Browsing Category

Odisha

All about all odisha state news updates

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ

ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨) ରାଜ୍ୟରେ ଆସନ୍ତା ଜୁନ୍ ମାସରୁ ରାସନ କାର୍ଡରେ ମିଳୁଥିବା ଗହମ ଆଉ ମିଳିବନି। ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏ ଗହମ ମିଳିବନି। ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ ଚାଉଳ ମିଳିବ। ତେବେ ଏହାର ପ୍ରଭାବ ସିଧାସଳଖ

ଓଡ଼ିଶାରେ ତାତିରୁ ମିଳିଲା ତ୍ରାହି

ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ ) ରାଜ୍ୟରେ କାଳବୈଶାଖୀ ବର୍ଷା ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସହ ତୁହାକୁ ତୁହା ବର୍ଷା ହଉଛି । ବର୍ଷା ଫଳରେ ତାତିରୁ ଆଶ୍ୱସ୍ତି ମିଳିଥିବା ବେଳେ ଏହା କିଛି ଲୋକଙ୍କ ପାଇଁ କାଳ ସାଜିଛି । ରାଜ୍ୟର ଭିନ୍ନ ଭିନ୍ନ

ମୌସୁମୀ ବର୍ଷା ପୁର୍ବରୁ ସହରରେ କୁତ୍ରିମ ବନ୍ୟା ଚିନ୍ତା

ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ ) ମୌସୁମୀ ବର୍ଷା ପୁର୍ବରୁ ସହରରେ କୁତ୍ରିମ ବନ୍ୟା ଚିନ୍ତା । ଡ୍ରେନ୍ ମରାମତୀ ଓ ଜଳ ନିଷ୍କାସନ ପାଇଁ ଗୃହ ନଗର ଉନ୍ନୟନ ବିଭାଗର ନିଷ୍ପତି । ଆସନ୍ତା ବର୍ଷା ଋତୁରେ ସହରାଞ୍ଚଳରେ ଜଳନିଷ୍କାସନକୁ ନେଇ ଯେପରି କୌଣସି ସମସ୍ୟ ନଉପୁଜେ ସେ ପାଇଁ ଆକ୍ସନ

ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା

ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ ) ଦୀର୍ଘ ୨ ବର୍ଷ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ | ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ | ଦଇତାପତି ନିଯୋଗ ସହ