Browsing Category

Uncategorized

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ କୁମାର ଭେଟି ଆଲୋଚନା କରିବେ

 ଶୁକ୍ରବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ହେଉଛି ।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମେଂଟ ବିଷୟରେ ଆଲୋଚନା କରିବାର ସମ୍ଭାବନା ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ବିଭିନ୍ନ ରାଜ୍ୟ ଯାଇ ଏନଡିଏ…

ପଞ୍ଜାବ କିଙ୍ଗ୍ସକୁ ୫୬ ରନ୍‌ରେ ହରାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌

ମୋହାଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମ୍‌ରେ ଶୁକ୍ରବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ପଞ୍ଜାବ କିଙ୍ଗ୍ସକୁ ୫୬ ରନ୍‌ରେ ହରାଇଛି।ଚୌକା, ଛକା ବର୍ଷା କରି ଲକ୍ଷ୍ନୌ ୨୫୭ ସ୍କୋର କରିଥିଲା। ଲକ୍ଷ୍ନୌ ପାଳିରେ ୨୭ ଚୌକା ଓ ୧୪ ଛକା ସାମିଲ ଥିଲା। ବିଜୟ…

ନୟାପଲ୍ଲୀ ଦୋକାନ ଭାଙ୍ଗିବା ମାମଲା: ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ଘର

ନୟାପଲ୍ଲୀ ଜମି ଜବରଦଖଲ ମାମଲାରେ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ରାଘବ ଜେନାର ଝାରପଡ଼ାସ୍ଥିତ ଘରେ ବୁଲ ଡୋଜର ବୁଲାଇଛି ପୋଲିସ। ନୟାପଲ୍ଲୀ ଜମି ଜବରଦଖଲ ମାମଲା ରେ ପୋଲିସ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଏବେ ବି ଖୋଜୁଛି। ମାଷ୍ଟର ମାଇଣ୍ଡ  ରାଘବ ଜେନା ଭଡ଼ା ଲଗାଇଥିବା  ଘରେ ବୁଲ ଡୋଜର ମଧ୍ୟ…

ଓଡିଆ ପୁଅ ଦାଦନ : ଡ.ଲେଖାଶ୍ରୀ

ଖଣିଜ ଓ ପ୍ରାକୃତିକ ସଂପଦ ଭରପୁର ରାଜ୍ୟ ଓଡିଶା । ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ ! ଏଦୃଶ୍ୟ ଶାସକ ବିଜେଡିର ମୁଖିଆଙ୍କୁ ଦେଖାଯାଉନାହିଁ କି ? ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି “ଦାଦନ ସମସ୍ୟା“ । ଏହା ହେଉଛି ବିଜେଡି ସରକାରରେ ‘ଆମ ଗଣତନ୍ତ୍ରର’ ବ୍ୟବସ୍ଥା…

ପିଏମ୍‍ ଭାରତୀୟ ଜନ ଔଷଧି ପରିଯୋଜନା କୋଟି କୋଟି ଭାରତୀୟଙ୍କ ଚିକିତ୍ସା ଖର୍ଚ୍ଚ ଚିନ୍ତା ଦୂର କରିଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପିଏମ୍‍ ଭାରତୀୟ ଜନ ଔଷଧି ପରିଯୋଜନା (ପିଏମବିଜେପି) ର ସଫଳତା ଅତ୍ୟନ୍ତ ସନ୍ତୋଷଜନକ ଅଟେ । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଯୋଜନା କେବଳ ଦେଶର କୋଟି କୋଟି ଲୋକଙ୍କ ଚିକିତ୍ସା ଖର୍ଚ୍ଚ ନେଇ ଥିବା ଚିନ୍ତାକୁ ଦୂର କରିନାହିଁ, ବରଂ ସେମାନଙ୍କ…

ନବ ଦାସଙ୍କ ମୃତ୍ୟୁ ଆକ୍ସିଡେଣ୍ଟାଲ ଡେଥ୍ ନୁହେଁ :ନରସିଂହ

 ଭୁବନେଶ୍ୱର:  ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ଏହି ହତ୍ୟା ହଠାତ୍ ହୋଇନି କି ଏହା ଆକ୍ସିଡେଣ୍ଟାଲ ଡେଥ ନୁହେଁ ବୋଲି ସେ ସିଧା ସିଧା କହିଛନ୍ତି । ଏହା ପଛରେ ବହୁ ଦିନର ଷଡ଼ଯନ୍ତ୍ର ରହିଥିବା କହିଛନ୍ତି କଂଗ୍ରେସ…

ସ୍କୁଲ ଶିକ୍ଷାର ବିକାଶ ପାଇଁ ଦୁଇଦିନିଆ ଷ୍ଟାର୍ସର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ

ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା, ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ଉତ୍ତମ ତାଲିମ ପ୍ରଦାନ କରିବା ଦିଗରେ ଆସନ୍ତା ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ଠାରେ ଷ୍ଟାର୍ସ(ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ)…

ବିଜେଡିରୁ ରାଜ୍ୟସଭା ଯିବାକୁ ଚାହୁଁଥିଲେ ବିଜୟ: ବିଜେଡି

କଂଗ୍ରେସ ଦଳରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସକ ବିଜୟ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ବିଜେଡି ।  ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି  ଶ୍ରୀ ପଟ୍ଟନାୟକ କଂଗ୍ରେସ ନୁହେଁ, ବିଜେପିର ମୁଖପାତ୍ର ଭଳି କଥା ହେଉଛନ୍ତି। ସରକାରୀ ଚାକିରିରୁ ଅବସର ନେବା ପରେ ସେ ରାଜନୀତିରେ…

‘ଯୁବା ସଂଗମ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନନ୍ୟ ପଦକ୍ଷେପ । ‘ଯୁବା ସଂଗମ’ ଭଳି ଅଭିନବ ପଦକ୍ଷେପ ଅମୃତ କାଳରେ ‘ଭାରତର ଭାବନା’କୁ ଦୃଢୀଭୂତ କରିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏହି…

ଶାଳଗ୍ରାମ ଶିଳା କୁ ନେଇ ଅଯୋଧ୍ୟାରେ ଉତ୍ସାହ

ରାମ ଲାଲାଙ୍କ ପୂଜା ପାଇଁ ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା । ନେପାଳରୁ ୭ ଦିନ ଧରି ୩୭୩ କିଲୋମିଟର ଯାତ୍ରା ପରେ ଅଯୋଧ୍ୟା ଆସିଲା ୨ଟି ୬ କୋଟି ବର୍ଷର ପୁରୁଣା ଶିଳା । ଗୋଟିଏ ଶିଳାର ଓଜନ ୨୬ ଟନ୍ ହୋଇଥିବା ବେଳେ ଅନ୍ୟଟି ୧୪ ଟନ୍ । ୬ କୋଟି ବର୍ଷ ପୁରୁଣା ଏହି ପ୍ରସ୍ତରରୁ ଭଗବାନ…