Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Uncategorized
ଖୁବ୍ ଶୀଘ୍ର ଚାଲୁ ହେବ ନାଗପୁର-ମୁମ୍ବାଇ ବୁଲେଟ୍ ଟ୍ରେନ୍
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ମୁମ୍ବାଇ ଓ ନାଗପୁର ମଧ୍ୟରେ ଖୁବ୍ ଶୀଘ୍ର ଭାରତୀୟ ରେଳବାଇ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବ। ସାଧାରଣ ଟ୍ରେନ୍ରେ ସମ୍ପ୍ରତି ମୁମ୍ବାଇରୁ ନାଗପୁର ଯାତାୟାତ ପାଇଁ ୧୨ ଘଣ୍ଟା ଲାଗୁଥିବା ବେଳେ ବୁଲେଟ୍ ଟ୍ରେନ୍ରେ ଲାଗିବ ମାତ୍ର ୩.୫ ଘଣ୍ଟା।!-->…
ନିର୍ଜନ ଶୀତୁଆ ରାତିର ଫଟୋ ଭାଇରଲ
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨): ଜାପାନର ଏକ ଅତି ମନୋରମ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଜାପାନୀ ଫଟୋଗ୍ରାଫର ୟାସୁଟୋ ଇନାଗାକି ସ୍ଥାନୀୟ ତତେୟାମା ପାହାଡ଼ର ଏହି ମନମୁଗ୍ଧକର ଫଟୋ ଉଠାଇଛନ୍ତି। ଏହି ଫଟୋରେ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ସହରର ଚିକ୍ମିକ୍ ଆଲୋକମାଳା ନଜର!-->…
ଜମତାରା ଗ୍ୟାଙ୍ଗର ଦୁଇ ଗିରଫ
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨):ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଜମତାରା ଗ୍ୟାଙ୍ଗର ଦୁଇ ଠକ । ଦୁଇଜଣଙ୍କୁ ଗିରିଢ଼ିରୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାର୍ଡ । କେୱାସି ଅପଡେଟ କରିବା ନାଁରେ ୬୬ ଲକ୍ଷ ଠକି ଥିଲା ୨ ଜଣିଆ ଗ୍ୟାଙ୍ଗ । ଝାଡ଼ଖଣ୍ଡରେ ରହି ଓଡ଼ିଶା ଲୋକଙ୍କ ଆକାଉଣ୍ଟରୁ ଲୁଟି ଥଲେ!-->…
ୟୁକ୍ରେନ ସୀମାରେ ଋଷର ଜୋରଦାର ସମରାଭ୍ୟାସ
ମେଟ୍ରୋ ଟିଭି ଓଡିଶା (୧୪.୨.୨୦୨୨) : ୟୁକ୍ରେନ ସୀମାରେ ଜୋରଦାର ସମରାଭ୍ୟାସ ଚଳାଇଛି ଋଷ ସେନା । ଏଥିରେ ୩୦ ହଜାର ସେନା ଭାଗ ନେଇଛନ୍ତି । ୫୦ରୁ ଅଧିକ ବୋମାବର୍ଷା ବିମାନ ସାମିଲ ହୋଇଛି । ୟୁକ୍ରେନ ମଧ୍ୟ ତୁହାକୁ ତୁହା ଡ୍ରୋନ୍ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହ କମାଣ୍ଡୋ ବାହିନୀର!-->…
ହାଇବ୍ରିଡ୍ ଜାହାଜ ପାଲଟିବ ବୁଡାଜାହାଜ
ମେଟ୍ରୋ ଟିଭି ଓଡିଶା,୭/୧: ଇଟାଲିରେ ବିକଶିତ ହୋଇଛି ଏକ ବିଳାସପୂର୍ଣ୍ଣ ବିଶାଳ ଜାହାଜ । ଯାହା ଆବଶ୍ୟକ ସ୍ଥଳେ ବୁଡାଜାହାଜ ଭାବେ କାର୍ଯ୍ୟ କରିବ । ଏହି ହାଇବ୍ରିଡ ଜାହାଜର ନାମ କାରାପେସ୍ । ଲଣ୍ଡନର ବସ୍ର ଲମ୍ବା ଠାରୁ ଏହା ହାରାହାରି ୯ଗୁଣ ଲମ୍ବା । ଏହି ବୁଡାଜାହାଜଟି ଢେଉ ଭିତରେ!-->!-->!-->…
ବଡଦିନର ମହତ୍ତ୍ୱ
ମେଟ୍ରୋ ଟିଭି ବ୍ୟୁରୋ, ୨୬/୧୨: ପ୍ରଭୁ ଯୀଶୁଙ୍କର ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ରୂପେ ପାଳନ କରାଯାଏ । ଏହି ଦିନକୁ ସମଗ୍ର ବିଶ୍ୱରେ ବଡଦିନ ବୋଲି କୁହାଯାଏ । ଏହି ଫେଷ୍ଟିଭାଲ ରେ ଚର୍ଚ୍ଚ ଗୁଡିକ ଅତି ସୁନ୍ଦର ଭାବେ ସଜା ହେବା ସହ ଘରଗୁଡ଼ିକ ମଧ୍ୟ ସଜା ଯାଇଥାଏ । ଘରେ ଆଲୋକ ଏବଂ!-->…