Trending
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
Browsing Category
Trends
All trending news will be updated in daily basis
ଅସୁବିଧା ସମୟରେ ଦେବଦୂତ ସାଜିଲେ ଯବାନ
ମେଟ୍ରୋ ଟିଭି ଓଡିଶା,୯/୧: ଅସହ୍ୟ ଶୀତରେ ଥରୁଛି ଉତ୍ତର ଭାରତ । ଜାମ୍ମୁ କାଶ୍ଚୀରର ପରିସ୍ଥିତି ବେହାଲ । ସାଧାରଣ ଲୋକ ଘରୁ ବାହାରିବା ମୁସକିଲ ହେଲାଣି । ଏହି ଭିତରେ ଜଣେ ଯବାନ ବଦାନ୍ୟତା ସାମ୍ନାକୁ ଆସଛି । ଯାହା ଏବେ ହୃଦୟସ୍ପର୍ଶୀ ହୋଇଛି । ଏହି ଯବାନ ଜଣକ ଜଣେ ଗର୍ଭବତୀ ଥିବା!-->!-->!-->…
ହାତୀ ପୂଜା ପାଉଥିବା ମନ୍ଦିର
ମେଟ୍ରୋ ଟିଭି ଓଡ଼ିଶା,୮/୧: ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। କେବଳ ଭାରତ ନୁହେଁ ଆମ ଦେଶ ବାହାରେ ମଧ୍ୟ ଅନେକ ହିନ୍ଦୁ!-->!-->!-->…
ପ୍ରିକସନ ଡୋଜ ପାଇଁ କରିବାକୁ ପଡିବନି ରେଜିଷ୍ଟ୍ରେସନ
ମେଟ୍ରୋ ଟିଭି ବ୍ୟୁରୋ,୮/୧: କୋଭିଡର ଅନିୟନ୍ତ୍ରିତ କାୟା ଯୋଗୁଁ ଦେଶ ପୁଣି ଥରେ ଟୀକାକରଣ ଅଭିଯାନକୁ ଆରମ୍ଭ କରିବାକୁ ଯାଉଛି । ଏହାକୁ ବୁଷ୍ଟର ଡୋଜ ବଦଳରେ ପ୍ରିକସନ ଡୋଜ ବୋଲି ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୧୦ତାରିଖରୁ ଏହି ପ୍ରିକସନ ଡୋଜ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ!-->!-->!-->…
ବରଫାବୃତ ହୋଇଛି ବଦ୍ରିନାଥ ମନ୍ଦିର
ମେଟ୍ରୋ ଟିଭି ଓଡିଶା,୭/୧: ଶୀତର ଆସର ନେଇ ଆସିଛି ପ୍ରାକୃତିକ ସୌନ୍ଦର୍ଯ୍ୟ । ପ୍ରକୃତିରାଣୀ ତାର ଅପରୂପ ସୌନ୍ଦର୍ଯ୍ୟକୁ ବିଚୁରିତ କରୁଛି ଉତ୍ତରାଖଣ୍ଡରେ । ପ୍ରକୃୃତି କୋଳରେ ରହିଛି ବଦ୍ରିନାଥ ମନ୍ଦିର ଯାହା ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଭାବେ ବିରାଜିତ ଅଛନ୍ତି । ଭଗବାନ ଶିବଙ୍କର ଏହି!-->…
୯୭୭ଟଙ୍କାରେ କରନ୍ତୁ ବିମାନ ଯାତ୍ରା
ମେଟ୍ରୋ ଟିଭି ଓଡିଶା,୬/୧: ମାତ୍ର ୯୭୭ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ ଦେଉଛି ଟାଟା ଗ୍ରୁପର ଏୟାରଲାସନ୍ସ ଭିସ୍ତାର । ଏହି କମ୍ପାନୀକୁ ୭ବର୍ଷ ପୁରିଛି ।ଏହି ଅବସରରେ ଯାତ୍ରୀଙ୍କୁ ଉପହାର ଆକାରରେ ଶସ୍ତା ବିମାନ ଟିକେଟ ପ୍ରଦାନ କରୁଛି ଭିସ୍ତାରା। ଜାନୁଆରି ୭ତାରିଖ ରାତି ୧୨ଟା!-->!-->!-->…
ଭିତରକନିକାରେ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଶ୍ୱେତା
ମେଟ୍ରୋ ଟିଭି ଓଡିଶା,୬/୧: ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳରେ ଥିବା ବଉଳା କୁମ୍ଭୀର କେନ୍ଦ୍ରରେ ୩ବର୍ଷର ଧଳା କୁମ୍ଭୀର ମନମୋହୁଛି । ଗତବର୍ଷ ଭିତରକନିକାର ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିଲା । ପ୍ର।କୃତିକ ପରିବେଶରେ ଏତେ ସଂଖ୍ୟାର ଧଳା କୁମ୍ଭୀର!-->!-->!-->…
ଆଜିଠୁ ପୁଣି ଆରମ୍ଭ ହେଲା ମାତା ବେଷ୍ଣୋଦେବୀଙ୍କ ଯାତ୍ରା
ମେଟ୍ରୋ ଟିଭି ଓଡିଶା,୬/୧: ମାତା ବେଷ୍ଣୋଦେବୀଙ୍କ ଯାତ୍ରା ପାଇ କରିବାକୁ ଚାହୁଁଥିବା ଲୋକଙ୍କ ପାଇ ନୂଆ ଖୁସି ଖବର ଆସିଛି ।ପୁଣି ଥରେ ଖୋଲିଛି ମାତାଙ୍କ ମନ୍ଦିର ।ଏବେ ଭକ୍ତ ମାଁଙ୍କ ଦର୍ଶନ କରିପାରିବେ । କିଛି ଦିନ ହେଲା ଜାମ୍ମୁ-କାଶ୍ମୀରରେ ପ୍ରବଳ ବରଫାବୃତ ହେଉଥିବାରୁ ମାତାଙ୍କ!-->!-->!-->…
ମହିଳାଙ୍କୁ ସୁରକ୍ଷା ଦେବ ଥର୍ମାଲ ଡ୍ରୋନ୍
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଏବେ ମହିଳାଙ୍କୁ ସୁରକ୍ଷା ଯୋଗାଇଦେବ ଥର୍ମାଲ କ୍ୟାମେରାଯୁକ୍ତ ଡ୍ରୋନ୍ । ବ୍ରିଟେନର ଡ୍ରୋନ୍ ଡିଫେନ୍ସ ଦ୍ୱାରା ଏହା ବିକଶିତ ହୋଇଛି । ରାତିରେ ଏକାକୀ ଯାଏଥିବା ମହିଳା ମାନଙ୍କ ପାଇ ସୁରକ୍ଷା ଦେବ ଏହି କ୍ୟାମେରା ଡ୍ରୋନ୍ । ଯଦି କେହି କମେଣ୍ଟ ବା ଉତ୍ପୀଡନ!-->!-->!-->…
ବିବାଦର ଅନ୍ତ ଘଟିଛି ସୁମିତଙ୍କ ଘରେ ରହିବେ ତପସ୍ୱିନୀ
ମେଟ୍ରୋ ଟିଭି ବ୍ୟୁରୋ,୨/୧: ସୁମିତ ଓ ତପସ୍ୱିନୀ ବିବାଦର ଅନ୍ତ ଘଟିଛି । ବ୍ରହ୍ମପୁର ଜିଲ୍ଲା ଜଜ୍ କୋର୍ଟଙ୍କ ରାୟନୁସାରେ ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ସୁମିତ ସହ ତାଙ୍କ ବ୍ରହ୍ମାନଗରରେ ଥିବା ଘରେ ରହିବେ ତପସ୍ୱିନୀ ।କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁମିତ ତପସ୍ୱିନୀଙ୍କୁ ପ୍ରତି!-->!-->!-->…
ଦରଖାସ୍ତ ଦିଅ ମନସ୍କାମନା ପୂର୍ଣ୍ଣ କର
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମର ପ୍ରଥା ପରମ୍ପରା କାହି କେତେ କାଳରୁ ରହିଆସିଛି । ଏହି ପରମ୍ପରା ଭିତରେ ରହି ଆସିଛି ଅନେକ ରହସ୍ୟ । ଯେଉ ରହସ୍ୟ ପାଇ କିଛି ମନ୍ଦିର ଚତ୍ମକାର ପାଲଟି ଯାଉଛି । ଏହି କିଛି ଚତ୍ମକାରକୁ ଲୋକଲୋଚନକୁ ଆଣିବାକୁ ଭାରତର ବିଭିନ୍ନ!-->!-->!-->…