Browsing Category

Trends

All trending news will be updated in daily basis

ଆଜି ଦେଶ ପାଳୁଛି ୪୬ତମ ତଟରକ୍ଷୀ ଦିବସ

ମେଟ୍ରୋ ଟିଭି ଓଡିଶା,୧/୨ : ଦେଶ ମଙ୍ଗଳବାର ପାଳନ କରୁଛି ୪୬ତମ ତଟରକ୍ଷୀ ଦିବସ । ୧୯୭୭ ମସିହା, ଫେବ୍ରୁଆରୀ ୧ ତାରିଖରେ ଭାରତୀୟ ସମ୍ବିଧାନର ୧୯୭୮ ତଟରକ୍ଷୀ ଅଧିନିୟମ ଦ୍ୱାରା ଔପଚାରିକ ରୂପେ ଏହି ଦିବସ ସ୍ଥାପନା ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଏହା ପରିଚାଳିତ ହୁଏ । ୧୯୭୮ରେ

ପ୍ରସିଦ୍ଧ ଏମିରେଟ୍ସର ବେସ ଏୟାର ଲାଇନ : ଓଜନ ବୃଦ୍ଧି ହେଲେ କଟାଯାଉଛି ଦରମା

ମେଟ୍ରୋ ଟିଭି ଓଡିଶା,୩୧/୧ : ପ୍ରସିଦ୍ଧି ଏୟାର ଲାଇନ ଭାବେ ଏମିରେଟ୍ସର ବେଶ୍‌ ନା କମାଇଛି । ଏହି ଏୟାର ଲାଇନ୍ସରେ କାମ କରୁଥିବା ଏୟାର ହୋଷ୍ଟସ କରିଛନ୍ତି ବଡ ଖୁଲାସା । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଏଠାରେ କାମ କରୁଥିବା ଏହାର ହୋଷ୍ଟେସଙ୍କ କହିବା ମୁତାବକ ଏଠାରେ କାମ

୫ ଆତଙ୍କବାଦୀଙ୍କୁ ନିହତ କରିଛି ଜମ୍ମୁ-କାଶ୍ମୀର ସେନା

ମେଟ୍ରୋ ଟିଭି ଓଡିଶା,୩୦/୧ : ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା ମିଳିଛି । ଏନକାଉଣ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ କରିଛି ସେନା। ଜମ୍ମୁ-କାଶ୍ମୀରରେ ୧୨ ଘଣ୍ଟାରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ମୃତ୍ୟୁ ହୋଇଛି। ବଡଗାମରେ ସୁରକ୍ଷାକର୍ମୀଙ୍କ

ଜଗନ୍ନାଥଙ୍କର କ୍ଷୁଦ୍ରତମ ଚିତ୍ର ଅଙ୍କନ କରି ଅନ୍ତର୍ଜାତୀୟ ରେକର୍ଡସରେ ଶୁବ୍ରଜିତ ପଣ୍ଡା

ମେଟ୍ରୋ ଟିଭି ଓଡିଶା,୩୦/୧ : ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡସରେ ସାମିଲ ହୋଇଛନ୍ତି କଟକ ଜିଲ୍ଲା କହ୍ନେଇପୁରର ଶୁବ୍ରଜିତ ପଣ୍ଡା। କଉଡ଼ି ଉପରେ ବିଶ୍ୱର ସର୍ବକ୍ଷୁଦ୍ରତମ ଶ୍ରୀଜଗନ୍ନାଥ ଅଙ୍କନ କରି ସେ ଏହି ଅନ୍ତର୍ଜାତୀୟ ରେକର୍ଡସରେ ସାମିଲ ହୋଇଛନ୍ତି। ୨.୫ ସେମି ଦୈର୍ଘ୍ୟ ଓ ୧.୪ ସେମି

ମନେପଡୁଛନ୍ତି ମହାତ୍ମା ଗାନ୍ଧୀ

ମେଟ୍ରୋ ଟିଭି ଓଡିଶା,୩୦/୧ : ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଉଛନ୍ତି । ଦେଶ ପାଇଁ ଗାନ୍ଧୀ ଦେଇଥିଲେ ବଳିଦାନ । ତାଙ୍କର ଏହି ବଳିଦାନ ଆଜି ବି ଲୋକଙ୍କ ମନରେ ଉଜୁପିତ ହୋଇ ରହିଛି । ସେହି ମହାନ ପୁରୁଷରଙ୍କର ଆଜି ଶ୍ରାଦ୍ଧ ଦିବସ । ଭାରତର ସ୍ୱାଧୀନତା

୨୦୨୨ ଫେବୃଆରୀ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା

ମେଟ୍ରୋ ଟିଭି ଓଡିଶା,୨୫/୧ : ୨୦୨୨ର ଫେବୃଆରୀ ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏଥିସହ ଆରବିଆଇ ଫେବୃଆରୀ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି। ତେବେ ଏହି ଛୁଟି ତାଲିକାରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ସହ ରବିବାର ଛୁଟି ମଧ୍ୟ ସାମିଲ୍। ଫେବୃଆରୀ ମାସରେ ବସନ୍ତ

ବିଶ୍ୱରେ କୋଟିପତିଙ୍କ ୧୧ତମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ

ମେଟ୍ରୋ ଟିଭି ଓଡିଶା,୨୫/୧ : କରୋନାର ପ୍ରଭାବରେ ବହୁ କୋଟିପତିଙ୍କ ସମ୍ପତ୍ତି ହ୍ରାସ ପାଇଛି । ଦୁନିଆର ୧୦ ଆରବପତିଙ୍କ ମଧ୍ୟରୁ ୯ ଜଣଙ୍କ ସମ୍ପତ୍ତିରେ ଚଳିତ ବର୍ଷ ୧୩୫ ଆରବ ଡଲାରରୁ ଅଧିକ ହ୍ରାସ ହୋଇଛି । କେବଳ ୱାରେନ୍ ବଫେଟ୍ ଏକ ମାତ୍ର ଧନୀ ବ୍ୟକ୍ତି ଯାହାଙ୍କର ସମ୍ପତ୍ତିରେ ୧.୩୮

ପ୍ରଥମଥର ପାଇଁ ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ

ମେଟ୍ରୋ ଟିଭି ଓଡିଶା,୧୯/୧: ଗଣତନ୍ତ୍ର ଦିବସ ପରେଡ ସର୍ବଦା ଗୋଟିଏ ବା ଅନ୍ୟ ଅର୍ଥରେ ସ୍ୱତନ୍ତ୍ର । ପ୍ରତିବର୍ଷ ଏକ ନୂତନ ଆର୍କଷଣ ଆସେ ଏହି ପ୍ୟାରେଡ ବା ଏହି ଦିନରେ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଭାରତ ଏହି ଦିନଟିକୁ ଅତି ଆନନ୍ଦ ସହ ପାଳିଥାନ୍ତି । ଦେଶକୁ ସ୍ୱାଧିନ

ଜିଭ ଟେକିଲା ୧୨କିଲୋ

ମେଟ୍ରୋ ଟିଭି ଓଡିଶା,୧୬/୧: ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା କେତେ ଶକ୍ତିଶାଳୀ କେବେ ପରୀକ୍ଷା କରି ନ ଥିବେ। image credit-facebook ମେକ୍ସିକୋ ସିଟିରେ ଆୟୋଜିତ

ସେନା ଦିବସରେ ବର୍ଡରରେ ଉଡିଲା ଖଦି ତ୍ରିରଙ୍ଗା

ମେଟ୍ରୋ ଟିଭି ଓଡିଶା,୧୬/୧: ଗତକାଲି ସାରା ଦେଶରେ ପାଳନ ହେଉଥିଲା ଭାରତୀୟ ସେନା ଦିବସ । ଏହି ସମୟରେ ରାଜସ୍ଥାନର ଜେସଲମେରରେ ୨୨୫ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଚଉଡ଼ାର ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି ଏହା ଦେଶର ୩ୟ ବୃହତ୍ତମ ଖଦି ତ୍ରିରଙ୍ଗା ।