Browsing Category

World

All world wide news update will uploaded

ସିରିଆରେ ବୋମା ବିସ୍ଫୋରଣ

ରବିବାର ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ହୋଇଥିବା ଉତ୍ତର ସିରିଆର ଏକ ବଜାରରେ କାର୍ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁଦ୍ଧ ମନିଟର ଏହି ସୂଚନା ଦେଇଛନ୍ତି।ମାନବ…

ଥରିଲା ଆଫଗାନିସ୍ଥାନ

ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ ଆଫଗାନିସ୍ତାନରେ ଗୁରୁବାର ସକାଳ ୫.୪୪ ମିନିଟରେ ଏକ ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ମାପ କରାଯାଇଛି। ଏନସିଏସ୍ ତଥ୍ୟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ…

ବାଲଟିମୋର ବ୍ରିଜ୍ ଦୁର୍ଘଟଣା

ଆମେରିକା ବାଲଟିମୋର ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କାର୍ଗୋସିପ୍ ଧକ୍କାରେ ବ୍ରିଜଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ଫଳରେ ୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା…

ଚୀନ୍ ର ଚିନ୍ତା ବଢ଼ିଲା

ଭାରତ ମହାସାଗରରେ ଚୀନ୍‌ର କାର୍ଯ୍ୟକଳାପ ଏବଂ ଜଳଦସ୍ୟୁମାନଙ୍କ ଆତଙ୍କକୁ ଦୃଷ୍ଟିରେ ରଖି ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ମହାସାଗରରେ ଏବଂ ଏହାର ଆଖପାଖ ଅଞ୍ଚଳରେ ୧୧ ଟି ବୁଡ଼ାଜାହାଜ ନିୟୋଜିତ କରିଛି। ଏହା ସହିତ ଭାରତୀୟ ନୌସେନା ୩୫ଟି ଯୁଦ୍ଧ ଜାହାଜ ମଧ୍ୟ ନିୟୋଜିତ କରିଛି। ସାମୁଦ୍ରିକ…

ମସ୍କୋ ଆକ୍ରମଣରେ ୩ ଜଣ ଦୋଷୀ ସାବ୍ୟସ୍ତ

ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଶନିବାର ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ଅନେକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ମାମଲାରେ ଅଦାଲତରେ ‌ଏବେ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୋଷୀ ସାବ୍ୟସ୍ତ…

ମସ୍କୋକୁ ଟାର୍ଗେଟ୍‌ କଲେ କାହିଁକି?

ରୁଷ୍‌ରେ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ପୁଣିଥରେ ସମଗ୍ର ବିଶ୍ବରେ ଆତଙ୍କବାଦକୁ ନେଇ ନୂଆ ଭୟ ସଂଚାର କରିଛି। ମସ୍କୋର ଏକ କନ୍‌ସର୍ଟ ହଲ୍‌ରେ ଆତଙ୍କବାଦୀଙ୍କ ଗୁଳିରେ ୧୪୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଇସ୍‌ଲାମିକ ଷ୍ଟେଟ୍ କାହିଁକି ରୁଷ୍‌କୁ…

ମସ୍କୋରେ ଆତଙ୍କବାଦୀଙ୍କ ଗୁଳିବର୍ଷା : ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଲେ

ମସ୍କୋରେ ଆତଙ୍କବାଦୀଙ୍କ ଗୁଳିବର୍ଷା  । ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଲେ  । ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଆଜି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ମିଳିଛି। ଏଥିରେ ଶତାଧିକ ଲୋକ…

ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଅଛନ୍ତି। ଆଜି ସକାଳେ ନୂଆଦିଲ୍ଲୀରୁ ଭୁଟାନର ରାଜଧାନୀ ଥିମ୍ଫୁକୁ ଯାଇ କିଛି ଘଣ୍ଟା ପରେ ଭୁଟାନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତକୁ ନେଇ ସେଠାକାର ଲୋକମାନେ ବହୁତ ଖୁସି ଅଛନ୍ତି ଏବଂ ମୋଦିଙ୍କୁ ସ୍ବାଗତ…

ତାଇଓ୍ବାନକୁ ନାଲିଆଖି ଦେଖାଇଲା ଚାଇନା

ଚାଇନା ଏବଂ ତାଇୱାନ ମଧ୍ୟରେ ନିରନ୍ତର ଉତ୍ତେଜନା ଜାରି ରହିଛି। ଗୁରୁବାର ସକାଳେ ଚାଇନା ସେନା ତାଇୱାନ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ତେବେ ତାଇୱାନର ସେନା ମଧ୍ୟ ଏହାର ଜବାବ ଦେଇଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଏକ ବିବୃତ୍ତି ଜାରି କରି କହିଛି ଯେ,…

ଅଟକିଳା ବିଦେଶୀ ଜାହାଜ

ଶ୍ରୀଲଙ୍କା ସରକାର କହିଛନ୍ତି ଯେ ସେମାନେ ବିଦେଶୀ ଅନୁସନ୍ଧାନ ଜାହାଜଗୁଡ଼ିକୁ ସେମାନଙ୍କ ବନ୍ଦରରେ ଜିନିଷ ପତ୍ର ଲୋଡ କରିବା କିମ୍ବା ଡକ କରିବାକୁ ଅନୁମତି ଦେବେ। ଘଟଣାହେଲା ଶ୍ରୀଲଙ୍କା ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲା, କିନ୍ତୁ ନିକଟରେ ଶ୍ରୀଲଙ୍କା ଏକ ଜର୍ମାନ ସର୍ଭେ ଜାହାଜକୁ ଏହାର…