Browsing Category

Uncategorized

ରାଜଧାନୀରେ ବଢ଼ିବାରେ ଲାଗିଛି ଅପହରଣ ମାମଲା

ଭୁବନେଶ୍ବର: ରାଜଧାନୀରେ ଅପହରଣ ମାମଲାର ଗ୍ରାଫ୍‌ ଉପରମୁହାଁ ହୋଇଚାଲିଛି। ଦିନକୁ ଦିନ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ‌ବିଭିନ୍ନ ଥାନାରେ ମାସକୁ ପ୍ରାୟ ୨୫ରୁ ଅଧିକ ମାମଲା ପଞ୍ଜୀକୃତ ‌ହେଉଛି। ସେଥିରେ ପ୍ରେମଜନିତ ନାବାଳିକା, ମହିଳା ଅପହରଣ ମାମଲାଠାରୁ ଆରମ୍ଭ କରି ବଟି ଆଦାୟଜନିତ,…

ଚଳଚଞ୍ଚଳ ହୋଇଛି ଶରଧାବାଲି

ପୁରୀ: ଶରଧାବାଲିରେ ତିନିଟି ଯାକ ରଥ ପହଞ୍ଚିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି ଭକ୍ତ। ଚଳଚଞ୍ଚଳ ହୋଇଛି ଶରଧାବାଲି। ମେଡିକାଲ୍‌ ଛକରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି। ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ରଥ ଚାରିପାର୍ଶ୍ବରେ ବି…

‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ନ୍ୟୁୟର୍କ, ଯୋଗ ଦିବସ ପାଳିଲେ ମୋଦି

ୱାଶିଂଟନ୍‌: ମୋଦିଙ୍କୁ ଆମେରିକାରେ ଜୋରଦାର ସ୍ବାଗତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇ ନ୍ୟୁୟର୍କ ସହରରେ ପହଞ୍ଚିଛନ୍ତି । ଏହି ସମୟରେ ଭାରତୀୟ ପ୍ରବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ସହ ‘ମୋଦୀ-ମୋଦୀ’ର ନାରା ଦେଇଥିଲେ । ଜାତିସଂଘ…

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ ବଗି

ରାୟଗଡ଼ା: ଓଡ଼ିଶାରେ ଟ୍ରେନ ଦୁର୍ଘଟଣାର ପିଛା ଛାଡୁନି । ପୁଣି ଏକ ମାଲ ବୋଝେଇ ଟ୍ରେନ୍  ରାୟଗଡ଼ାରେ ଲାଇଚ୍ୟୁତ ହୋଇଛି । ଅମ୍ବାଦଳା ଷ୍ଟେସନ ନିକଟରେ ବିଶାଖାପାଟଣାରୁ ଆସୁଥିବା ବକ୍ସାଇଟ ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବକ୍ସସାଇଟ ନେଇ ଲାଞ୍ଜିଗଡ ବେଦାନ୍ତ…

ଖାଇବା ତେଲ ଦର କମିବ: ୫ ପ୍ରତିଶତ ଆମଦାନୀ ଶୁଳ୍କ କମାଇଲେ କେନ୍ଦ୍ର ସରକାର

ଖାଇବା ତେଲ ଦର କମିବ ।  ଆମଦାନୀ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର।  ସୋୟାବିନ ତେଲ ଓ ସନଫ୍ଲାୱାର ତେଲ ଉପରେ ୫ ପ୍ରତିଶତ ଆମଦାନୀ ଶୁଳ୍କ କମିଥିବାରୁ ଆଗାମୀ ଦିନରେ ତେଲ ଦର କମିବ । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏବେ କେନ୍ଦ୍ର ସରକାରଙ୍କ…

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ

ବାରାଣସୀ:  ମୁଖତାର ଅନସାରୀକୁ ବାରାଣସୀ କୋର୍ଟ ୩୨ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅବଧେଶ ରାଇ ହତ୍ୟାକାଣ୍ଡ ମାମଲାରେ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ।  ପାଖପାଖି ୩୨ ବର୍ଷ ପରେ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ବାରାଣସୀର ଏମପି,…

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ସିଏନଜି ଭର୍ତ୍ତି ଗ୍ୟାସ ଟ୍ୟାଙ୍କର

ଭୁବନେଶ୍ବର: ପଳାଶୁଣି ବ୍ରିଜ ଦେଇ କଟକରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ଗେଲ ଇଣ୍ଡିଆର ସିଏନଜି ଭର୍ତ୍ତ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉଥିବା ଜଣାପଡିଥିଲା । ଏହା ପରେ ଗାଡିଟି ଅଟକି ରହିବାରୁ ଚାରିଆଡେ ଭୟ ଖେଳିଯାଇଥିଲା । ଟ୍ରାଫିକ୍ କଣ୍ଟ୍ରୋଲ କରିବା ପରେ କଟକ ଦିଗରୁ ଆସୁଥିବା ଗାଡି…

ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ

ଶ୍ରୀଜିଉଙ୍କ ଦେବସ୍ନାନ ବେଳେ ଅଘଟଣ  -ଘଟିଛି । ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିଲେ ଜେଟିପି । ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ  ମହାସ୍ନାନ ହେବା ନେଇ ନୀତି ରହିଛି । କୌଣସି ଜଣେ ସେବାୟତଙ୍କ ଠାରୁ ରକ୍ତଛିଟା ଲାଗିଥିବା ଚର୍ଚା ହେଉଛି ।

ମେଡିକାଲରେ ଆହତଙ୍କୁ ଭେଟିବା ପରେ ଦୋଷୀଙ୍କୁ ଛଡାଯିବ ନାହିଁ କହିଲେ ପ୍ରଧାନମନ୍ତ୍ରୀ

ବାଲେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅପରାହ୍ନରେ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି। ବାହାନଗାରୁ ସିଧା ବାଲେଶ୍ବର ମେଡିକାଲ ଆସିଲେ ପ୍ରଧାନମନ୍ତ୍ରୀ  । https://www.youtube.com/watch?v=QidIad5cdmg…

ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଘଟଣାସ୍ଥଳରେ ପହଂଚିଛନ୍ତି। ଯେଉଁଠାରେ ରେଳ ଡବା ସବୁ ପଡିଛି ତାହା ବୁଲି ଦେଖୁଛନ୍ତି । ଉଦ୍ଧାର କରୁଥିବା ଟିମ ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି । ତାଙ୍କ ସହ…