Trending
- ସରିଲା ମା’ ଦକ୍ଷିଣକାଳୀଙ୍କ ଭସାଣୀ ଉତ୍ସବ,ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କୁ ମେଲାଣି ଜଣାଇଛନ୍ତି
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସି.ପି ରାଧାକ୍ରିଷ୍ଣନ,ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣରେ ହେବେ ସାମିଲ
- ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ବଡ଼ ଧରଣର ସଡ଼କ ଦୁର୍ଘଟଣା,3 ମୃତ, ୪୫ ଜଣ ଆହତ
- ମା’ ଦକ୍ଷିଣେଶ୍ଵରୀଙ୍କ କାଳୀପୂଜା ପାଇଁ ଉତ୍ସବମୁଖର ଚାନ୍ଦବାଲି,୭ଦିନ ଧରି ମା’ଙ୍କ ପୂଜା ଚାଲିବ
- କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରି ରାତି ୧୨ଟା ଯାଏଁ ଫୁଟିଲା ବାଣ
- ପାନିପୁରୀ ଓ ଟିକ୍କି ଖାଇ ୧୦୦ ଅସୁସ୍ଥ
- ଆଜି ଆଲୋକର ପର୍ବ ଦୀପାବଳି ,ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର ,ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ
- ଆଜି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ , ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ
- ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟାରେ ଧୁମ୍ଧାମରେ ପାଳିତ ହୋଇଛି ଦଶମ ଦୀପୋତ୍ସବ,୫୬ଟି ଘାଟରେ ପ୍ରଜ୍ୱଳିତ ହୋଇଛି ୩୦ ଲକ୍ଷ ଦୀପ
- ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି
Browsing Category
Odisha
All about all odisha state news updates
ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ
ମହାନଦୀ ଜଳବିବାଦ ମାମଲାର ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ । ଭର୍ଚୁଆଲରେ ମାଧ୍ୟମରେ ଶୁଣାଣି କରାଯାଇଛି । ଟ୍ରିବ୍ୟୁନାଲ ଓଡ଼ିଶା ଏବଂ ଛତିଶଗଡ଼ ଦାଖଲ କରିଥିବା ସାକ୍ଷୀମାନଙ୍କ ସତ୍ୟପାଠକୁ ଲିପିବଦ୍ଧ କରିଛନ୍ତି। ପକ୍ଷମାନେ ରଖିଥିବା ତଥ୍ୟର ବିବରଣୀ ଲିଖିତ ରହିଛି । ଏହା ସହିିତ!-->…
ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବ ରାଜ୍ୟ କଂଗ୍ରେସ
ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ। ତାଙ୍କ ଖାତାକୁ ଯିବ ରାଜ୍ୟ କଂଗ୍ରେସର ସମସ୍ତ ଭୋଟ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରାୈପଦୀ ମୁର୍ମୁ ଓଡ଼ିଶାର ହୋଇଥିଲେ ମଧ୍ୟ ଦଳ ପକ୍ଷରୁ!-->…
ଫ୍ୟାନରେ ଝୁଲି ପଡିଲେ ସ୍ବାମୀ ଓ ସ୍ତ୍ରୀ
ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ଘର ଭିତରେ ଫ୍ୟାନରେ ଝୁଲି ପଡିଛନ୍ତି ସ୍ବାମୀ ଓ ସ୍ତ୍ରୀ। ଏଥିରେ ସ୍ତ୍ରୀଙ୍କର ମୃତ ଘଟିଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି। ଲଷ୍ମୀସାଗର ଥାନା ସିଦ୍ଧିବିନାୟକ ଆପର୍ଟମେଣ୍ଟରେ ଘଟିଛି ଏହି ଘଟଣା। ଗୁରୁତର ସ୍ୱାମୀ ସଞ୍ଜୟ!-->…
ମାଗଣାରେ ବୁଷ୍ଟର ଡୋଜ୍ ନେବାକୁ ଭିଡ୍
୧୮ ବର୍ଷରୁ ଅଧିକ ବର୍ଷ ବୟସ୍କଙ୍କୁ ଆଜି ଠାରୁ ମାଗଣାରେ ଦିଆଯାଉଛି ବୁଷ୍ଟର ଜୋଡ୍। ତେବେ ସରକାରୀ ଡାକ୍ତରଖାନାରେ ବୁଷ୍ଟର ଡୋଜ ନେବାକୁ ଭିଡ ଦେଖାଯାଇଛି । ବର୍ଷା ସତ୍ତ୍ବେ ଲୋକମାନେ ଧାଡିରେ ଯାଇ ବୁଷ୍ଟର ଡୋଜ ଦେଉଛନ୍ତି ।
ଆଜି ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ଦିଆଯାଉଛି!-->!-->!-->…
କାଉଡ଼ିଆଙ୍କ ପାଇଁ ମାସ୍କ୍ ବାଧ୍ୟତାମୂଳକ
ଦୁଇ ବର୍ଷ ହେବ କରୋନା ଯୋଗୁଁ କାଉଡି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ପ୍ରଶାସନ ଅନୁମତି ଦେଇଛି । ତେଣୁ ଧବଳେଶ୍ୱର ପୀଠ ସହ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିବ । ଏଥିପାଇଁ ଆଠଗଡ ଉପଜିଲ୍ଲପାଳ ତଥା ଦେବୋତ୍ତର କମିସନର ହେମନ୍ତ କୁମାର ସ୍ୱାଇଁଙ୍କ ସହ ପୂଜକ ସମିତିର ମିଳିତ!-->…
ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା
କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଶାମୁକା ପଡିଆରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । କୋଣାର୍କ ଜମିଜମା ସମସ୍ୟା ଓ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାର କୈାଣସି ପଦକ୍ଷେପ ନେଉନଥିବାରୁ ଅପରାଜିତା ସମାଲୋଚନା କରିଛନ୍ତି ।!-->…
୨୪ ଘଣ୍ଟାରେ ବାହାରିଲେ ୧୦୪୩ କରୋନା ପଜିଟିଭ ଚିହ୍ନଟ
ହଜାର ଡେଇଁଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୧୦୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୩୪ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
ଅରୁଣ, ଗାୟତ୍ରୀ, ସୁଜାତା ,କିଏ ବିଜେଡିର ଉତ୍ତରାଧିକାରୀ ନେତା ?
ଓଡ଼ିଶାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ 5 ଥର ଜିତି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି । ବିଶେଷ କରି ତିନୋଟି ନାମକୁ ନେଇ ବିଜେଡି ଦଳରେ ଯେତିକି ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ସେତିକି ଚର୍ଚା ହେଉଛି ।
ମୁଖ୍ୟମନ୍ତ୍ରୀ!-->!-->!-->!-->!-->!-->!-->…
ଆସନ୍ତାକାଲିଠୁ ମାଗଣା ବୁଷ୍ଟର ଡୋଜ୍
ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣକୁ ନେଇ ପାରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦!-->…
୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କୋଭିଡ୍ ପଜିଟିଭ
କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ଗତ 24 ଘଂଣା ମଧ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଟପିଛି।
https://twitter.com/IPR_Odisha/status/1547424133499465729
ଗୋଟେ ସପ୍ତାହ ମଧ୍ୟରେ ସଂକ୍ରମଣ ହାର ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟା ମଧ୍ୟରା!-->!-->!-->!-->!-->!-->!-->!-->!-->…