
ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି ବଡ଼ ଆକ୍ରମଣ ଆରମ୍ଭ କରେ, ତେବେ ଇରାନ ଏହାକୁ ଧ୍ୱଂସ କରିବ। ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀରେ ରଇସି ଏହା କହିଛନ୍ତି, ଏପ୍ରିଲ ୧୩ରେ, ଇରାନ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର…
ଭୁଶୁଡ଼ିଲା କୋଠା
ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ବୋଲି ଆକଳନ କରାଯାଇଛି।ପୂର୍ବ ରିପୋର୍ଟ ଅନୁଯାୟୀ, ପୂର୍ବ ତାଇୱାନର ହୁଆଲିଏନ ଜିଲାର ଶୋଫେଙ୍ଗ ଟାଉନସିପରେ ୯…
ଚାଇନା ନାଁରେ ନାସାର ସାଂଘାତିକ ଅଭିଯୋଗ
ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରି କହିଛନ୍ତି ଯେ, ସେମାନେ (ଚାଇନା) ମହାକାଶରେ ଏକ ଗୁପ୍ତ ସାମରିକ କାର୍ଯ୍ୟକ୍ରମ ଚଳାଉଛନ୍ତି, ଯାହା ଦ୍ୱାରା ସେମାନେ ଚନ୍ଦ୍ରରେ ନିଜର କବ୍ଜା…
ରାଗରେ ଜଳୁଛନ୍ତି ବେଞ୍ଜାମିନ୍ ନେତନ୍ୟାହୁ
ଇସ୍ରାଏଲ୍ ସେନା ପାଲେଷ୍ଟାଇନ୍ ୱେଷ୍ଟବ୍ୟାଙ୍କରେ ମାନବାଧିକାର ଉଲଙ୍ଘନ କରିଥିବା ନେଇ ଗମ୍ଭୀର ଅଭିଯୋଗ ହୋଇଛି । ଏହାରି ମଧ୍ୟରେ ଏପରି ଖବର ଆସିଛି କି ଆମେରିକା ସେଠାରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(IDF) ର ଏକ ୟୁନିଟ୍ ଉପରେ…
ଇରାନ ଉପରେ ଇସ୍ରାଏଲ୍ର ପ୍ରତିଶୋଧ ନେବ
ଇରାକ୍ ଓ ସିରିଆରେ ମଧ୍ୟ ବିସ୍ଫୋରଣ ଘଟିଛି। ଗତ ରବିବାର ତେହେରାନ୍ ଇସ୍ରାଏଲ୍ ଉପରେ ଏୟାରଷ୍ଟ୍ରାଇକ୍ କରିଥିବାବେଳେ ଏହାର ପ୍ରତିଶୋଧ ନେବ ବୋଲି ଇସ୍ରାଏଲ୍ କହିଥିଲା। ଇରାନର ଶତାଧିକ ଡ୍ରୋନ୍ ଏବଂ ମିଶାଇଲ୍ ଆକ୍ରମଣର ଜବାବ ଇସ୍ରାଏଲ୍ ଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଇରାନ୍…
ଇରାନ୍ ଉପରେ ବଦ୍ଲା ନେଲା ଇସ୍ରାଏଲ୍
ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ପରମାଣୁ ପ୍ଲାଣ୍ଟ ଉପରେ ମଧ୍ୟ ମିଶାଇଲ ମାଡ ହୋଇଛି।
ଉଗ୍ର ରୂପ ଦେଖାଇଛି ଋଷ
କିଛି ଦିନର ନୀରବତା ପରେ ପୁଣିଥରେ ଉଗ୍ର ରୂପ ଦେଖାଇଛି ଋଷ । ୟୁକ୍ରେନ ଉପରେ ଜୋରଦାର ମିସାଇଲ ମାଡ଼ କରିଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ୟୁକ୍ରେନର ଚେର୍ନିହିଭ ସହରକୁ ଟାରର୍ଗେଟ କରିଛି ଋଷ ୩ଟି ମିସାଇଲ ମାଡ଼ କରିଛି । ଏହି ଆକ୍ରମରରେ ୟୁକ୍ରେନର ୧୭ ଜଣ ନାଗରିକ ପ୍ରାଣ ହରାଇଥିବା ଜାଣିବାକୁ…
ଆଫଗାନିସ୍ତାନରେ ବନ୍ୟା
ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭ ଜଣ ଆହତ ହୋଇଥିବାବେଳେ ୬୦୦ ଘର କ୍ଷତିଗ୍ରସ୍ତ ହୋଇଥିବା ତାଲିବାନର ମୁଖପାତ୍ର ଅବଦୁଲ୍ଲାହ ଜନାନ୍ ସୈକ୍ ସୂଚନା ଦେଇଛନ୍ତି। ସେହିପରି ବନ୍ୟାରେ ୨୦୦ରୁ ଅଧିକ ଗୃହପାଳିତ…