Trending
- ସରିଲା ମା’ ଦକ୍ଷିଣକାଳୀଙ୍କ ଭସାଣୀ ଉତ୍ସବ,ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କୁ ମେଲାଣି ଜଣାଇଛନ୍ତି
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସି.ପି ରାଧାକ୍ରିଷ୍ଣନ,ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣରେ ହେବେ ସାମିଲ
- ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ବଡ଼ ଧରଣର ସଡ଼କ ଦୁର୍ଘଟଣା,3 ମୃତ, ୪୫ ଜଣ ଆହତ
- ମା’ ଦକ୍ଷିଣେଶ୍ଵରୀଙ୍କ କାଳୀପୂଜା ପାଇଁ ଉତ୍ସବମୁଖର ଚାନ୍ଦବାଲି,୭ଦିନ ଧରି ମା’ଙ୍କ ପୂଜା ଚାଲିବ
- କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରି ରାତି ୧୨ଟା ଯାଏଁ ଫୁଟିଲା ବାଣ
- ପାନିପୁରୀ ଓ ଟିକ୍କି ଖାଇ ୧୦୦ ଅସୁସ୍ଥ
- ଆଜି ଆଲୋକର ପର୍ବ ଦୀପାବଳି ,ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର ,ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ
- ଆଜି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ , ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ
- ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟାରେ ଧୁମ୍ଧାମରେ ପାଳିତ ହୋଇଛି ଦଶମ ଦୀପୋତ୍ସବ,୫୬ଟି ଘାଟରେ ପ୍ରଜ୍ୱଳିତ ହୋଇଛି ୩୦ ଲକ୍ଷ ଦୀପ
- ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି
Browsing Category
Odisha
All about all odisha state news updates
ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସିବିଏସଇ ଦଶମରେ ପାସ୍ ହାର ୯୪.୪୦ ପ୍ରତିଶତ। ରାଜଧାନୀ ଭୁବନେଶ୍ୱର ରିଜିଅନରେ ପାସ ହାର!-->…
ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶା ଗର୍ବିତ
ଭାରତୀୟ ଗଣତନ୍ତ୍ର ପାଇଁ ଦ୍ରୈାପଦୀ ମୁର୍ମୁ ଆଣିଛନ୍ତି ନୂଆ ଏକ ପରମ୍ପରା । ଭାରତ ଇତିହାସରେ ପ୍ରଥମ ଥର ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ହୋଇଛନ୍ତି ରାଷ୍ଟ୍ରପତି । ଶ୍ରୀମତି ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ସାରା ଭାରତ ପାଇଁ ପ୍ରେରଣା ପାଲଟିଯାଇଛନ୍ତି । 15ତମ!-->…
ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ
ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ସମେସ୍ତ ଅଭିନନ୍ଦନ ଜଣାଇଛନ୍ତି । । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିବା ବେଳେ!-->…
ନବୀନଙ୍କୁ ଭେଟିଲେ ଆର ମାଧବନ୍
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡି ତଥା ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ଆର୍ ମାଧବନ । ତାଙ୍କ ସହ ତାଙ୍କ ପତ୍ନୀ ଏବ ପୁଅ ଉପସ୍ଥିତ ଥିଲେ । ଏହି ସମୟରେ ମାଧବନଙ୍କ ପୁଅ ବେଦାନ୍ତଙ୍କୁ ତାଙ୍କ ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସେ ଭାରତ ପାଇଁ
!-->!-->!-->…
ଜିତୁଛନ୍ତି ଦ୍ରୈାପଦୀ : 540 ସାଂସଦଙ୍କ ସମର୍ଥନ
ରାଷ୍ଟ୍ରପତି ନିର୍ବାଚନର ସାଂସଦଙ୍କ ଭୋଟର ଫଳାଫଳ ଆସିଛି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୨୦୮ ଭୋଟ୍ । ସମୁଦାୟ ଭୋଟ୍ରୁ ୧୫ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି । ଏଥିରୁ ସ୍ପଷ୍ଟ!-->…
ଭୁବନେଶ୍ୱର ସୈନିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ
ଭୁବନେଶ୍ୱର ସୈନିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିବା ପରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲକୁ ଜବାବ ମାଗିଥିଲେ । ଏହାର ଜବାବ ରଖିଛନ୍ତି ସ୍କୁଲ ପ୍ରିନ୍ସିପାଲ ଏକ ଚିଠି ଜାରି କରି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ରାଗିଂ ରୋକିବା ନେଇ ସ୍କୁଲ!-->…
ବିଧାନସଭାରେ ପିଲାଙ୍କ ପାଇଁ ମୁଣ୍ଡପିଛା ଖର୍ଚ୍ଚ ପ୍ରସଙ୍ଗ
ଗୃହରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବିରୋଧୀଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ମୁଣ୍ଡପିଛା ଖର୍ଚ୍ଚ ନେଇ ତଥ୍ୟ ଦେଇଛନ୍ତି ସରକାର । ଏନେଇ ବିଧାନସଭାରେ ଲିଖିତ ଉତ୍ତି ରଖିଛନ୍ତି ଗଣଶିକ୍ଷା!-->…
ବିଧାନସଭାରେ ମଧ୍ୟାନ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ
ମଧ୍ୟାନ୍ନ ଭୋଜନରେ ବଡ ଦୁର୍ନୀତି। ପ୍ରତି ବସ୍ତାରେ ଗାଏବ୍ ହେଇଯାଉଛି୨/୩କେଜି ଚାଉଳ। ଆଉ ପିଲାଙ୍କ ପେଟରେ ପଡୁଛି ଲାତ। ଅନେକ ଦିନ ଧରି ଏହି ବିଷୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଶୋଇ ରହିଥିଲେ ସରକାର। ତେବେ ଗତକାଲି ଏକ ଘରୋଇ ଟିଭି ଚାନେଲରେ ମଧ୍ୟାନ୍ନ ଭୋଜନ ଦୁର୍ନୀତି ଖବର ପ୍ରସାରଣ ହେବ!-->…
ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ
ନୂଆଦିଲ୍ଲୀ : ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ !-->!-->!-->…
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୧୨୦୮.୮୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶା ଆଠଟି ତ୍ୱରାନ୍ୱିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ଏଆଇବିପି) ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ଯଥା ଉପର ଇନ୍ଦ୍ରାବତୀ, ରୁକୁଡା, ରେତ, ତେଲଙ୍ଗିର ଓ ନିମ୍ନ ଇନ୍ଦ୍ରାବତୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହାଛଡା ସୁବର୍ଣ୍ଣରେଖା, ସମନ୍ୱିତ!-->…