Browsing Category

Uncategorized

ଅରୁଣାଚଳ ପ୍ରଦେଶର ପ୍ରଥମ ‘ଗ୍ରିନ୍‌ଫିଲ୍‌ଡ୍‌ ଏୟାର୍‌ପୋର୍ଟ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାନଗରର ହୋଲ୍ଲୋଙ୍ଗିରେ ଅରୁଣାଚଳ ପ୍ରଦେଶର ପ୍ରଥମ ‘ଗ୍ରିନ୍‌ଫିଲ୍‌ଡ୍‌ ଏୟାର୍‌ପୋର୍ଟ’ ‘ଡୋନୀ ପୋଲୋ’ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି। ଏହାଛଡ଼ା, ପ୍ରଧାନମନ୍ତ୍ରୀ ଆଜି ପଶ୍ଚିମ କାମେଙ୍ଗ୍‌ ଜିଲ୍ଲାରେ ୬୦୦-ମେଗାୱାଟ୍‌ର

ସଞ୍ଜୟ ଦାଶବର୍ମାଙ୍କ ପଛରେ ଷଡ଼ଯନ୍ତ୍ରକାରୀ ଲାଗିଛନ୍ତି!

ପୁରୀ: ବିଜେଡିରେ କିଛି ଠିକଠାକ ଚାଲିନାହିଁ କି? ଧାମନଗରରେ ବିଜେଡି ପ୍ରାର୍ଥୀ ହାରିବା ପରେ ଦଳରେ ଆଗାମୀ ଦିନରେ କିଛି ପ୍ରାର୍ଥୀଙ୍କ ଟିକେଟ କଟିବ କି ? ଏବେଠୁ ସେପରି କିଛି ଦଳ ଭିତରେ ଚାଲିଛି କି ? କାରଣ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କ ବକ୍ତବ୍ୟରେ ଏପରି କିଛି ଗନ୍ଧ

ଅଫତାବ୍ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି 35 ଖଣ୍ଡ କରିଦେଲା

ମହାରାଷ୍ଟ୍ରରେ ମିଛ ପ୍ରେମ ପରେ ହତ୍ୟା ଘଟଣା ସାରା ଦେଶରେ ଚର୍ଚା ହେଉଛି । ମହାରାଷ୍ଟ୍ରର ଶ୍ରଦ୍ଧାଙ୍କୁ ପ୍ରେମ ଜାଲରେ ଫସାଇ ପ୍ରେମିକ ଅଫତାବ ହତ୍ୟା କରିବାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଏବେ ଆଲୋଚନା ହେଉଛି । ପ୍ରେମର ବାହାନା କରି ମୁମ୍ବାଇରୁ ଦିଲ୍ଲୀ ଆଣିଲା । ଦିଲ୍ଲୀର ଆପାର୍ଟମେଂଟରେ

ପଦ୍ମପୁର ଉପନିର୍ବାଚନ; କିଏ ଜିତିବ ବାଜି

ବରଗଡ଼ : ବରଗଡ଼ ଜିଲ୍ଲାର ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଟିକେଟ ଦେବ ବିଜେପି । ଏନଇ ବିଜେପିର ତୁଙ୍ଗ ନେତାମାନେ ପଦ୍ମପୁରରେ ଡେରା ପକାଇଲେଣି । ଦଳୀୟ ନେତା, କର୍ମୀ ମହଲରେ ଏବେ ବିଜୟ ପାଇଁ ରଣନୀତି ଚାଲିଛି । କଂଗ୍ରେସ ଦଳ ପୂର୍ବତନ ବିଧାୟକ

୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ

କଟକ : ବାଲିଯାତ୍ରା ପଡ଼ିଆରେ ୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ କରାଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଦ୍ବାରା ଶହେଟନ୍‌ ବାଲିରେ ‘ବୋଇତ’ ପ୍ରସ୍ତୁତ କରାଯାଇଛି। ୨୦ରୁ ଅଧିକ ଛାତ୍ରଛାତ୍ରୀ ଏହି

ପ୍ରଫେସର କିଶୋର ବସାଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର: ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସାଙ୍କୁ କେନ୍ଦ୍ର ସରକାର ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।କେନ୍ଦ୍ର ସରକାର ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ଏହି ସଂସ୍ଥାର

ବାଲେଶ୍ୱରରେ ୮୦୦ରୁ ଉର୍ଦ୍ଧ୍ବ ଗୋରୁ ଜବତ, ୪ ଅଟକ

ଆଜି ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ ୫ଟି ଓ ବେଲି ଗୋପୀନାଥପୁର ଗ୍ରାମରୁ ୩ଟି ଗୋରୁ ବୋଝେଇ କଣ୍ଟେନର ସହିତ ୮୦୦ରୁ ଉର୍ଦ୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୁଲିସ। ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଦେଇ

ଦଳିଦେଲା ଦନ୍ତା: ବାପା ମାଆଙ୍କ ଆଗରେ ଦୁଇ ଛୁଆଙ୍କ ମୃତ୍ୟୁ

ଝାରସୁଗୁଡା: ଇଟାଭାଟିରେ ପଲିଥିନ ତଳେ ଶୋଇଥିବା ବେଳେ ହାତୀ ଦଳିଦେଲା ଦୁଇ ଛୁଆଙ୍କୁ । ପିତା ମାତାଙ୍କ ଆଗରେ ଦୁଇ ନାବାଳକ ପୁଅଙ୍କୁ ହାତୀ ଦଳିଦେଇ ମାରିଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ାରେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ଶ୍ରମିକ ପରିବାର

ସରିଲା ଧାମନଗର ଉପନିର୍ବାଚନ

ଧାମନଗର: ସରିଲା ଧାମନଗର ଉପନିର୍ବାଚନ । ଇଭିଏମରେ ସିଲ୍ ହୋଇଛି ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସଂଧ୍ୟା ୬ଟା ସୁଦ୍ଧା ୬୬. ୬୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କଠାରୁ ସୂଚନା ମିିଳିଛି । କୌଣସି ବୁଥରେ ହିଂସାକାଣ୍ଡ ଘଟି ନାହିଁ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଧାମନଗର ଉପନିର୍ବାଚନ : 11 ଟା ସୁଦ୍ଧା 22 ପ୍ରତିଶତ ଭୋଟିଂ

ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଭୋଟରମାନେ ଉତ୍ସାହର ସହ ମତଦାନ କରୁଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ସକାଳ ୧୧ଟା ସୁଦ୍ଧା ୨୨.୩୬% ମତଦାନ ହୋଇଥିବା CEO ସୂଚନା ଦେଇଛନ୍ତି । ଆରମ୍ଭରୁ ୫ଟି ବୁଥ୍‌ରେ ସାମାନ୍ୟ ତ୍ରୁଟି ଥିଲା,