Browsing Category

Odisha

All about all odisha state news updates

ଗାଡ଼ି ଅଟକାଇବାରୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଖଣି ମାଫିଆ

ପଥର ମାଫିଆଙ୍କ ଦୌରାତ୍ମ୍ୟ । ଗାଡ଼ି ଅଟକାଇବାରୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଖଣି ମାଫିଆ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କଦଳୀବନ୍ଧରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ। ଖବର ଅନୁଯାୟୀ, ଚୋରା ମାଙ୍କଡ଼ା ପଥର…

ବାଲିଅନ୍ତା ବର୍ବରତା ଘଟଣାରେ ୪ ପୋଲିସ୍‌ କର୍ମଚାରୀ ନିଲମ୍ବିତ

ଆଉ ତ୍ରାହି ନାହିଁ ! ବାଲିଅନ୍ତା ବର୍ବରତା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ୪ ପୋଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। IICଙ୍କୁ ମୁଖ୍ୟାଳୟକୁ ବଦଳି କରାଯିବା ସହ ୪ ପୋଲିସଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ଜଣେ SI, ଜଣେ ASI, ଜଣେ OAPFଙ୍କୁ ସସପେଣ୍ଡ୍‌ କରାଯାଇଛି।…

ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ 

ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ  ।  ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଫାୟାର ଷ୍ଟେସନ ଓଭରବ୍ରିଜରେ ଘଟିଛି ।  ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ…

ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ 

ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ  ।  ରାଜ୍ୟରେ ଏସବୁ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।   ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଏବଂ ଅପରାଧ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ…

ଦୀର୍ଘ ଦିନର ବିରତି ପରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର…

ରତ୍ନଭଣ୍ଡାର ପୁଣି ଗଣତି ମଣତି ହେବ । ଦୀର୍ଘ ଦିନର ବିରତି ପରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ। ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ…

ଚଳଚଞ୍ଚଳ ରଥଖଳା,ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ

ଚଳଚଞ୍ଚଳ ରଥଖଳା। ଜୋର୍ସୋର ଚାଲିଛି ବିଶ୍ବ ନିଅନ୍ତାଙ୍କ ରଥ ନିର୍ମାଣ କାମ। ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ରଥଖଳାରେ ମହାପ୍ରଭୁଙ୍କୁ ଆଜ୍ଞାମାଳ ପହଞ୍ଚିବା ପରେ ୩ ରଥର ଚକ ସହ ଅଖ ସଂଯୋଗ ହୋଇଛି । ୨ଟି ଲେଖାଏଁ ନାହାକା ଚକରେ ଗୋଟିଏ ଲେଖାଏଁ ନାହାକା ଅଖ…

ବାଲିଅନ୍ତା ଭିଡ଼ ହତ୍ୟା , ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି

କଣାସ ଓ ହିଞ୍ଜିଳି ପରେ ବାଲିଅନ୍ତା ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ସବୁ ଆଡୁ ସମାଲୋଚିତ ହେବା ପରେ ଏବେ ଆକ୍ଟିଭ ମୋଡ୍ରେ ପୋଲିସ । ଶୁକ୍ରବାର ୫ ଗିରଫ । ଶନିବାର ୬ ଗିରଫ । ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ଘଟଣାରେ ଆଉ ୬ ଗିରଫ ।…

ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍,ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ

ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍ । ସେ କହିଛନ୍ତି, ପୋଲିସ ଚାହିଁଥିଲେ ବଞ୍ଚି ଯାଇଥାନ୍ତେ ସୋମ୍ୟରଞ୍ଜନ। ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ । ସାଧା ବେଶରେ ପୋଲିସ ଆସିଥିଲେ ତଥାପି ଲୋକେ ତାଙ୍କୁ ଶୁଣି ନଥିଲେ । ୟୁନିଫର୍ମରେ ଥିବା ଚାରି ଜଣ…

ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ ,କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା

ସଂଧ୍ୟା ଆକାଶରେ ରହସ୍ୟମୟ ଆଲୋକ  ।  ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ ।  ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରେ ଆକାଶରେ ଉଜ୍ବଳ ଆଲୋକ ଦେଖିବାକୁ ମିଳିଥିଲା ।  କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।  ଆଲୋକ ଏକ…

ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲା,ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ

ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲାରେ ରାସ୍ତାରୋକ କଲେ ସୌମ୍ୟଙ୍କ ସମ୍ପର୍କୀୟ ଓ ପରିବାରଲୋକେ। ୬୦ ନମ୍ବର ରାଜ୍ୟ ରାଜପଥରେ ଆନ୍ଦୋଳନ କରିଛନ୍ତି। ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ସୌମ୍ୟଙ୍କ ମୃତ୍ୟୁ ପ୍ରତିବାଦ କରିଛନ୍ତି ସମ୍ପର୍କୀୟ। ତାଙ୍କ ଚାକିରିରେ…