Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
World
All world wide news update will uploaded
ବିଜୟଠାରୁ ପାଦେ ଦୂରରେ
ଯୁଦ୍ଧର ୬ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ନେତାନ୍ୟାହୁ କହିଛନ୍ତି, ଗାଜା ଯୁଦ୍ଧରେ ଇସ୍ରାଏଲ୍ ବିଜୟଠାରୁ ଆଉ ପାଦେ ଦୂରରେ ରହିଛି। କିନ୍ତୁ ଏହା ଭିତରେ ଆମକୁ ଯେଉଁ ମୂଲ୍ୟ…
ଚୀନ୍ର ବଢ଼ିଲା ଚିନ୍ତା
ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଫିଲିପାଇନ୍ସ ମିଳିତ ଭାବେ ଦକ୍ଷିଣ ଚୀନ୍ ସାଗରରେ ପ୍ରଥମ ମିଳିତ ନୌଭ୍ୟାସ କରିବେ। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ରାଷ୍ଟ୍ରପତି ଶି ଜିନପିଙ୍ଗ୍ଙ୍କ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଆକ୍ରମଣାତ୍ମକ କାର୍ଯ୍ୟକଳାପ ଦ୍ବାରା ସୃଷ୍ଟି ହୋଇଥିବା ବିପଦକୁ…
ମାଇକ୍ରେସଫ୍ଟ ଦେଲା ଚେତାବନୀ
ଟେକ୍ନୋଲଜି କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ ହେବାକୁ ଥିବା ନିର୍ବାଚନକୁ ନେଇ ଚେତାବନୀ ଜାରି କରିଛି। ମାଇକ୍ରେସଫ୍ଟ କହିଛି, ଚାଇନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟେଣ୍ଟକୁ ବ୍ୟବହାର କରି ଭାରତ, ଆମେରିକା ଓ ଦକ୍ଷିଣ କୋରିଆ ନିର୍ବାଚନରେ ବିଘ୍ନ ସୃଷ୍ଟି କରିପାରେ। ଏହାପୂର୍ବରୁ ଚାଇନା,…
ଇରାନ ଆକ୍ରମଣ କରିବା ଆଶଙ୍କା
ସିରିଆରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ ଯୋଗୁ ଇରାନର ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇରାନ ଆକ୍ରମଣ କରିବା ଆଶଙ୍କା ଥିବାରୁ ଇସ୍ରାଏଲ୍ ଏହାର ଜିପିଏସ୍ ନାଭିଗେଶନ ସେବାକୁ ବନ୍ଦ କରିବା ସହ ସୈନ୍ୟମାନଙ୍କ ଛୁଟି ବାତିଲ କରିଛି। ଗାଜା ଷ୍ଟ୍ରିପ୍ରେ…
ବାଇଡେନଙ୍କୁ ପଛରେ ପକାଇଲେ ଟ୍ରମ୍ପ
ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରେ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ରହିଥିବାର ନଜର ଆସିଛନ୍ତି। ସାତୋଟି ରାଜ୍ୟରେ କରାଯାଇଥିବା ସର୍ଭେରେ ରିପବ୍ଲିକାନ ନେତା ଟ୍ରମ୍ପ ଡେମୋକ୍ରାଟ…
ଥରିଲା ଚୀନ୍
ଚୀନ୍ର କିଙ୍ଘଇ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର (ସିଇଏନସି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଭୂକମ୍ପ ଉତ୍ତର-ପଶ୍ଚିମ ଚୀନ୍ର କିଙ୍ଘଇ ପ୍ରଦେଶର ମାଙ୍ଗ୍ୟା ସହରରେ ଘଟିଥିବା ଏହି ଭୂକମ୍ପର…
ଜାପାନରେ ସୁନାମି ଆଲର୍ଟ
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ ପ୍ରଶାସନ ସୁନାମି ଚେତାବନୀ ଦେଇଛି। ଜାପାନ କହିଛି ଯେ, ସୁନାମିର ପ୍ରଥମ ତରଙ୍ଗ ଏହାର ଦୁଇଟି…
ଭୂମିକମ୍ପରେ ଥରିଲା ତାଇୱାନ
ଆଜି ସକାଳୁ ସକାଳୁ ତାଇୱାନର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ଝଟକା ରାଜଧାନୀ ତାଇପେ ସମେତ ଅନେକ ସହରରେ ଅନୁଭୂତ ହୋଇଥିଲା । ଲୋକମାନେ ଭୟରେ ଘରୁ ବାହାରି ଆସଥିଲେ । ତେବେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ଼…
ପାକିସ୍ତାନକୁ ଚୀନ୍ର ନାଲି ଆଖି
ପାକିସ୍ତାନର ବନ୍ଧୁ ବୋଲାଉଥିବା ଚୀନ୍ ଏବେ ନିଜର ପ୍ରକୃତ ଚେହେରା ଦେଖାଇଛି। ପାକିସ୍ତାନରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରେ ଚୀନ୍ ନାଗରିକଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି। ଏହାକୁ ନେଇ ଚୀନ୍ ଏବେ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ଚୀନ୍ କହିଛି ଯଦି ଆମ…
ହମାସ ସହ ଯୁଦ୍ଧ ମଧ୍ୟରେ ମେଡିକାଲରେ ଭର୍ତ୍ତି ହେଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ
ହମାସ ସହିତ ୬ ମାସ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲରୁ ବଡ଼ ସୂଚନା ସାମ୍ନାକୁ ଆସୁଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଏହି ସୂଚନାକୁ ସୋସିଆଲ ମିଡିଆ ପୋଷ୍ଟରେ ସେୟାର…