Browsing Category

Uncategorized

ସୁନ୍ଦରଗଡ଼ରେ ୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼:୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ। ୩୪ ରକ୍ତ ନମୁନାରୁ ୯ ପଜିଟିଭ ଚିହ୍ନଟ। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଲା। ଜିଲ୍ଲାର ସଦର ବ୍ଲକ୍‌ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ। ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ…

ସ୍କ୍ରଵ ଟାଇଫସରେ ବଲାଙ୍ଗୀରର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ବଲାଙ୍ଗୀର: ସ୍କ୍ରଵ ଟାଇଫସରେ  ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଭାଲେଗାଁ ପଞ୍ଚାୟତ ଅନ୍ତର୍ଗତ ଵାଗଡୋର ଗ୍ରାମର ହିମାଂଶୁ ସାହୁଙ୍କ ମୃତ୍ୟୁ ହୋଇଛି । ମୃତକ ହିମାଂଶୁ ଟାଇଫସ କୀଟ ଆକ୍ରମଣରେ ଗୁରୁତର ହୋଇ ପ୍ରଥମେ ଟିଟିଲାଗଡ଼ ଓ ପରେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ…

ଆଜିର ରାଶିଫଳ

ମେଷ: କାର୍ଯ୍ୟରୁ ଆଶାଜନକ ଫଳ ମିଳିବ। ଦୂର ଯାତ୍ରା ଯୋଗ ରହିଛି। ପୁରୁଣା ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ବୃଷ: ପାରିବାରିକ ସମସ୍ୟା ଦେଖା ଦେବ। ଧନ ପ୍ରାପ୍ତି ହେବ। ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଆୟ କମ୍‌ ହେବ ଏବଂ…

ଚନ୍ଦନ ଓ ତାଙ୍କ ଝିଅ ବୈତରଣୀ ନଦୀକୁ ଡେଇଁବା ପରେ ପରିବାରରେ ଶୋକର ଛାୟା

ଭଦ୍ରକ: ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ଅଢ଼େଇ ବର୍ଷର ଝିଅ ନଦୀକୁ ଡେଁଇବାକୁ ନେଇ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଫୋନ୍‌ରେ ନିଜ ଭଉଣୀକୁ ନିଜ ଝିଅକୁ ଧରି ନଦୀକୁ ଡେଇଁବାକୁ ଯାଉଛି ବୋଲି କହିଥିବା ଭିଡିଓ ଏବେ  ଭାଇରାଲ  ହେଉଛି। ବୈତରଣୀ ନଦୀର…

ରାଶିଫଳ

ମେଷ: ନୂଆ ପ୍ରକଳ୍ପ କାମ ଆରମ୍ଭ କରିବେ। ପରିବାରର କୌଣସି ବ୍ୟକ୍ତିଙ୍କର ବିବାହରେ ଲାଗି ରହିଥିବା ବାଧା ଦୂର ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ‌ ବୃଷ: ଆଇନ ମାମଲାରେ ବିଜୟ ଲାଭର ଯୋଗ ଅଛି। ନୂଆ କାମରେ ଆପଣଙ୍କର ରୁଚି ରହିବ। ବିଦ୍ୟାର୍ଥୀ ଲେଖାପଢ଼ାରେ ଅଧିକ ମନ…

ଆଜିର ରାଶିଫଳ

ମେଷ: ସକାରାତ୍ମକ ଭାବନା ସହ ବେପାରରେ ନିବେଶ କଲେ ଲାଭ ହେବ। ଆପଣ କିଛି ଶିଖିବାର ମଉକା ପାଇବେ। ଜୀବନସାଥୀଙ୍କ ସହ ନମ୍ର ଭାବରେ କଥାବାର୍ତ୍ତା କରନ୍ତୁ। ବୃଷ: ଦିନଟି ଆପଣଙ୍କ ପରିବାର ଲାଗି ଖୁସି ଆଣିଦେ‌ବ। ବଜାରରୁ ଅନାବଶ୍ୟକ ଜିନିଷ କିଣନ୍ତୁ ନାହିଁ। ବେପାରରେ ଗତି ବଢ଼ାଇବା ପାଇଁ ଯୋଜନା…

ଆଜିର ରାଶିଫଳ

ମେଷ: ବ୍ୟବସାୟ କାମରେ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ବୃଷ: ବାପାଙ୍କ ପ୍ରଦର୍ଶିତ ମାର୍ଗରେ ଆଗକୁ ବଢ଼ିଲେ ସଫଳତା ପାଇବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ଭଲ ସାମାଜିକ କର୍ମୀ…